Below header
Browsing Tag

salman khan

କଭି ଇଦ୍ କଭି ଦିୱାଲିରୁ ବିଦା ହେଲେ ଶେହନାଜ୍‌ ଗିଲ୍‌, ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ୍‌ ଖାନ୍‌ଙ୍କୁ କଲେ ଅନ୍‌ଫଲୋ

ସଲମାନ୍‌ଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲିରୁ ବିଦା ହେଲେ ପଞ୍ଜାବର କ୍ୟାଟ୍ରିନା କୈଫ୍‌ ଶେହନାଜ ଗିଲ୍‌। ଫ୍ୟାନ୍‌ମାନେ ତାଙ୍କ ବଲିଉଡ୍‌ ଡେବ୍ୟୁକୁ ଅପେକ୍ଷା କରିଥିବା ବେଳେ ଏବେ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଆସୁଛି ଯେ ଶେହନାଜ ଗିଲ୍‌ ଫିଲ୍ମ କଭି ଇଦ୍ କଭି ଦିୱାଲିରୁ ବାହାରି…

କନେଷ୍ଟେବଳଙ୍କ ଉପରେ ଗାଡି ଚଢାଇ ଗିରଫ ହେଲେ ସଲମାନଙ୍କ ଓକିଲ

ଗିରଫ ହେଲେ ବଲିଉଡର ଦବଙ୍ଗ ଖାନ୍‌ ତଥା ସଲମାନ ଖାନ୍‌ଙ୍କ ଓକିଲ । କୃଷ୍ଣସାର ମୃଗ ଶିକାର ମାମଲାରେ ବିଷ୍ଣୋଇ ସମାଜ ପକ୍ଷରୁ ସଲମାନଙ୍କ କେସ୍‌ ଲଢ଼ୁଥିବା ଓକିଲ ଗିରଫ ହୋଇଛନ୍ତି । ଜଣେ କନଷ୍ଟେବଳଙ୍କୁ ଗାଡି ଚଢ଼ାଇ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ରାଜସ୍ଥାନ ପୁଲିସ ତାଙ୍କୁ ଗିରଫ କରିଛି।…

ସଲମାନ ଖାନ କିଣିଲେ ବୁଲେଟ୍‌ପ୍ରୁଫ୍‌ ଗାଡ଼ି! ଗ୍ୟାଙ୍ଗ୍‌ଷ୍ଟାର ଧମକ ପରେ ନିଜ ସୁରକ୍ଷା ଉପରେ ଖର୍ଚ୍ଚ କଲେ ଏତେ କୋଟି…

ବଲିଉଡ୍‌ର ‘ଦବଙ୍ଗ’ ସଲମାନ ଖାନ ଏବେ ଚର୍ଚ୍ଚାରେ ଅଛନ୍ତି। ଫ୍ୟାନମାନଙ୍କୁ ତାଙ୍କ ଚିନ୍ତା ଘାରିଛି। କିଛି ଦିନ ତଳେ ଅଭିନେତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯାହା ପରଠାରୁ ସଲମାନଙ୍କ ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି। ସଲମାନ ମଧ୍ୟ ନିଜ ସୁରକ୍ଷାକୁ ନେଇ ଏବେ ଗମ୍ଭୀର ରହିଛନ୍ତି।…

ମୃତ୍ୟୁ ଧମକ ପରେ ଆତ୍ମରକ୍ଷା ନିମନ୍ତେ ସଲମାନ ଖାନ୍‌ଙ୍କୁ ଆର୍ମ ଲାଇସେନ୍ସ ପ୍ରଦାନ କଲା ମୁମ୍ବାଇ ପୋଲିସ

ବଲିଉଡ୍ ଅଭିନେତା ସଲମାନ ଖାନ୍‌ଙ୍କୁ ମିଳିଲା ଆର୍ମ ଲାଇସେନ୍ସ। ମୁମ୍ବାଇ ପୋଲିସ ସଲମାନ ଖାନଙ୍କୁ ଅସ୍ତ୍ର ଲାଇସେନ୍ସ ପ୍ରଦାନ କରିଛି। ଆତ୍ମରକ୍ଷା ପାଇଁ ଅଭିନେତାଙ୍କୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଛି। କହିରଖୁଛୁ, ମେ ୨୯ ରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି…

ସଲମାନଙ୍କ ପାଇଁ ନିଜ ନାମ ବଦଳାଇ ଦେଇଥିଲେ ଏହି ଅଭିନେତ୍ରୀ, ଜନ୍ମ ଦିନରେ ଜାଣନ୍ତୁ ତାଙ୍କ ପର୍ସନାଲ ଲାଇଫ୍‌ ବିଷୟରେ..

