salman khan

ଖୁବଶୀଘ୍ର ଖୁସି ଖବର ଦେବେ ବରୁଣ ! ବିଗ୍‌ବସ୍‌ ୧୬ ସେଟରେ ସଲମାନ ଦେଲେ ସଂକେତ

ପୁଣି ଆଉ ଜଣେ ବଲିଉଡ ସେଲିବ୍ରିଟି ଖୁସି ଖବର ଦେବାକୁ ଯାଉଛନ୍ତି। ରଣବୀର-ଆଲିଆ, ବିପାଶ-କରନ, ସୋନମ-ଆନନ୍ଦଙ୍କ ପରେ ବରୁଣ-ନତାଶା ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଆଉ…

2 years ago

ସଲମାନ ଖାନଙ୍କୁ ମିଳିବ Y + ସୁରକ୍ଷା, ଲରେନ୍ସ ବିସ୍ନୋଇ ଗ୍ୟାଙ୍ଗରୁ ହତ୍ୟା ଧମକ ମିଳିବା ପରେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି

ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଏବେ ତାଙ୍କୁ ମୁମ୍ବାଇ ପୋଲିସ ତରଫରୁ Y + ସୁରକ୍ଷା ଦିଆଯିବ। ନିକଟ ଅତୀତରେ ଅଭିନେତାଙ୍କୁ…

2 years ago

ସଲମାନ ଖାନଙ୍କୁ ଡେଙ୍ଗୁ, ଏବେ ଭାଇଜାନଙ୍କ ସ୍ଥାନରେ ବିଗ୍‌ବସ୍‌ ହୋଷ୍ଟ କରିବେ କରଣ ଜୋହର

ବଲିଉଡର ଭାଇଜାନ ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର। ସମସ୍ତଙ୍କ ପ୍ରିୟ ଭାଇଜାନ ଏବେ ଡେଙ୍ଗୁରେ ପୀଡିତ। ଆଉ ଏଥିପାଇଁ ସଲମାନ ଖାନ ବିଗବସ୍‌ ୧୬ରେ…

2 years ago

ସୁଟିଂ ସେଟ୍‌ରୁ ବଳକା ଖାଦ୍ୟ ପ୍ୟାକ୍‌ କରି ନେଇ ଆସୁଥିଲେ ସଲମାନ ଖାନ; ବାଟରେ କରୁଥିଲେ ଏହି କାମ…ଖୁଲାସା କଲେ ଆୟେଶା ଜୁଲ୍‌କା

ବଲିଉଡର ଭାଇଜାନ ସଲମାନ ଖାନ ଜଣେ ହୃଦୟବାନ ମଣିଷ, ଏ କଥା ସମସ୍ତେ ଜାଣନ୍ତି। ତାଙ୍କ ଉଦାରତା ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଭଲ କାମ କରିବାରେ…

2 years ago

ଟଲିଉଡ ମୁହାଁ ଭାଇଜାନ୍‌ ସଲମାନ୍‌ ଖାନ୍‌, ଛାଡ଼ିବେ କି ବଲିଉଡ ? ଗଡ୍‌ ଫାଦରର ଟ୍ରେଲର ଲଞ୍ଚ ବେଳେ କହିଲେ ଏମିତି

ସାଉଥ ଇଣ୍ଡଷ୍ଟ୍ରୀର ଧମାକାଦାର ଫିଲ୍ମ ‘ଗଡ୍‌ ଫାଦର’ ୫ ଅକ୍ଟୋବର ଅର୍ଥାତ୍‌ ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ଏହାର ଟ୍ରେଲର ଲଞ୍ଚ ଇଭେଣ୍ଟ ସମୟରେ ସଲମାନ୍‌ ଖାନ…

2 years ago

ସଲମାନ ଖାନ୍‌ଙ୍କ ଡୁପ୍ଲିକେଟ ସାଗର ପାଣ୍ଡେଙ୍କ ପରଲୋକ, ଜିମରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ଆସିଲା ହାର୍ଟଆଟାକ

ବଲିଉଡ ଅଭିନେତା ସଲମାନ ଖାନଙ୍କ ବଡି ଡବଲ ବା ଡୁପ୍ଲିକେଟ୍ ସାଗର ପାଣ୍ଡେଙ୍କ ପରଲୋକ । ଶୁକ୍ରବାର ଦିନ ଦ୍ୱିପ୍ରହରରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।…

