taarak mehta ka ooltah chashmah

ନିର୍ବନ୍ଧ କରିଲେ କି ‘ତାରକ ମେହେତା କା ଉଲ୍‌ଟା ଚଷମା’ର ବବିତାଜୀ ଓ ଟପ୍ପୁ? ନୀରବତା ଭାଙ୍ଗିଲେ ମୁନମୁନ

ଟିଭି ଦୁନିଆର ମୋଷ୍ଟ ପପୁଲାର ସୋ ‘ତାରକ ମେହେତା କା ଉଲ୍‌ଟା ଚଷମା’ ଲୋକଙ୍କ ପ୍ରିୟ ସୋ ମଧ୍ୟରୁ ଅନ୍ୟତମ । ଏହା ଏକ ଏପରି ସୋ…

3 months ago

ବିବାଦରେ ଫସିଲେ ‘ତାରକ୍‌ ମେହେତା’ ପ୍ରଯୋଜକ, ଅଭିନେତ୍ରୀ ଆଣିଲେ ଏଭଳି ସଙ୍ଗୀନ ଅଭିଯୋଗ

‘ତାରକ ମେହେତା କା ଉଲ୍‌ଟା ଚଷମା’ର ପ୍ରଯୋଜକ ଅସିତ୍‌ ମୋଦି ବିବାଦରେ ଫସିଛନ୍ତି। ସିରିଏଲ ଅଭିନେତ୍ରୀ ଜେନିଫର ମିଷ୍ଟ୍ରି ଏବେ ଅସିତ ମୋଦିଙ୍କ ବିରୋଧରେ ପୋଲିସରେ ଅଭିଯୋଗ…

1 year ago

‘ତାରକ ମେହତା…’କୁ ପୁଣି ବଡ଼ ଝଟ୍‌କା; ୧୪ ବର୍ଷ ପରେ ଶୋ’ ଛାଡ଼ିଲେ ନିର୍ଦ୍ଦେଶକ ମାଲଭ ରାଜଦା!

ଟିଭି ଉପରେ ରାଜ୍‌ କରୁଥିବା ଶୋ’ ‘ତାରକ ମେହତା କା ଉଲ୍‌ଟା ଚଷମା’ ଉପରେ ସତେ ଯେପରି କାହାର ନଜର ଲାଗି ଯାଇଛି। ଏଥିପାଇଁ ତ ଜଣଙ୍କ…

1 year ago

‘ତାରକ ମେହତା କା ଉଲଟା ଚଷମା’ରୁ ବିଦାୟ ନେଲେ ଟପ୍ପୁ; କହିଲେ, ‘ଏଥିରୁ ବହୁତ କିଛି ଶିଖିବାକୁ ମିଳିଲା, ସମସ୍ତଙ୍କୁ ଧନ୍ୟବାଦ…’

'ତାରକ ମେହତା କା ଉଲଟା ଚଷମା' ଏମିତି ଏକ ଶୋ’, ଯାହା ବିଗତ ୧୪ ବର୍ଷ ଧରି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରି ଆସୁଛି। ଶୋ’ର ପ୍ରତ୍ୟେକ…

2 years ago

ଦ୍ୱିତୀୟ ଥର ପାଇଁ ମା’ ହେଲେ ଦୟାବେନ୍‌ ଓରଫ୍‌ ଦିଶା ବକାନୀ, ଶୋ’କୁ ଫେରୁଥିବା ନେଇ ହେଉଥିଲା ଚର୍ଚ୍ଚା

ପୁଣିଥରେ ମା’ ହୋଇଛନ୍ତି ତାରକ ମେହେତା କା ଉଲ୍‌ଟା ଚଷମାର ଚର୍ଚ୍ଚିତ ଅଭିନେତ୍ରୀ ଦୟା ବେନ୍‌ ଓରଫ୍‌ ଦିଶା ବକାନୀ। ଦିଶା ନିଜ ଦ୍ୱିତୀୟ ସନ୍ତାନ ଜନ୍ମ…

2 years ago

‘ତାରକ ମେହେତା କା ଉଲ୍‌ଟା ଚଷମା’ ଛାଡ଼ିଲେ ବବିତାଜୀ ଓରଫ୍‌ ମୁନ୍‌ମୁନ୍‌ ଦତ୍ତା! ଏହି ରିଆଲିଟି ଶୋ’ରେ ଆସିବେ ନଜର

ଦୀର୍ଘ ବର୍ଷ ହେଲାଣି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ଶୋ’ ‘ତାରକ ମେହେତା କା ଉଲ୍‌ଟା ଚଷମା’କୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ…