କିଆରା ଆଡଭାନୀ ୩୧ ଜୁଲାଇ ଅର୍ଥାତ ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। କିଆରା ଆଡଭାନୀ କେବଳ କିଲର ସ୍ମାଇଲ୍‌ ପାଇଁ ନୁହେଁ ବରଂ ତାଙ୍କର ସୁନ୍ଦର ଅଭିନୟ ଚୁଲବୁଲି କଥା ପାଇଁ ବେଶ ଜଣାଶୁଣା। ସୋସିଆଲ ମିଡିଆରେ ଏହି ଅଭିନେତ୍ରୀଙ୍କ ବହୁତ ପ୍ରଶଂସକ ଅଛନ୍ତି। କିଆରାର ପ୍ରକୃତ ନାମ…

ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଲେ ସଲମାନ୍‌ ଖାନ୍‌, ସପ୍ତାହେ ତଳେ ମିଳିଥିଲା ହତ୍ୟା ଧମକ

ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଛନ୍ତି ବଲିଉଡ୍‌ ଅଭିନେତା ସଲମାନ ଖାନ୍‌। ଶୁକ୍ରବାର ଦିନ ସଲମାନ୍‌ ଖାନ୍‌ ମୁମ୍ବାଇର ପୋଲିସ କମିଶନର ବିବେକ ଫଣସାଲକରଙ୍କୁ ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି। ରିପୋର୍ଟ ମୁତାବକ, ସଲମାନ ଅସ୍ତ୍ରର…

ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁମ୍ବାଇ ପୋଲିସ କମିସିନରଙ୍କ ସହ ଭେଟିଲେ ସଲମାନ ଖାନ

ବଲିଉଡ ଅଭିନେତା ସଲମାନ ଖାନଙ୍କୁ କିଛି ଦିନ ହେବ ଜୀବନରୁ ମାରିଦେବା ନେଇ ଧମକ ଚମକ ଆସିଥିବା ଦେଖାଦେଇଛି । ଏନେଇ ସର୍ବ ପ୍ରଥମେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା । ଏହାକୁ ନେଇ ଆଜି ସଲମାନ ମୁମ୍ବାଇ ପୋଲିସ କମିଶଇନର ବିବେକ ଫନସାଲକରଙ୍କ ସହିତ ତାଙ୍କ ଅଫିସରେ ଭେଟିଛନ୍ତି…

ବିଗବସ -୧୬ରେ ହୋଷ୍ଟ କରିବା ପାଇଁ ତିନି ଗୁଣା ଫିସ ଦାବି କରୁଛନ୍ତି ସଲମାନ ଖାନ

ବଲିଉଡର ଦବଂଗ ବୟ ସଲ୍ମାନ ଖାଁଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ଆପଣ ଯେତେ ଖୁସି ହେବେ ସେତିକି ଆଶ୍ଚର୍ଯ୍ୟ ବି ହେବେ ।ସଲ୍ମାନ ବିଗବସର ୧୨ଟି ସିଜିନ୍ ହୋଷ୍ଟ କରିସାରିଛନ୍ତି । ଯାହା ଶୁଣାଯାଉଛି ସେ ଆଗକୁ ବିବି ୧୬ ହୋଷ୍ଟ କରିବାକୁ ଯାଉଛନ୍ତି । କିନ୍ତୁ ଜଣାଇଛନ୍ତିକି…

ସଲ୍‌ମାନ ଖାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା ଲରେନ୍‌ସ ବିଷ୍ଣୋଇ, ସ୍ୱୀକାର କଲା ଦୋଷ

