Browsing Tag

taarak mehta ka ooltah chashmah

ନିର୍ବନ୍ଧ କରିଲେ କି ‘ତାରକ ମେହେତା କା ଉଲ୍‌ଟା ଚଷମା’ର ବବିତାଜୀ ଓ ଟପ୍ପୁ? ନୀରବତା ଭାଙ୍ଗିଲେ ମୁନମୁନ

ଟିଭି ଦୁନିଆର ମୋଷ୍ଟ ପପୁଲାର ସୋ ‘ତାରକ ମେହେତା କା ଉଲ୍‌ଟା ଚଷମା’ ଲୋକଙ୍କ ପ୍ରିୟ ସୋ ମଧ୍ୟରୁ ଅନ୍ୟତମ । ଏହା ଏକ ଏପରି ସୋ ଯାହାକୁ ଦେଖିବା ପରେ ଲୋକମାନେ ବହୁତ ଖୁସି ହେବା ସହ ହସି ମଧ୍ୟ ଥାନ୍ତି । ଏହା ବ୍ୟତୀତ ସୋ ର ଆକ୍ଟର ସାରା ଦେଶରେ ଲୋକଙ୍କୁ ହସାଇଥାନ୍ତି । ତେବେ ସୋ ର ପ୍ରତ୍ୟେକ…

ବିବାଦରେ ଫସିଲେ ‘ତାରକ୍‌ ମେହେତା’ ପ୍ରଯୋଜକ, ଅଭିନେତ୍ରୀ ଆଣିଲେ ଏଭଳି ସଙ୍ଗୀନ ଅଭିଯୋଗ

‘ତାରକ ମେହେତା କା ଉଲ୍‌ଟା ଚଷମା’ର ପ୍ରଯୋଜକ ଅସିତ୍‌ ମୋଦି ବିବାଦରେ ଫସିଛନ୍ତି। ସିରିଏଲ ଅଭିନେତ୍ରୀ ଜେନିଫର ମିଷ୍ଟ୍ରି ଏବେ ଅସିତ ମୋଦିଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି। ଜେନିଫର ଅସିତ ଏବଂ ତାଙ୍କ ଟିମ୍‌ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଲଗାଇଛନ୍ତି। ଅଭିନେତ୍ରୀ…

‘ତାରକ ମେହତା…’କୁ ପୁଣି ବଡ଼ ଝଟ୍‌କା; ୧୪ ବର୍ଷ ପରେ ଶୋ’ ଛାଡ଼ିଲେ ନିର୍ଦ୍ଦେଶକ ମାଲଭ ରାଜଦା!

ଟିଭି ଉପରେ ରାଜ୍‌ କରୁଥିବା ଶୋ’ ‘ତାରକ ମେହତା କା ଉଲ୍‌ଟା ଚଷମା’ ଉପରେ ସତେ ଯେପରି କାହାର ନଜର ଲାଗି ଯାଇଛି। ଏଥିପାଇଁ ତ ଜଣଙ୍କ ପରେ ଜଣେ କଳାକାର ଶୋ’କୁ ଅଲ୍‌ବିଦା କହୁଛନ୍ତି। ଦିଶା ଭକାନୀ ଓ ଶୈଳେଶ ଲୌଢ଼ାଙ୍କ ଭଳି କଳାକାରଙ୍କ ପରେ ଏବେ ତାରକ ମେହତାର ନିର୍ଦ୍ଦେଶକ ମାଲଭ ରାଜଦା ମଧ୍ୟ ଶୋ’…

‘ତାରକ ମେହତା କା ଉଲଟା ଚଷମା’ରୁ ବିଦାୟ ନେଲେ ଟପ୍ପୁ; କହିଲେ, ‘ଏଥିରୁ ବହୁତ କିଛି ଶିଖିବାକୁ ମିଳିଲା,…

'ତାରକ ମେହତା କା ଉଲଟା ଚଷମା' ଏମିତି ଏକ ଶୋ’, ଯାହା ବିଗତ ୧୪ ବର୍ଷ ଧରି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରି ଆସୁଛି। ଶୋ’ର ପ୍ରତ୍ୟେକ ଚରିତ୍ରର ନିଜସ୍ୱ ଏକ ଫ୍ୟାନ୍‌ ଫଲୋଇଙ୍ଗ୍‌ ରହିଛନ୍ତି। କିନ୍ତୁ କିଛି ବର୍ଷ ହେବ ଅନେକ ଜଣାଶୁଣା କଳାକାର ଶୋ’ର ହାତ ଛାଡ଼ିଛନ୍ତି, ଆଉ ଏବେ ଏହି ତାଲିକାରେ…

