Below header
Browsing Tag

snake bite

ଦୁଇ ଦିନରେ ୨ ଥର ଦଂଶିଲା ବିଷଧର ସାପ, ମୃତ୍ୟୁକୁ ମାତ୍‌ ଦେଲେ ମହିଳା!

ଗୋରଖପୁରର ଜଣେ ମହିଳାଙ୍କ ସହ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଜାଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେନି। ମହିଳାଙ୍କୁ ଦୁଇ ଦିନରେ ଦୁଇଥର ଏକ ବିଷଧର ସାପ ଦଂଶନ କରିଥିଲା। କିନ୍ତୁ ଦୁଇଥର ଯାକ ମହିଳା ଜଣକ ମୃତ୍ୟୁକୁ ମାତ୍‌ ଦେଇ ବଞ୍ଚିଯାଇଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…

ଯାଜପୁର: ସର୍ପାଘାତରେ ଦୃଷ୍ଟିହୀନ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ପରିବାରରେ ଶୋକର ଛାୟା

ଯାଜପୁର ଟାଉନ: ସର୍ପାଘାତରେ ଦୃଷ୍ଟିହୀନ ଗର୍ଭବତୀ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ହେଲେ ଯାଜପୁର ମଙ୍ଗଳପୁର ଥାନା ଚନ୍ଦକୁଡ଼ା ଗାଁ ର ଭାଗିରଥି ଦାସଙ୍କ ଝିଅ ମାନସୀ ଦାସ । ଗତକାଲି ବିଳମ୍ବିତ ରାତିରେ ମାନସୀ ଘରେ ଶୋଇଥିବା ବେଳେ ସାପ କାମୁଡି ଥିଲା । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ…

ଯାଜପୁର : ସର୍ପାଘାତରେ ବାଳକ ମୃତ

ଯାଜପୁର ଟାଉନ (କେନ୍ୟୁଜ ଓଡ଼ିଶା) : ସର୍ପାଘାତରେ ଜଣେ ବାଳକ ମୃତ୍ୟୁ । ମୃତକ ହେଲେ ଭଦ୍ରକ ଭଣ୍ଡାରିପୋଖରି ଥାନା ସରପଦା ଗାଁର ମଦନମୋହନ ଜେନାଙ୍କ ପୁଅ ପିତାମ୍ବର । ସେ ଗତକାଲି ରାତିରେ ଘରେ ଶୋଇଥିବା ବେଳେ କୌଣସି ବିଷଧର ସାପ ତାଙ୍କ ହାତକୁ କାମୁଡି ଦେଇଥିଲା । ତାଙ୍କୁ ତୁରନ୍ତ ଯାଜପୁର…

ନଦୀରେ ବୁଡୁ ବୁଡୁ ଅଳ୍ପକେ ବର୍ତ୍ତିଲେ ସାଂସଦ ରାମକୃପାଲ ଯାଦବ, ନିଜ ସଂସଦୀୟ କ୍ଷେତ୍ର ପରିଦର୍ଶନ ବେଳେ ଓଲଟିଲା ଡଙ୍ଗା

ବିହାର(କେନ୍ୟୁଜ୍): ନଦୀରେ ବୁଡୁ ବୁଡି ଅଳ୍ପକେ ବର୍ତ୍ତିଲେ ସାଂସଦ ରାମକୃପାଲ ଯାଦବ । ବିହାରରେ ବନ୍ୟା ଯୋଗୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ରାମକୃପାଲ ନିଜ ସଂସଦୀୟ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଡଙ୍ଗାରେ ସାଂସଦ ଯାଉଥିବା ବେଳେ ହଠାତ୍‌ ଧନରୁଆର ରମଣୀ ବିଗହା କ୍ଷେତ୍ରରେ…

କନ୍ଧମାଳ: ଶୋଇଥିବା ଅବସ୍ଥାରେ ପୁଣି ଦଂଶିଲା ସାପ, ମାଆ-ପୁଅ ମୃତ

କନ୍ଧମାଳ(କେନ୍ୟୁଜ୍): ପୁଣି ଦଂଶିଲା ସାପ। ସାପ କାମୁଡାରେ ମାଆ ଓ ପୁଅଙ୍କ ଜୀବନ ଯାଇଛି। କନ୍ଧମାଳ କ. ନୂଆଗାଁ ଥାନା ଉପାରଗାଓଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ମାଆ ଓ ପୁଅ ଶୋଇଥିବାବେଳେ ଏକ ବିଷାକ୍ତ ସାପ ସେମାନଙ୍କୁ କାମୁଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା।…

ଅନୁଗୁଳ ବେନ୍ତପୁର ଗାଁରେ ଅଭାବନୀୟ ଘଟଣା, ବିଷାକ୍ତ ସାପ କାମୁଡାରେ ଗଲା ଦୁଇ ଭଉଣୀଙ୍କ ଜୀବନ

ଅନୁଗୁଳ: ଦଂସିଲା ସାପ। ବିଷାକ୍ତ ସାପ କାମୁଡାରେ ଗଲା ଦୁଇ ଭଉଣୀଙ୍କ ଜୀବନ। ଅନୁଗୁଳ ବେନ୍ତପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଦୁଇ ଜଣ ବେନ୍ତପୁର ଗାଁର ସୁମନ୍ତ ସାହୁଙ୍କ ୧୧ବର୍ଷିୟା ଝିଅ ରୋଜାଲିନ୍‌ ସାହୁ ଓ ୧୩ବର୍ଷର ଝିଅ ସୁଜାତା ସାହୁ। ଗତକାଲି ରାତିରେ ଦୁଇ ଭଉଣୀ ଘର ଭିତରେ…

