Browsing Tag

salman khan

ସାମ୍ନାକୁ ଆସିଲା Bigg Boss-16 ର ନୂଆ ପ୍ରମୋ, ଏଥର କିଛି ନୂଆ ଢ଼ଙ୍ଗରେ ହେବ ଖେଳ

ନୂଆ ରୂପ ନୂଆ ଢ଼ଙ୍ଗରେ ଆସିବ ବିଗବସର ନୂଆ ସିଜନ। ଏଥର ବିଗବସରେ ଘଟିବ କିଛି ଅଲଗା, ଏଥର ନିଜେ ଖେଳିବ ବିଗବସ୍‌। ବିଗ୍ ବସ୍କୁ ନେଇ ଆଉ କିଛି ଦିନ ବାକି ଅଛି। ନିକଟରେ ଏହାର ପ୍ରମୋ ରିଲିଜ୍ ହୋଇଥିଲା। ପ୍ରଶଂସକମାନେ ଏହାକୁ ଦେଖି ବହୁତ ଏକ୍ସଟାଇଡ୍‌ ଅଛନ୍ତି। ବହୁତ ଜଲଦି ସଲମାନ୍ ସମସ୍ତ…

ପନ୍‌ଭେଲ ଫାର୍ମହାଉସ୍‌ ପାଖରେ ହିଁ କରାଯାଇ ଥାଆନ୍ତା ସଲମାନ ଖାନଙ୍କୁ ହତ୍ୟା! ହୋଶ୍‌ ଉଡ଼ାଇ ଦେବ ବିଶ୍ନୋଇ ଗ୍ୟାଙ୍ଗ୍‌ର…

ବଲିଉଡ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ଲଗାତାର ବିପଦ ରହି ଆସିଛି। ଥରେ ପ୍ଲାନ୍‌ ଫେଲ୍‌ ହେବା ପରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଆଉ ଏକ ପ୍ଲାନ୍‌ ପ୍ରସ୍ତୁତ କରିଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା ଖୁଲାସା କରିଛି ପଞ୍ଜାବ ପୋଲିସ। ପୋଲିସ…

ଗ୍ୟାଙ୍ଗଷ୍ଟାର୍ସଙ୍କ ଟାର୍ଗେଟ୍‌ରେ ସଲମାନ ଖାନ! ମୁସେଓ୍ଵାଲା ହତ୍ୟା ମାମଲାରେ ଗିରଫ ଶୁଟର କଲେ ବଡ଼ ଖୁଲାସା…

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ତାଙ୍କ ସମସ୍ୟା କେବେ ବି କମିବାର ନାଁ ଧରେ ନାହିଁ। ବର୍ତ୍ତମାନ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ଵାଲାଙ୍କ ମୃତ୍ୟୁ ପରଠାରୁ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ବଢ଼ି ଯାଇଛି। ସଲମାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ…

ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ର ଦମ୍‌ଦାର ଟିଜର ରିଲିଜ୍‌; ସଲମାନଙ୍କ ସ୍ୱାଗ୍‌ ଦେଖି ଫ୍ୟାନମାନେ ଫିଦା…

ବଲିଉଡ୍‌ ଅଭିନେତା ସଲମାନ ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହି ଥାଆନ୍ତି। ନିକଟରେ ସେ ନିଜର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ର ପ୍ରଥମ ଲୁକ୍‌ ସେୟାର କରିଥିଲେ। ଫଟୋରେ ଅଭିନେତାଙ୍କ ଲୁକ୍‌ ବହୁତ ଭିନ୍ନ ନଜର ଆସିଥିଲା। ଏବେ ସଲମାନଙ୍କ ଏହି ଫିଲ୍ମର ଟିଜର…

ଚିରଞ୍ଜୀବୀ ଏବଂ ସଲମାନଙ୍କ ଫିଲ୍ମ ‘ଗଡଫାଦର’ ଟିଜର ରିଲିଜ, ଦେଖିବାକୁ ମିଳିଲା ମେଗାଷ୍ଟାରଙ୍କ ଜବରଦସ୍ତ ଆକ୍ସନ