ଦ୍ୱିତୀୟ ଥର ପାଇଁ ମା’ ହେଲେ ଦୟାବେନ୍‌ ଓରଫ୍‌ ଦିଶା ବକାନୀ, ଶୋ’କୁ ଫେରୁଥିବା ନେଇ ହେଉଥିଲା ଚର୍ଚ୍ଚା

ପୁଣିଥରେ ମା’ ହୋଇଛନ୍ତି ତାରକ ମେହେତା କା ଉଲ୍‌ଟା ଚଷମାର ଚର୍ଚ୍ଚିତ ଅଭିନେତ୍ରୀ ଦୟା ବେନ୍‌ ଓରଫ୍‌ ଦିଶା ବକାନୀ। ଦିଶା ନିଜ ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଏହି ଖୁସି ଖବର ତାଙ୍କ ଭାଇ ମୟୂର ବକାନୀ ଦେଇଛନ୍ତି। ମୟୂର କହିଛନ୍ତି- ସେ…

‘ତାରକ ମେହେତା କା ଉଲ୍‌ଟା ଚଷମା’ ଛାଡ଼ିଲେ ବବିତାଜୀ ଓରଫ୍‌ ମୁନ୍‌ମୁନ୍‌ ଦତ୍ତା! ଏହି ରିଆଲିଟି ଶୋ’ରେ ଆସିବେ ନଜର

ଦୀର୍ଘ ବର୍ଷ ହେଲାଣି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ଶୋ’ ‘ତାରକ ମେହେତା କା ଉଲ୍‌ଟା ଚଷମା’କୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ଏବେ ଶୁଣିବାକୁ ମିଳୁଛି ଯେ ବବିତାଜୀ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ମୁନ୍‌ମୁନ୍‌ ଦତ୍ତା ଶୋ’ ଛାଡ଼ିବାକୁ ମନ ବଳାଇଛନ୍ତି।…

ପୁଣିଥରେ ତାରକ ମେହେତା କା ଉଲ୍‌ଟା ଚଷମାକୁ ଫେରୁଛନ୍ତି ଦୟାବେନ୍‌, ସ୍ପଷ୍ଟ କଲେ ନିର୍ମାତା

ତାରକ ମେହେତା କା ଉଲ୍‌ଟା ଚଷମାର ଦର୍ଶକଙ୍କ ପାଇଁ ଖୁସି ଖବର। ଫେରୁଛନ୍ତି ଶୋ’ର ସବୁଠୁ ଲୋକପ୍ରିୟ କଳାକାର ଦୟା। ଏ ନେଇ ଶୋ’ ନିର୍ମାତାଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଟିଭି ଇଣ୍ଡଷ୍ଟ୍ରୀର ସବୁଠୁ ଲୋକପ୍ରିୟ ଶୋ’ ହେଉଛି ତାରକ ମେହେତା କା ଉଲ୍‌ଟା ଚଷମା। ପିଲାଠୁ ବୟସ୍କଙ୍କ…

‘ତାରକ ମେହେତା କା ଉଲ୍‌ଟା ଚଷମା’ ଫ୍ୟାନ୍‌ଙ୍କୁ ବଡ଼ ଝଟ୍‌କା: ୧୪ ବର୍ଷ ପରେ ଶୋ’କୁ ଅଲ୍‌ବିଦା କହୁଛନ୍ତି ତାରକ ମେହେତା

ଟିଭି ଜଗତରେ ଯଦି କୌଣସି କମେଡି ଶୋ’ ଦୀର୍ଘ ଦିନ ହେଲାଣି ଲୋକପ୍ରିୟ ଅଛି, ତେବେ ତାହା ହେଉଛି ତାରକ ମେହେତା କା ଉଲ୍‌ଟା ଚଷମା। ଏହି ଶୋ’ କୁ ସାରା ଦୁନିଆର ଲୋକ ପସନ୍ଦ କରିଥାନ୍ତି। କେବେ ଏତିକି ନୁହେଁ, ଶୋ’ର କଳାକାରଙ୍କୁ ମଧ୍ୟ ଲୋକମାନେ ଖୁବ୍‌ ଭଲ ପାଆନ୍ତି। କିନ୍ତୁ ଏବେ ଏହି ଶୋ’ର ଜଣେ…