2 years ago

‘ନିର୍ମାତା କଣ୍ଢେଇ ଭଳି ବ୍ୟବହାର କରିବାକୁ ଚାହୁଁଥିଲେ’, ବଲିଉଡର ରାଜ୍ ଖୋଲିଲେ ନବେ ଦଶକ ହିରୋଇନ ଆୟେଶା

ମୁମ୍ବାଇ: ୯୦ ଦଶକରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ହିଟ୍‌ ଫିଲ୍ମ ଦେଇଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଆୟେଶା ଜଣେ। ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କ କ୍ୟାରିୟର ମଧ୍ୟରେ ସେ…

2 years ago

ସାମ୍ନାକୁ ଆସିଲା Bigg Boss-16 ର ନୂଆ ପ୍ରମୋ, ଏଥର କିଛି ନୂଆ ଢ଼ଙ୍ଗରେ ହେବ ଖେଳ

ନୂଆ ରୂପ ନୂଆ ଢ଼ଙ୍ଗରେ ଆସିବ ବିଗବସର ନୂଆ ସିଜନ। ଏଥର ବିଗବସରେ ଘଟିବ କିଛି ଅଲଗା, ଏଥର ନିଜେ ଖେଳିବ ବିଗବସ୍‌। ବିଗ୍ ବସ୍କୁ ନେଇ…

2 years ago

ପନ୍‌ଭେଲ ଫାର୍ମହାଉସ୍‌ ପାଖରେ ହିଁ କରାଯାଇ ଥାଆନ୍ତା ସଲମାନ ଖାନଙ୍କୁ ହତ୍ୟା! ହୋଶ୍‌ ଉଡ଼ାଇ ଦେବ ବିଶ୍ନୋଇ ଗ୍ୟାଙ୍ଗ୍‌ର Plan B…ଜାଣନ୍ତୁ

ବଲିଉଡ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ଲଗାତାର ବିପଦ ରହି ଆସିଛି। ଥରେ ପ୍ଲାନ୍‌ ଫେଲ୍‌ ହେବା ପରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଅଭିନେତାଙ୍କୁ ହତ୍ୟା…

2 years ago

ଗ୍ୟାଙ୍ଗଷ୍ଟାର୍ସଙ୍କ ଟାର୍ଗେଟ୍‌ରେ ସଲମାନ ଖାନ! ମୁସେଓ୍ଵାଲା ହତ୍ୟା ମାମଲାରେ ଗିରଫ ଶୁଟର କଲେ ବଡ଼ ଖୁଲାସା…

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ତାଙ୍କ ସମସ୍ୟା କେବେ ବି କମିବାର ନାଁ ଧରେ ନାହିଁ। ବର୍ତ୍ତମାନ ପଞ୍ଜାବୀ ଗାୟକ…

2 years ago

ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ର ଦମ୍‌ଦାର ଟିଜର ରିଲିଜ୍‌; ସଲମାନଙ୍କ ସ୍ୱାଗ୍‌ ଦେଖି ଫ୍ୟାନମାନେ ଫିଦା…

ବଲିଉଡ୍‌ ଅଭିନେତା ସଲମାନ ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହି ଥାଆନ୍ତି। ନିକଟରେ ସେ ନିଜର ଆଗାମୀ ଫିଲ୍ମ ‘କିସି କା ଭାଇ…

2 years ago

ଚିରଞ୍ଜୀବୀ ଏବଂ ସଲମାନଙ୍କ ଫିଲ୍ମ ‘ଗଡଫାଦର’ ଟିଜର ରିଲିଜ, ଦେଖିବାକୁ ମିଳିଲା ମେଗାଷ୍ଟାରଙ୍କ ଜବରଦସ୍ତ ଆକ୍ସନ

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ମେଗା ଷ୍ଟାର୍ ଚିରଞ୍ଜୀବୀ ଏବଂ ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ଅପକମିଂ ଫିଲ୍ମ‘ଗଡ ଫାଦର’ର ଟିଜର ରିଲିଜ ହୋଇଛି। ଚିରଞ୍ଜୀବୀଙ୍କ ଜନ୍ମଦିନରେ ଏହାର…

2 years ago