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ମେଗା ଷ୍ଟାର୍ ଚିରଞ୍ଜୀବୀ ଏବଂ ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ଅପକମିଂ ଫିଲ୍ମ‘ଗଡ ଫାଦର’ର ଟିଜର ରିଲିଜ ହୋଇଛି। ଚିରଞ୍ଜୀବୀଙ୍କ ଜନ୍ମଦିନରେ ଏହାର ଟିଜର ରିଲିଜ କରାଯାଇଛି। ଏହା ଏକ ପଲିଟିକାଲ ଥ୍ରୀଲର ଫିଲ୍ମ। ଦୀର୍ଘ ଦିନ ଧରି ଏହି ଚଳଚ୍ଚିକୁ ନେଇ ନା ନା ଗୁଜବ…

ଆସୁଛି ‘ବିଗ୍‌ ବସ୍‌ ୧୬’; ପ୍ରତିବର୍ଷ ଶୋ’କୁ ହୋଷ୍ଟ୍‍ କରିବା ପାଇଁ ସଲମାନ ଖାନ ନିଅନ୍ତି ଦୁଇ ଗୁଣା ଅର୍ଥରାଶି!

ଟିଭିର ମୋଷ୍ଟ୍‍ ପପୁଲାର ଶୋ’ ‘ବିଗ୍‌ ବସ୍‌’ ନିଜ ବିବାଦ କାରଣରୁ ଢେର୍‌ ଟିଆର୍‌ପି ସାଉଁଟୁଛି। ଏବେ ପୁଣିଥରେ ଏହି ଶୋ’ ଆରମ୍ଭ ହେବାକୁ ଯାଉଛି। ବିଗ୍‌ ବସ୍‌ର ନୂଆ ସିଜନ ‘ବିଗ୍‌ ବସ୍‌ ୧୬’ ଖୁବ୍‌ଶୀଘ୍ର ଆପଣଙ୍କ ଟିଭି ପରଦାରେ ନଜର ଆସିବ। ଏହି ସିଜନରେ ପ୍ରତିଯୋଗୀମାନଙ୍କ ତାଲିକା ଜାଣିବା…

ବଲିଉଡ୍‌ ସେଲିବ୍ରିଟି ମଧ୍ୟ ପାଳୁଛନ୍ତି ସ୍ୱାଧୀନତା ଦିବସ, ନିଆରା ଅନ୍ଦାଜରେ ଅଭିନନ୍ଦନ ଜଣାଇଲେ ଶାହାରୁଖ-ସଲମାନ୍‌

ଆଜି ୭୬ ତମ ସ୍ୱାଧୀନତା ଦିବସ ପାଳୁଛି ସାରା ଦେଶ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ତ୍ରିରଙ୍ଗାରେ ସଜେଇ ହୋଇଛି। ଦେଶର କୋଣ ଅନୁକୋଣରେ ନୁହେଁ, ବରଂ ଆଜି ସବୁ ଘରେ ତ୍ରିରଙ୍ଗା ଉଡ଼ୁଛି। ସ୍ୱାଧୀନତାର ଏହି ଉତ୍ସବ ବଲିଉଡ୍‌ରେ ବି ଦେଖିବାକୁ ମିଳିଛି। ବଲିଉଡ୍‌ର ବାଦଶାହ…

ନୌସେନା ସୈନିକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ସଲମାନ, ସେମାନଙ୍କ ସାଥିରେ କଲେ ଏକ୍ସରସାଇଜ

ସ୍ୱାଧୀନତା ଦିବସ ପାଖେଇ ଆସୁଛି । ଚଳିତ ବର୍ଷ ଭାରତ ନିଜ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରିବାକୁ ଯାଉଛି । ଆଉ ଏଭିତରେ ବଲିଉଡର ଭାଇଜାନ ଭାବେ ଜଣା ସଲମାନ ଖାନ ଭାରତୀୟ ନୌସେନା କର୍ମଚାରୀଙ୍କ ମଧ୍ୟରେ ଯାଇ ପହଂଚିଛନ୍ତି । ଯାହାର ଫଟୋ ଏବେ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଭାଇରଏଲ…

