sports news

ବଜରଙ୍ଗ ପୁନିଆଙ୍କୁ ଝଟ୍‌କା, NADA ପୁଣିଥରେ କଲା ନିଲମ୍ବିତ; ନୋଟିସ୍‌ ମଧ୍ୟ ଜାରି

ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (NADA) ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରିଛି । ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି…

3 days ago

ଟି୨୦ ବିଶ୍ୱକପ : ଖୁବଶୀଘ୍ର ଭାରତୀୟ ଟିମ୍‌ ଘୋଷଣା, ଫୋକସରେ ଶିବମ ଦୁବେ ଏବଂ ଚହଲ

ଆଉ କିଛିଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ ୨୦୨୪ । ଟି-୨୦ ପାଇଁ ଘୋଷଣା ହେବାକୁ ଥିବା ଟିମରେ କାହାକୁ ସ୍ଥାନ ମିଳିବ, ଏହା ଉପରେ…

2 months ago

ଜାତୀୟ କ୍ରୀଡ଼ା ପୁରସ୍କାର: ଦୁଇ ବ୍ୟାଡ୍‌ମିଣ୍ଟନ ଖେଳାଳି ପାଇବେ ଖେଳରତ୍ନ, ମହମ୍ମଦ ଶାମିଙ୍କ ସମେତ ୨୬ ଜଣଙ୍କୁ ଅର୍ଜୁନ ପୁରସ୍କାର

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ‘ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩’ ଘୋଷଣା କରିଛି। ଏହା ଅନୁସାରେ, ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦୁଇ…

6 months ago

ଆଫ୍‌ଗାନିସ୍ତାନର ଷ୍ଟାର୍‌ ଖେଳାଳି ନବୀନ ଉଲ୍‌ ହକ୍‌ଙ୍କୁ ବଡ଼ ଝଟ୍‌କା, ୨୦ ମାସ ପାଇଁ ବ୍ୟାନ୍‌ କଲା ଅନ୍ତର୍ଜାତୀୟ ଲିଗ୍ ଟି-୨୦

ଚୁକ୍ତି ଉଲ୍ଲଂଘନ ମାମଲାରେ ନବୀନ ଉଲ୍‌ ହକ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ଆଫଗାନିସ୍ତାନର ଷ୍ଟାର୍‌ ପେସର୍ ଉଲ୍‌ ହକ୍‌ଙ୍କ ଉପରେ ଅନ୍ତର୍ଜାତୀୟ ଲିଗ୍ ଟି-୨୦ (ILT20) ୨୦…

6 months ago

ଏସୀୟ କ୍ରୀଡ଼ା: ଭାରତକୁ ମିଳିଲା ୨୧ତମ ସ୍ୱର୍ଣ୍ଣ, ପୁରୁଷ ତୀରନ୍ଦାଜୀ ଟିମ୍‌ ଦକ୍ଷିଣ କୋରିଆକୁ ହରାଇଲା

ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ଆଥ୍‌ଲେଟ୍‌ମାନେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଟିମ୍‌ ଇଣ୍ଡିଆ ଏ ପର୍ଯ୍ୟନ୍ତ ୮୧ଟି ପଦକ ଜିତିସାରିଛି। ଏବେ ପୁଣି ଭାରତ ଆଉ…

9 months ago

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ୨୦୨୩: ଆସନ୍ତାକାଲି ଭାରତ-ପାକିସ୍ତାନ ମୁହାଁମୁହିଁ; ଜାଣନ୍ତୁ କେତେବେଳେ ଓ କେଉଁଠି ଦେଖି ହେବ ମ୍ୟାଚ୍‌

ଭାରତରେ ଏବେ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ୨୦୨୩ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ୯ ତାରିଖ ବୁଧବାର ଏକ ହାଇ ଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏଥିରେ ଭାରତ ଓ…

11 months ago

IND vs IRE: ଆର୍ୟଲ୍ୟାଣ୍ଡ ବିପକ୍ଷ ସିରିଜରେ ଟିମ ଇଣ୍ଡିଆର କ୍ୟାପଟେନ ହେବେ ସୂର୍ଯ୍ୟକୁମାର ଯାଦବ

