school student

ଛାତ୍ରୀଙ୍କୁ ଧରି ଫେରାର ମାରିଥିଲେ ଶିକ୍ଷକ, ଗାଁ ଲୋକଙ୍କ ଦ୍ୱାରା କାବୁ ହୋଇ ଖୁଣ୍ଟିରେ ବନ୍ଧା ହେଲେ

ଗଞ୍ଜାମ (କେନ୍ୟୁଜ): ଛାତ୍ରଛାତୀ ଓ ଶିକ୍ଷକଙ୍କ ସମ୍ପର୍କ ବହୁ ଉଚ୍ଚରେ । ଶିକ୍ଷକଙ୍କୁ ଭଗବାନଙ୍କ ଭଳି ସମ୍ମାନ କରାଯାଏ କାରଣ ସେମାନେ ପିଲାମାନଙ୍କ ଭବିଷ୍ୟତ ଗଢ଼ନ୍ତି । କିନ୍ତୁ…

6 months ago

ଅପହରଣକାରୀଙ୍କୁ ନେଇ ସୃଷ୍ଟି ହୋଇଛି କୋକୁଆ ଭୟ, ସ୍କୁଲ ଯିବାକୁ ଭୟ କରୁଛନ୍ତି ଛାତ୍ରଛାତ୍ରୀ

ଯାଜପୁର (କେନ୍ୟୁଜ): ଅପହରଣକାରୀଙ୍କ ଟାର୍ଗେଟରେ ବର୍ତ୍ତମାନ ସ୍କୁଲ ଛାତ୍ରଛାତ୍ରୀ । ସ୍କୁଲ ଯିବାକୁ ଭୟ କରୁଛନ୍ତି ପିଲା । ସ୍କୁଲରୁ ଫେରିବା ବାଟରେ ଛାତ୍ରଛାତ୍ରୀଙ୍କୁ ଅପହରଣ କରିବା…

6 months ago

ଶ୍ରେଣୀ ଗୃହ ନଥିବାରୁ ବାରଣ୍ଡାରେ ପାଠ ପଢ଼ୁଛନ୍ତି କୁନି କୁନି ଛାତ୍ରଛାତ୍ରୀ, ସମସ୍ୟା ସମାଧାନକୁ ଅପେକ୍ଷା

କୁନି କୁନି ପିଲା ହେଉଛନ୍ତି ଆମ ଆଗାମୀ ଭବିଷ୍ୟତ । ଯଦି ତାଙ୍କ ପାଠ ପଢ଼ାରେ ସମସ୍ୟା ହୁଏ ତେବେ ଆମ ଭବିଷ୍ୟତ ଯେ କଣ ହେବ…

7 months ago

କେରଳରେ ଖୋଲିଲା ଭାରତର ପ୍ରଥମ AI ସ୍କୁଲ, ଜାଣନ୍ତୁ ଅନ୍ୟ ସ୍କୁଲ ଠାରୁ କିପରି ଭିନ୍ନ

ଭାରତକୁ ନିଜର ପ୍ରଥମ AI ସ୍କୁଲ ମିଳିଛି । କେରଳର ଥିରୁଅନନ୍ତପୁରମ ଠାରେ ଏହି ସ୍କୁଲ ଆରମ୍ଭ ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ…

10 months ago

୧୨୦୦ ଫୁଟ ଉଚ୍ଚରେ କେବୁଲ କାରରେ ଫସିଥିବା ୮ ଜଣ ସୁରକ୍ଷିତ ଭାବେ ଉଦ୍ଧାର

ପାକିସ୍ତାନ ଖେବର ପଖତୁନଖଓ୍ଵାରେ କେବୁଲ କାରରେ ଫସିଥିବା ୬ ଜଣ ପିଲାଙ୍କ ସମେତ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେନା ହେଲିକପ୍ଟର ଏବଂ…

10 months ago

୧୨୦୦ ଫୁଟ ଉଚ୍ଚରେ ଝୁଲିଛି ୬ ସ୍କୁଲ ପିଲାଙ୍କ ଜୀବନ, ଉଦ୍ଧାର କାର୍ଯ୍ୟରେ ଲାଗିଛି ସେନା

ପାକିସ୍ତାନର ଖେବର ପଖତୁନଖଓ୍ଵାରେ କେବୁଲ କାରରେ ୬ଜଣ ସ୍କୁଲ ପିଲାଙ୍କ ସମେତ ୮ଜଣ ଫସି ରହିଛନ୍ତି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ପକ୍ଷରୁ ହେଲିକପ୍ଟର ନିୟୋଜିତ…