‘କଭି ଇଦ୍‌ କଭି ଦିଓ୍ଵାଲି’ରୁ ବାହାରି ନାହାନ୍ତି ଶେହନାଜ୍‌ ଗିଲ୍‌, ଇନ୍‌ଷ୍ଟାଗ୍ରାମ୍‌ ଯୋଗେ ନିଜେ ଦେଲେ ସୂଚନା

ଏବେ କିଛି ନା କିଛି କାରଣ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି ପଞ୍ଜାବର କ୍ୟାଟ୍ରିନା କୈଫ୍‌ ଶେହନାଜ ଗିଲ୍‌। ନିଜ ଫଟୋ ସେୟାର କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଶେହନାଜ୍‌। ଏହା ବ୍ୟତୀତ ଗତ କିଛି ଦିନ ହେଲାଣି ସେ ନିଜ ଡେବ୍ୟୁକୁ ନେଇ ମଧ୍ୟ ଲାଇମ୍‌ଲାଇଟ୍‌ରେ ରହିଥିଲେ। ଶେହନାଜ୍‌ ଗିଲ…

କଭି ଇଦ୍ କଭି ଦିୱାଲିରୁ ବିଦା ହେଲେ ଶେହନାଜ୍‌ ଗିଲ୍‌, ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ୍‌ ଖାନ୍‌ଙ୍କୁ କଲେ ଅନ୍‌ଫଲୋ

ସଲମାନ୍‌ଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲିରୁ ବିଦା ହେଲେ ପଞ୍ଜାବର କ୍ୟାଟ୍ରିନା କୈଫ୍‌ ଶେହନାଜ ଗିଲ୍‌। ଫ୍ୟାନ୍‌ମାନେ ତାଙ୍କ ବଲିଉଡ୍‌ ଡେବ୍ୟୁକୁ ଅପେକ୍ଷା କରିଥିବା ବେଳେ ଏବେ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଆସୁଛି ଯେ ଶେହନାଜ ଗିଲ୍‌ ଫିଲ୍ମ କଭି ଇଦ୍ କଭି ଦିୱାଲିରୁ ବାହାରି…

କନେଷ୍ଟେବଳଙ୍କ ଉପରେ ଗାଡି ଚଢାଇ ଗିରଫ ହେଲେ ସଲମାନଙ୍କ ଓକିଲ

ଗିରଫ ହେଲେ ବଲିଉଡର ଦବଙ୍ଗ ଖାନ୍‌ ତଥା ସଲମାନ ଖାନ୍‌ଙ୍କ ଓକିଲ । କୃଷ୍ଣସାର ମୃଗ ଶିକାର ମାମଲାରେ ବିଷ୍ଣୋଇ ସମାଜ ପକ୍ଷରୁ ସଲମାନଙ୍କ କେସ୍‌ ଲଢ଼ୁଥିବା ଓକିଲ ଗିରଫ ହୋଇଛନ୍ତି । ଜଣେ କନଷ୍ଟେବଳଙ୍କୁ ଗାଡି ଚଢ଼ାଇ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ରାଜସ୍ଥାନ ପୁଲିସ ତାଙ୍କୁ ଗିରଫ କରିଛି।…

ସଲମାନ ଖାନ କିଣିଲେ ବୁଲେଟ୍‌ପ୍ରୁଫ୍‌ ଗାଡ଼ି! ଗ୍ୟାଙ୍ଗ୍‌ଷ୍ଟାର ଧମକ ପରେ ନିଜ ସୁରକ୍ଷା ଉପରେ ଖର୍ଚ୍ଚ କଲେ ଏତେ କୋଟି…

ବଲିଉଡ୍‌ର ‘ଦବଙ୍ଗ’ ସଲମାନ ଖାନ ଏବେ ଚର୍ଚ୍ଚାରେ ଅଛନ୍ତି। ଫ୍ୟାନମାନଙ୍କୁ ତାଙ୍କ ଚିନ୍ତା ଘାରିଛି। କିଛି ଦିନ ତଳେ ଅଭିନେତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯାହା ପରଠାରୁ ସଲମାନଙ୍କ ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି। ସଲମାନ ମଧ୍ୟ ନିଜ ସୁରକ୍ଷାକୁ ନେଇ ଏବେ ଗମ୍ଭୀର ରହିଛନ୍ତି।…