ମୋବାଇଲରେ ଗପି ଗପି ସାପ ଉପରେ ବସିଗଲେ ମହିଳା, ଜାଣନ୍ତୁ ପରେ ହେଲା କଣ

ଗୋରଖପୁର: ମୋବାଇଲରେ ଗପିବା ହେଲା କାଳ। ସ୍ୱାମୀଙ୍କ ସହ ଫୋନରେ ଗପି ଗପି ଜଣେ ମହିଳା କେତେବେଳେ ଯେ ସାପ ଉପରେ ବସିପଡିଲେ ତାହା ଜାଣିପାରିନଥିଲେ। ଖଟ ଉପରେ ଦୁଇଟି ସାପ ଥିବା ବେଳେ ରାତିରେ ମହିଳା ଜଣକ ଦେଖିନପାରି ଫୋନରେ କଥା ହେଉ ହେଉ ବସି ପଡିଥିଲେ। ଫଳରେ ସାପ ତାଙ୍କୁ କାମୁଡି ଦେଇଥିଲେ।…

ମଣିଷକୁ କାମୁଡିବା ପରେ ମରିଗଲା ବିଷଧର ସାପ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବିହାରର ସୁପୋଲରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା କିନ୍ତୁ ଆଶ୍ଚର୍ଯ୍ୟକର କଥା ଏହା ଯେ ବ୍ୟକ୍ତିଙ୍କୁ କାମୁଡିବା ପରେ ସାପଟି ନିଜେ ମରିଯାଇଥିଲା । ଗାଁରେ ଏହିକଥା ପ୍ରଚାର ହେବା ପରେ ସମସ୍ତେ ସାପଟିକୁ ଦେଖିବା ପାଇଁ…

ପାଠ ପଢା ବେଳେ କାମୁଡିଲା ସାପ, ଦ୍ବିତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ

ବାଲେଶ୍ବର : ସ୍କୁଲରେ ପାଠ ପଢା ଚାଲିଥିବା ବେଳେ କାମୁଡିଲା ସାପ । ଦ୍ବିତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ । ଘଟଣାଟି ଘଟିଛି ବାଲେଶ୍ବର ରାଜନଗର ୟୁଜିଏମ୍ଇ ସ୍କୁଲରେ । ତେବେ ଘଟଣାକୁ ନେଇ ରଣକ୍ଷେତ୍ର ପାଲଟିଥିଲା ସ୍କୁଲ ପରିସର । ସୂଚନାମୂତାବକ, ସ୍ଥାନୀୟ ଦୀପୁ ନାୟକଙ୍କ ପୁଅ ଅକ୍ଷୟ ଦ୍ବିତୀୟ…

ସାପ ଦେଖିବା ଶୁଭ ନା ଅଶୁଭ, ଆସନ୍ତୁ ଜାଣିବା ?

ସାପ, ନା ଶୁଣିଲା ମାତ୍ରେ ଭୟ ଲାଗିଥାଏ । ଏପରିକି ଯେଉଁଠାରେ ସାପ ଦେଖାଯାଇଥାଏ ସେଠାରେ ନାହିଁ ନଥିବା ଭିଡ଼ ଜମିଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଘରୁ ବାହାରୁଥିବା ସମୟରେ ସାପର ଦେଖିବା ଶୁଭ ହୋଇଥାଏ। ଆଜି ଆମେ କେଉଁ ସମୟରେ ସାପର ଦର୍ଶନ ଶୁଭ କି ଅଶୁଭ ତାହା ବିଷୟରେ କହିବାକୁ ଯାଉଛୁ।…

ମାତ୍ର ୫ ମିନିଟରେ ସାପ ବିଷକୁ କାଟିବ ଏହି ଚମତ୍କାରୀ ଗଛ, ବ୍ୟବହାର କରିବା ଅତ୍ୟନ୍ତ ସହଜ

ବର୍ଷା ଋତୁରେ ଅଧିକାଂଶ ସମୟରେ ଘର ଭିତରେ ସାପ ବାହାରିଥାଏ। ଏମିତିରେ ଜଣାଅଜଣାରେ ସାପ ଯଦି ଆପଣଙ୍କୁ କାମୁଡିଦିଏ ତେବେ ତୁରନ୍ତ ଏହି ଗଛର ସାହାଯ୍ୟ ନିଅନ୍ତୁ। ଆୟୁର୍ବେଦ ଅନୁସାରେ ସାପ କାମୁଡିବାର କିଛି ସମୟ ଭିତରେ ଯଦି ଏହି ଗଛକୁ ବ୍ୟବହାର କରନ୍ତି ତେବେ ୫ ମିନିଟ ଭିତରେ ବ୍ୟକ୍ତିଙ୍କୁ…

ଭଦ୍ରକ : ସାପ କାମୁଡାରେ ଗଲା ଜୀବନ

ଭଦ୍ରକ (କେନ୍ୟୁଜ୍) : ସାପ କାମୁଡାରେ ଗଲା ଜୀବନ। ଭଦ୍ରକ ଧାମନଗରରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହୋଇଛି। ମୃତ ସରପଞ୍ଚଙ୍କ ନାଁ ଜୟଦେବ ସାହୁ । ସେ ଧାମନଗର ବ୍ଳକ ଖପରପଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ସାପ କାମୁଡିବାରୁ ଭଦ୍ରକ ଚିକିତ୍ସାଳୟରେ…