10 months ago

ନାଳରେ ପଡି ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ସ୍କୁଲ ସମ୍ମୁଖରେ ଧାରଣା

ନୂଆପଡା(କେନ୍ୟୁଜ୍):  ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବୁଢ଼ାପରା ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଅଘଟଣ। ବିଦ୍ୟାଳୟ ନିକଟସ୍ଥ ନାଳପାଣିରେ ବୁଡି ଜଣେ ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ…

10 months ago

ପ୍ରାର୍ଥନା ସଭାରେ ଜାତୀୟ ସଂଗୀତ ଗାନ କରୁଥିବା ବେଳେ ଟଳିପଡିଲେ ଛାତ୍ରୀ, ହାର୍ଟଆଟାକରେ ମୃତ୍ୟୁ ହୋଇଥିବା ସୂଚନା

ସ୍କୁଲରେ ପ୍ରାର୍ଥନା କରୁଥିବା ସମୟରେ ଛାତ୍ରୀଙ୍କୁ ହାର୍ଟଆଟାକ ଆସିବାରୁ ମୃତ୍ୟୁ ହୋଇଛି । ପ୍ରାର୍ଥନା ସଭାରେ ହାର୍ଟଆଟାକ ଯୋଗୁଁ ସେ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ…

11 months ago

ମଥାରେ ଟିକିଲି ଲଗାଇ ସ୍କୁଲ ଯିବାରୁ ଶିକ୍ଷୟିତ୍ରୀ ମାରିଲେ ଚାପୁଡା, ଫାଶୀ ଲଗାଇଦେଲେ ଛାତ୍ରୀ

ମଥାରେ ଟିକିଲି ଲଗାଇବାରୁ ସମସ୍ତଙ୍କ ସାମ୍ନାରେ ଅସମ୍ମାନ କରିବାରୁ ଛାତ୍ରୀ କଲେ ଆତ୍ମହତ୍ୟା। ପ୍ରାର୍ଥନା ସଭାରେ ମାଡ ମରାଯିବା ସହିତ ଲଜ୍ଜିତ ଅନୁଭବ କଲେ । ଏଥିରେ…

12 months ago

ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଅଘଟଣ: ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍‌

ବଲାଙ୍ଗିର(କେନ୍ୟୁଜ୍): ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍‌ । ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଅଘଟଣ । ବଲାଙ୍ଗିର ଜିଲ୍ଲା ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା…

2 years ago

ମୁଖ୍ୟମନ୍ତ୍ରୀଙ୍କୁ ସ୍କୁଲ ଛାତ୍ରୀଙ୍କ ଚିଠି: କହିଲେ, ମୁଁ ପାଠ ପଢିବି କିନ୍ତୁ ଖର୍ଚ୍ଚ ତୁଲାଇବାକୁ ସମ୍ବଳ ନାହିଁ

କେନ୍ଦୁଝର (କେନ୍ୟୁଜ): ମୁଁ ପାଠ ପଢିବି। କିନ୍ତୁ ପଢାଖର୍ଚ୍ଚ ତୁଲାଇବାକୁ ପାଖରେ ସମ୍ବଳ ନାହିଁ। ନିଜ ପଢା ଖର୍ଚ୍ଚ ତୁଲାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ସ୍କୁଲ ଛାତ୍ରୀଙ୍କ ଚିଠି। ଶିକ୍ଷୟିତ୍ରୀ…

2 years ago

ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ନିମ୍ନମାନର ଖାଦ୍ୟ: ଭାତ ସହିତ ଲୁଣ ଖାଇଲେ ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ ପରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ନୂଆଦିଲ୍ଲୀ : ମଧ୍ୟାହ୍ନ ଭୋଜନ ପ୍ରକଳ୍ପ ଆରମ୍ଭ ହେବା ପରଠାରୁ ଏହା ବାବଦରେ ଅନେକ ଅଭିଯୋଗ ରହିଛି । ଏହି ଅଭିଯୋଗ ଗୁଡିକ ଦେଶ ବିଭିନ୍ନ ସ୍ଥାନରୁ…

2 years ago