ବଲିଉଡ ଦବଙ୍ଗ ସଲ୍‌ମାନ ଖାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା ଲରେନ୍‌ସ ବିଷ୍ଣୋଇ। ତାଙ୍କୁ ଏକ ଶିକ୍ଷା ଦେବାକୁ ସେ ଏହି ଯୋଜନା କରିଥିଲା। ସଲମାନ ଖାନଙ୍କୁ ହତ୍ୟା କରିବାକୁ ଯୋଜନା ନେଇ ସ୍ୱୀକାର କରିଛି ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇ। ଗ୍ୟାଙ୍ଗଷ୍ଟର ସମ୍ବଦ ନେହ୍‌ରାଙ୍କୁ ସେ…

ଦର୍ଶକଙ୍କ ପାଇଁ ଖୁସି ଖବର: ପୁଣି ଏକାଠି ନଜର ଆସିବେ କରନ ଅର୍ଜୁନ, ଆକ୍ସନ୍ ଫିଲ୍ମରେ ଉଭୟଙ୍କୁ ଦେଖିବାକୁ ମିଳିବ

ବହୁ ଦିନର ଅପେକ୍ଷା ଅନ୍ତ ହେବାକୁ ଯାଉଛି। ଅନେକ ଦିନରୁ ବଲିଉଡର ଦବଙ୍ଗ ଖାନ୍ ସଲମାନ ଖାନ୍ ଏବଂ ରୋମାନ୍ସ କିଙ୍ଗ୍ ଶାହାରୁଖଙ୍କୁ ଦର୍ଶକେ ଏକାଠି ବଡ ପରଦାରେ ଦେଖିବାକୁ ଚାହୁଁଛନ୍ତି । ଶୀଘ୍ର ତାଙ୍କର ଇଚ୍ଛା ପୂରଣ ହୋଇପାରେ। ରିପୋର୍ଟ ଅନୁଯାୟୀ ଉଭୟ ତାରକାଙ୍କ ଯୋଡି ଖୁବ୍ ଶୀଘ୍ର ଏକାଠି ନଜର…

ସାଉଥ୍‌ଷ୍ଟାର ରାମଚରଣଙ୍କ ଘରେ ରାତ୍ରି ଭୋଜନ ପାଇଁ ପହଞ୍ଚିଲେ ସଲମାନ୍‌ ଖାନ୍‌, ସାଙ୍ଗରେ ଥିଲେ ପୂଜା ହେଗ୍‌ଡେ ଓ…

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ନିଜ ଅପ୍‌କମିଂ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ଵାଲୀ’ ପାଇଁ ଏବେ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ସୁଟିଂ ପାଇଁ ସଲମାନ୍‌ ଓ ତାଙ୍କ ପୂରା ଟିମ୍‌ ହାଇଦ୍ରାବାଦରେ ସମୟ କାଟୁଛନ୍ତି। ଏହି ସମୟ ଭିତରେ ସଲମାନ୍‌ ସାଉଥ୍‌ଷ୍ଟାର ରାମ ଚରଣଙ୍କ ଘରକୁ ଯାଇଛନ୍ତି।…

ସଲମାନଙ୍କ ସହିତ ରୋମାନ୍ସ କରିବେ ସାମନ୍ଥା ! ‘ନୋ ଏଣ୍ଟ୍ରି’ ସିକ୍ୱେଲ ପାଇଁ ମେକର୍ସ କଲେ ଆପ୍ରୋଚ

ସଲମାନ ଖାନଙ୍କ ଫ୍ୟାନ୍ସ ତାଙ୍କ ଅପକମିଂ ଫିଲ୍ମକୁ ପ୍ରତୀକ୍ଷା କରି ରହିଛନ୍ତି। ଏବେ ସଲମାନ ନୂଆ ଫିଲ୍ମ ‘କଭି ଇନ୍‌ କମି ଦିଓ୍ଵାଲୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହାମଧ୍ୟରେ ସୁପରହିଟ୍‌ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲକୁ ବେଶ୍‌ ଚର୍ଚ୍ଚା ରହିଛି। କିଛିଦିନ ପୂର୍ବରୁ ଫିଲ୍ମ ‘ନୋ…