2 years ago

ପୁଣିଥରେ ତାରକ ମେହେତା କା ଉଲ୍‌ଟା ଚଷମାକୁ ଫେରୁଛନ୍ତି ଦୟାବେନ୍‌, ସ୍ପଷ୍ଟ କଲେ ନିର୍ମାତା

ତାରକ ମେହେତା କା ଉଲ୍‌ଟା ଚଷମାର ଦର୍ଶକଙ୍କ ପାଇଁ ଖୁସି ଖବର। ଫେରୁଛନ୍ତି ଶୋ’ର ସବୁଠୁ ଲୋକପ୍ରିୟ କଳାକାର ଦୟା। ଏ ନେଇ ଶୋ’ ନିର୍ମାତାଙ୍କ ପକ୍ଷରୁ…

2 years ago

‘ତାରକ ମେହେତା କା ଉଲ୍‌ଟା ଚଷମା’ ଫ୍ୟାନ୍‌ଙ୍କୁ ବଡ଼ ଝଟ୍‌କା: ୧୪ ବର୍ଷ ପରେ ଶୋ’କୁ ଅଲ୍‌ବିଦା କହୁଛନ୍ତି ତାରକ ମେହେତା

ଟିଭି ଜଗତରେ ଯଦି କୌଣସି କମେଡି ଶୋ’ ଦୀର୍ଘ ଦିନ ହେଲାଣି ଲୋକପ୍ରିୟ ଅଛି, ତେବେ ତାହା ହେଉଛି ତାରକ ମେହେତା କା ଉଲ୍‌ଟା ଚଷମା। ଏହି…

2 years ago

‘ତାରକ ମେହେତା କା…’ର ଆନିମେଟେଡ୍‌ ଭର୍ସନ୍‌ ରିଲିଜ୍‌, ପୁଣି ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି ଟପ୍ପୁ ସେନା

ଛୋଟ ପରଦାର ସବୁଠୁ ଚର୍ଚ୍ଚିତ ଶୋ’ ତାରକ ମେହେତାକୁ ଉଲ୍‌ଟା ଚଷମା ଏବେ ନୂଆ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସୁଛି। ଟିଭିର ଏହି ଲୋକପ୍ରିୟ ଶୋ’ ଏବେ…

2 years ago

ଇମୋସନାଲ ହେଲେ ତାରକ ମେହେତାର ଜେଠାଲାଲ୍ ‘ଦିଲ୍ଲୀପ ଯୋଶୀ’, ଝିଅ ବିଦା ପରେ ସେୟାର କଲେ ଫଟୋ

ଟିଭି ଜଗତର ଫେମସ ଶୋ ତାରକ ମେହେତା କା ଉଲଟା ଚଷମାର ଜେଠାଲାଲ ଅର୍ଥାତ୍ ଦିଲ୍ଲୀପ ଯୋଶୀ ଶ୍ୱଶୁର ହୋଇଛନ୍ତି। ଦିଲ୍ଲୀପ ନିକଟରେ ନିଜ ଅଲିଅଳୀ ଝିଅ…

3 years ago

ଜେଠାଲାଲ୍‌ଙ୍କ ଝିଅ ବାହାଘର, ହୋଟେଲ୍‌ ତାଜ୍‌ରେ ପାର୍ଟି ଦେବେ ଦିଲ୍ଲୀପ ଯୋଶୀ; ଆସିବେନି ଦୟା

ତାରକ ମେହେତା କା ଉଲ୍‌ଟା ଚଷମାର ଜେଠାଲାଲ୍‌ ଖୁବ୍‌ଶୀଘ୍ର ଶ୍ୱଶୁର ହେବାକୁ ଯାଉଛନ୍ତି। ସିରିୟଲର ଜେଠାଲାଲ ଭୂମିକାରେ ଅଭିନୟ କରୁଥିବା ଦିଲ୍ଲୀପ ଯୋଶୀ ନିଜ ଝିଅ ନିୟତି…

3 years ago

‘ତାରକ ମେହେତା କା ଉଲ୍‌ଟା ଚଷମା’ରେ ଏବେ ଏହି ଅଭିନେତା ହେବେ ନଟ୍ଟୁ କାକା!

‘ତାରକ ମେହେତା କା ଉଲ୍‌ଟା ଚଷମା’ ଗତ ୧୩ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି। ୨୦୦୮ରେ ଆରମ୍ଭ ହୋଇଥିବା ଏହି ଶୋ’ ଦର୍ଶକଙ୍କ ମଧ୍ୟରେ…

3 years ago