snake bite

ମାମୁଁ ଘର ବୁଲି ଆସି ଥିଲେ ଖୁସିରେ, ସାପ କାମୁଡ଼ାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ବାରିପଦା (କେ ନ୍ୟୁଜ୍‌) : ମାମୁଁ ଘରକୁ ବୁଲି ଆସିଥିଲେ ଦୁଇ ଭଉଣୀ । ହେଲେ ଜାଣି ନଥିଲେ ଇଏ ହେବ ସେମାନଙ୍କର ଶେଷ ବୁଲିବା ।…

4 years ago

ସାପ କାମୁଡ଼ିଲେ କ’ଣ କରିବେ, ଏହି ମୋବାଇଲ୍‌ ଆପ୍‌ ଦେବ ଇନ୍‌ଷ୍ଟାଣ୍ଟ ସଲ୍ୟୁସନ୍‌

ସାପ କାମୁଡ଼ିବା ଯୋଗୁ ପ୍ରତିବର୍ଷ ଶତାଧିକ ଲୋକଙ୍କ ଜୀବନ ଯାଉଛି। କେଉଁଠି ଚିିକିତ୍ସାର ଅଭାବ ତ ଆଉ କେଉଁଠି ଅସାବଧାନତା ଯୋଗୁ ରୋଗୀର ମୃତ୍ୟୁ ଘଟୁଛି। ତେବେ…

5 years ago

ଦୁଇ ଦିନରେ ୨ ଥର ଦଂଶିଲା ବିଷଧର ସାପ, ମୃତ୍ୟୁକୁ ମାତ୍‌ ଦେଲେ ମହିଳା!

ଗୋରଖପୁରର ଜଣେ ମହିଳାଙ୍କ ସହ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଜାଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେନି। ମହିଳାଙ୍କୁ ଦୁଇ ଦିନରେ ଦୁଇଥର ଏକ…

5 years ago

ଯାଜପୁର: ସର୍ପାଘାତରେ ଦୃଷ୍ଟିହୀନ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ପରିବାରରେ ଶୋକର ଛାୟା

ଯାଜପୁର ଟାଉନ: ସର୍ପାଘାତରେ ଦୃଷ୍ଟିହୀନ ଗର୍ଭବତୀ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ହେଲେ ଯାଜପୁର ମଙ୍ଗଳପୁର ଥାନା ଚନ୍ଦକୁଡ଼ା ଗାଁ ର ଭାଗିରଥି ଦାସଙ୍କ ଝିଅ…

5 years ago

ଯାଜପୁର : ସର୍ପାଘାତରେ ବାଳକ ମୃତ

ଯାଜପୁର ଟାଉନ (କେନ୍ୟୁଜ ଓଡ଼ିଶା) : ସର୍ପାଘାତରେ ଜଣେ ବାଳକ ମୃତ୍ୟୁ । ମୃତକ ହେଲେ ଭଦ୍ରକ ଭଣ୍ଡାରିପୋଖରି ଥାନା ସରପଦା ଗାଁର ମଦନମୋହନ ଜେନାଙ୍କ ପୁଅ…

5 years ago

ନଦୀରେ ବୁଡୁ ବୁଡୁ ଅଳ୍ପକେ ବର୍ତ୍ତିଲେ ସାଂସଦ ରାମକୃପାଲ ଯାଦବ, ନିଜ ସଂସଦୀୟ କ୍ଷେତ୍ର ପରିଦର୍ଶନ ବେଳେ ଓଲଟିଲା ଡଙ୍ଗା

ବିହାର(କେନ୍ୟୁଜ୍): ନଦୀରେ ବୁଡୁ ବୁଡି ଅଳ୍ପକେ ବର୍ତ୍ତିଲେ ସାଂସଦ ରାମକୃପାଲ ଯାଦବ । ବିହାରରେ ବନ୍ୟା ଯୋଗୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ରାମକୃପାଲ…

5 years ago

କନ୍ଧମାଳ: ଶୋଇଥିବା ଅବସ୍ଥାରେ ପୁଣି ଦଂଶିଲା ସାପ, ମାଆ-ପୁଅ ମୃତ

କନ୍ଧମାଳ(କେନ୍ୟୁଜ୍): ପୁଣି ଦଂଶିଲା ସାପ। ସାପ କାମୁଡାରେ ମାଆ ଓ ପୁଅଙ୍କ ଜୀବନ ଯାଇଛି। କନ୍ଧମାଳ କ. ନୂଆଗାଁ ଥାନା ଉପାରଗାଓଁରେ ଏହି ଅଘଟଣ ଘଟିଛି। ଗତକାଲି…

5 years ago

ଅନୁଗୁଳ ବେନ୍ତପୁର ଗାଁରେ ଅଭାବନୀୟ ଘଟଣା, ବିଷାକ୍ତ ସାପ କାମୁଡାରେ ଗଲା ଦୁଇ ଭଉଣୀଙ୍କ ଜୀବନ

ଅନୁଗୁଳ: ଦଂସିଲା ସାପ। ବିଷାକ୍ତ ସାପ କାମୁଡାରେ ଗଲା ଦୁଇ ଭଉଣୀଙ୍କ ଜୀବନ। ଅନୁଗୁଳ ବେନ୍ତପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଦୁଇ…

5 years ago

ମୋବାଇଲରେ ଗପି ଗପି ସାପ ଉପରେ ବସିଗଲେ ମହିଳା, ଜାଣନ୍ତୁ ପରେ ହେଲା କଣ

ଗୋରଖପୁର: ମୋବାଇଲରେ ଗପିବା ହେଲା କାଳ। ସ୍ୱାମୀଙ୍କ ସହ ଫୋନରେ ଗପି ଗପି ଜଣେ ମହିଳା କେତେବେଳେ ଯେ ସାପ ଉପରେ ବସିପଡିଲେ ତାହା ଜାଣିପାରିନଥିଲେ। ଖଟ…

5 years ago

ମଣିଷକୁ କାମୁଡିବା ପରେ ମରିଗଲା ବିଷଧର ସାପ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବିହାରର ସୁପୋଲରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା କିନ୍ତୁ ଆଶ୍ଚର୍ଯ୍ୟକର କଥା ଏହା…

5 years ago

ପାଠ ପଢା ବେଳେ କାମୁଡିଲା ସାପ, ଦ୍ବିତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ

ବାଲେଶ୍ବର : ସ୍କୁଲରେ ପାଠ ପଢା ଚାଲିଥିବା ବେଳେ କାମୁଡିଲା ସାପ । ଦ୍ବିତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ । ଘଟଣାଟି ଘଟିଛି ବାଲେଶ୍ବର ରାଜନଗର ୟୁଜିଏମ୍ଇ…

5 years ago

ସାପ ଦେଖିବା ଶୁଭ ନା ଅଶୁଭ, ଆସନ୍ତୁ ଜାଣିବା ?

ସାପ, ନା ଶୁଣିଲା ମାତ୍ରେ ଭୟ ଲାଗିଥାଏ । ଏପରିକି ଯେଉଁଠାରେ ସାପ ଦେଖାଯାଇଥାଏ ସେଠାରେ ନାହିଁ ନଥିବା ଭିଡ଼ ଜମିଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି,…

5 years ago