uttarakhand

ଉତ୍ତରାଖଣ୍ଡ: ପ୍ରେମିକାର ‘ବିଷାକ୍ତ’ ଷଡ଼ଯନ୍ତ୍ର, ସାପ ଚୋଟରେ ନେଲା ପ୍ରେମିକର ଜୀବନ

ଉତ୍ତରାଖଣ୍ଡର ହଲଦ୍ୱାନୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ବହୁଚର୍ଚ୍ଚିତ ବ୍ୟବସାୟୀ ଅଙ୍କିତ ଚୌହାନ ହତ୍ୟାକାଣ୍ଡ ମାମଲାରେ ପୋଲିସ ବଡ଼ ରହସ୍ୟ ଉନ୍ମୋଚନ କରିଛି। ଅଙ୍କିତଙ୍କ…

11 months ago

ନମାମି ଗଙ୍ଗେ ପ୍ରାଜେକ୍ଟ ସାଇଟରେ ଟ୍ରାନ୍ସଫରମର ବିସ୍ଫୋରଣ, ୧୫ ମୃତ

ଉତ୍ତରାଖଣ୍ଡ ଚମୋଲିରେ ଥିବା ଅଳକାନନ୍ଦା ନଦୀ କୂଳରେ ଟ୍ରାନ୍ସଫରମର ବିସ୍ଫୋରଣ । ଟ୍ରାନ୍ସଫରମର ଫାଟିବା ଯୋଗୁଁ କରେଣ୍ଟ ଲାଗି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।…

11 months ago

ଉତ୍ତରକାଶୀରେ ପ୍ରବଳ ବର୍ଷା: ଗଙ୍ଗୋତ୍ରୀ ରାଜପଥରେ ପାହାଡ଼ ଉପରୁ ଧସିଲା ପଥର, ଚାପିହୋଇ ୪ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ଗଙ୍ଗନାନୀ ନିକଟରେ ଗଙ୍ଗୋତ୍ରୀ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।…

12 months ago

ଭାରତର ରହସ୍ୟମୟ ହ୍ରଦ! ଯାହା ସମୟ ସମୟରେ ପାଣିର ରଙ୍ଗ ପରିବର୍ତ୍ତନ କରେ

ଭାରତରେ ଏକରୁ ଅଧିକ ସୁନ୍ଦର ସ୍ଥାନ ଅଛି, ଯାହାର ପ୍ରକୃତିକ ସୌନ୍ଦର୍ଯ୍ୟ ଆକର୍ଷିତ କରିଥାଏ ।ଭାରତରେ ଅନେକ ରହସ୍ୟମୟ ସ୍ଥାନ ମଧ୍ୟ ଅଛି, ଯାହା ବିଷୟରେ ଖୁବ୍…

12 months ago

ଉତ୍ତରକାଶୀର ଗୁପ୍ତ ଶ୍ରୀକ୍ଷେତ୍ର

ପୃଥିବୀର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ରହିଛି। ମହାପ୍ରଭୁ କେଉଁଠି ପଥର ରୂପରେ ତ ଆଉ କେଉଁଠି ମୂର୍ତ୍ତି ରୂପରେ ପୂଜା ପାଉଛନ୍ତି। ମହାପ୍ରଭୁଙ୍କ ଏଭଳି…

12 months ago

ଟମାଟୋ ହେଲା ଆହୁରି ଲାଲ୍‌! ଉତ୍ତରାଖଣ୍ଡରେ ମୂଲ୍ୟ ୨୫୦ ଟଙ୍କା କିଲୋ, ଦିଲ୍ଲୀରେ ୧୮୦

ସାରା ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜଧାନୀ ଦିଲ୍ଲୀରେ ୧୬୦ରୁ ୧୮୦ ଟଙ୍କା ମଧ୍ୟରେ ଟମାଟୋ ବଜାରରେ ବିକ୍ରି ହେଉଛି।…