‘ତାରକ ମେହେତା କା…’ର ଆନିମେଟେଡ୍‌ ଭର୍ସନ୍‌ ରିଲିଜ୍‌, ପୁଣି ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି ଟପ୍ପୁ ସେନା

ଛୋଟ ପରଦାର ସବୁଠୁ ଚର୍ଚ୍ଚିତ ଶୋ’ ତାରକ ମେହେତାକୁ ଉଲ୍‌ଟା ଚଷମା ଏବେ ନୂଆ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସୁଛି। ଟିଭିର ଏହି ଲୋକପ୍ରିୟ ଶୋ’ ଏବେ ଆନିମେଟେଡ୍‌ ହୋଇ ପରଦାକୁ ଆସିବ। ପୂର୍ବରୁ ଏହାର ଦୁଇଟି ସିଜନ୍‌ ପ୍ରସାରିତ ହେବା ପରେ ଏବେ ତୃତୀୟ ଆନିମେଟେଡ୍‌ ଶୋ’ ଆସୁଛି। ତାରକ ମେହେତାକା…

ଇମୋସନାଲ ହେଲେ ତାରକ ମେହେତାର ଜେଠାଲାଲ୍ ‘ଦିଲ୍ଲୀପ ଯୋଶୀ’, ଝିଅ ବିଦା ପରେ ସେୟାର କଲେ ଫଟୋ

ଟିଭି ଜଗତର ଫେମସ ଶୋ ତାରକ ମେହେତା କା ଉଲଟା ଚଷମାର ଜେଠାଲାଲ ଅର୍ଥାତ୍ ଦିଲ୍ଲୀପ ଯୋଶୀ ଶ୍ୱଶୁର ହୋଇଛନ୍ତି। ଦିଲ୍ଲୀପ ନିକଟରେ ନିଜ ଅଲିଅଳୀ ଝିଅ ନିୟତିଙ୍କ କନ୍ୟାଦାନ କରିଛନ୍ତି। ଟିଭି ପରଦାରେ ଅନ୍ୟମାନଙ୍କୁ ସବୁବେଳେ ହସାଇ ହସାଇ ବେଦମ୍ କରୁଥିବା ଦିଲ୍ଲୀପ ଝିଅ ବାହାଘରରେ କିନ୍ତୁ ଇମୋସନାଲ…

ଜେଠାଲାଲ୍‌ଙ୍କ ଝିଅ ବାହାଘର, ହୋଟେଲ୍‌ ତାଜ୍‌ରେ ପାର୍ଟି ଦେବେ ଦିଲ୍ଲୀପ ଯୋଶୀ; ଆସିବେନି ଦୟା

ତାରକ ମେହେତା କା ଉଲ୍‌ଟା ଚଷମାର ଜେଠାଲାଲ୍‌ ଖୁବ୍‌ଶୀଘ୍ର ଶ୍ୱଶୁର ହେବାକୁ ଯାଉଛନ୍ତି। ସିରିୟଲର ଜେଠାଲାଲ ଭୂମିକାରେ ଅଭିନୟ କରୁଥିବା ଦିଲ୍ଲୀପ ଯୋଶୀ ନିଜ ଝିଅ ନିୟତି ଯୋଶୀଙ୍କ ପାଇଁ ଜୀବନ ସାଥୀ ଖୋଜି ସାରିଲେଣି। ସେମାନେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବିବାହ…

‘ତାରକ ମେହେତା କା ଉଲ୍‌ଟା ଚଷମା’ରେ ଏବେ ଏହି ଅଭିନେତା ହେବେ ନଟ୍ଟୁ କାକା!

‘ତାରକ ମେହେତା କା ଉଲ୍‌ଟା ଚଷମା’ ଗତ ୧୩ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି। ୨୦୦୮ରେ ଆରମ୍ଭ ହୋଇଥିବା ଏହି ଶୋ’ ଦର୍ଶକଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛି। ଟିଆରପି ତାଲିକାରେ ଏହା ଟପ୍‌ ୫ ମଧ୍ୟରେ ସବୁବେଳେ ରହିଥାଏ। ତେବେ ନିକଟରେ ଶୋ’ରେ…