ଟିମ ଇଣ୍ଡିଆ ଆସନ୍ତା ମାସରେ ତିନୋଟି ଟି -୨୦ ସିରିଜ ଖେଳିବା ପାଇଁ ଆର୍ୟଲ୍ୟାଣ୍ଡ ଯିବ । ଏହି ସିରିଜରେ ଅନେକ ସିନିଅର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ…

11 months ago

କାନାଡ଼ା ଓପନ ଫାଇନାଲରେ ପହଞ୍ଚିଲେ ଲକ୍ଷ ସେନ, ସେମିଫାଇନାଲରେ ହାରିଲେ ପିଭି ସିନ୍ଧୁ

କମନୱେଲଥ୍ ଗେମ୍ସର ଚମ୍ପିଆନ ଲକ୍ଷ ସେନ କାନାଡ଼ା ଓପନ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି । ଅନ୍ୟପଟେ ପିଭି ସିନ୍ଧୁ ସେମିଫାଇନାଲରେ ହାରି ଯାଇଥିବା…

12 months ago

ସାଙ୍ଗର ସ୍ତ୍ରୀ ସହିତ ଏହି ଷ୍ଟାର୍‌ ଖେଳାଳି ରଖିଲେ ସମ୍ବନ୍ଧ; ଭିଡିଓ ଲିକ୍‌ ହେବାରୁ ଘରୁ ବାହାର କରିଦେଲେ ପତ୍ନୀ!

ଜଣେ ଷ୍ଟାର ଖେଳାଳିଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ତାଙ୍କ ପତ୍ନୀ ତାଙ୍କୁ ଧକ୍କା ମାରି ଘରୁ ବାହାର କରିଦେଇଛନ୍ତି। ଜୋଏ ୱେଷ୍ଟମ୍ୟାନ୍ ବ୍ରିଟେନର ଜଣେ…

1 year ago

ଭାଲେଣ୍ଟାଇନ୍ସ ଡେ’ରେ ‘ସ୍ତ୍ରୀ’କୁ କିସ୍‌ କଲେ ପୃଥ୍ଵୀ ଶ’! ଏବେ ବୟାନ ଜାରି କରି କହିଲେ ଏମିତି କଥା

ଟିମ୍ ଇଣ୍ଡିଆ କ୍ରିକେଟର ପୃଥ୍ଵୀ ଶ’ ମଙ୍ଗଳବାର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ବୟାନ ଜାରି କରିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ କ୍ରମାଗତ ଭାବରେ ଭାଇରାଲ ହେଉଥିଲା,…

1 year ago

ମାଧବନଙ୍କ ପୁଅ ବେଦାନ୍ତଙ୍କ କମାଲ! ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଜିତିଲେ ୫ଟି ସ୍ୱର୍ଣ୍ଣ ସମେତ ୭ ପଦକ

ମଧ୍ୟ ପ୍ରଦେଶରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଅଭିନେତା ଆର୍‌ ମାଧବନଙ୍କ ପୁଅ ବେଦାନ୍ତ ମାଧବନ୍ କମାଲ କରି ଦେଖାଇଛନ୍ତି। ସନ୍ତରଣ ପ୍ରତିଯୋଗିତାରେ ବେଦାନ୍ତ ମୋଟ…

1 year ago

ପିଟି ଉଷା ଏକାଡେମୀରେ ଚାଲିଛି ଅବୈଧ ନିର୍ମାଣ ଏବଂ ଗୁଣ୍ଡାଗର୍ଦ୍ଦି, ସାଂସଦ ହେବା ପରେ କରାଯାଉଛି ହଇରାଣ

ପ୍ରଖ୍ୟାତ ଆଥଲେଟ ତଥା ଭାରତୀୟ ଅଲିମ୍ପିକ ଆସୋସିଏସନର ଅଧ୍ୟକ୍ଷ ପିଟି ଉଷା ଆଣିଛନ୍ତି ସାଂଘାତିକ ଅଭିଯୋଗ । କେରଳର କୋଝିକୋଡି ଜିଲ୍ଲାର ବାଲୁସେରୀରେ ଥିବା ତାଙ୍କ ଆଥଲେଟ…

1 year ago