12 months ago

ଉତ୍ତରାଖଣ୍ଡ: ପିଥୋରାଗଡ଼ରେ ୬୦୦ ମିଟର ଗଭୀର ଖାଇକୁ ଖସିଲା ଜିପ୍‌; ୯ ଜଣଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ପିଥୋରାଗଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଗେଶ୍ୱରର ସାମାରୁ ପିଥୋରାଗଡ ଜିଲ୍ଲାର ମୁନସ୍ୟାରି ବ୍ଲକ ହୋକରା ମନ୍ଦିର ଯାଉଥିବା ଏକ ଜିପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।…

1 year ago

କେଦାରନାଥ ରାସ୍ତାରେ ଘୋଡ଼ାକୁ ପିଟିବାକୁ ମନା କଲେ ତୀର୍ଥଯାତ୍ରୀ, ମାଡ଼ ମାରି ଲହୁଲୁହାଣ କରିପକାଇଲେ ଖଚର ସଞ୍ଚାଳକ

ଉତ୍ତରାଖଣ୍ଡରେ ଖଚର ସଞ୍ଚାଳକଙ୍କ ଗୁଣ୍ଡାଗର୍ଦ୍ଦି ମାମଲା ସାମ୍ନାକୁ ଆସିଛି। କେଦାରନାଥ ଯାଉଥିବା ଜଣେ ତୀର୍ଥଯାତ୍ରୀଙ୍କୁ ଏମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ତୀର୍ଥଯାତ୍ରୀ ଘୋଡ଼ାକୁ ପିଟିବାକୁ…

1 year ago

ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

(କେନ୍ୟୁଜ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ ଦେହରାଦୁନ ଏବଂ…

1 year ago

କେଦାରନାଥ ଯାତ୍ରା ପୂର୍ବରୁ ଅଘଟଣ, ହେଲିକପ୍ଟର ବ୍ଲେଡରେ କଟିଗଲା ଯୁବକଙ୍କ ବେକ

କେଦାରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଦୁର୍ଘଟଣା । ହେଲିକପ୍ଟର ପଙ୍ଖାରେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ଅମିତ ସୋନି ।…

1 year ago

ଦୁଇ ଦୁଇଟା ସ୍ନାତକୋତ୍ତର ଡିଗ୍ରୀ ଥାଇ ଯୁବତୀ ସାଜିଛନ୍ତି ଟ୍ୟାକ୍ସି ଡ୍ରାଇଭର, ଉତ୍ତରାଖଣ୍ଡ ପରିବହନ ମନ୍ତ୍ରୀ କଲେ ପ୍ରଶଂସା

ଉତ୍ତରାଖଣ୍ଡ: କଠିନ ପରିସ୍ଥିତିରେ ନହାରି ଜିତିବା ପାଇଁ ଚେଷ୍ଟା କରିଥିବା ମଣିଷକୁ ଯୋଦ୍ଧା କୁହାଯାଏ। ଆଉ ସଂଘର୍ଷମୟ ଜୀବନରେ ପାଇଥିବା ସଫଳତା ଅନ୍ୟମାନଙ୍କ ପାଇଁ ପାଲଟି ଯାଏ…

1 year ago

ISRO ଜାରି କଲା ଭୂସ୍ଖଳନ ବିପଦ ତାଲିକା; ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଓ ତିହରୀ ଜିଲ୍ଲା ସବୁଠୁ ସମ୍ବେଦନଶୀଳ

ଉତ୍ତରାଖଣ୍ଡର ଦୁଇ ପାହାଡି ଜିଲ୍ଲା ରୁଦ୍ରପ୍ରୟାଗ ଓ ତିହରୀରେ ଭୂସ୍ଖଳନ ହେବାର ସବୁଠାରୁ ଅଧିକ ଆଶଙ୍କା ରହିଛି। ISROର ହାଇଦ୍ରାବାଦସ୍ଥିତ ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟର (NRSC)ର…

1 year ago