Browsing Tag

uttarakhand

ଉତ୍ତରକାଶୀର ଗୁପ୍ତ ଶ୍ରୀକ୍ଷେତ୍ର

ପୃଥିବୀର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ରହିଛି। ମହାପ୍ରଭୁ କେଉଁଠି ପଥର ରୂପରେ ତ ଆଉ କେଉଁଠି ମୂର୍ତ୍ତି ରୂପରେ ପୂଜା ପାଉଛନ୍ତି। ମହାପ୍ରଭୁଙ୍କ ଏଭଳି ଏକ ମନ୍ଦିର ଉତ୍ତରାଖଣ୍ଡ ଉତ୍ତରକାଶୀ ଠାରୁ ୬ କି. ମି ଦୂରରେ ସମୁଦ୍ର ପତ୍ତନ ଠାରୁ ୩୦୦୦ ଫୁଟ ଉପରେ ରହିଛି ।…

ଟମାଟୋ ହେଲା ଆହୁରି ଲାଲ୍‌! ଉତ୍ତରାଖଣ୍ଡରେ ମୂଲ୍ୟ ୨୫୦ ଟଙ୍କା କିଲୋ, ଦିଲ୍ଲୀରେ ୧୮୦

ସାରା ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜଧାନୀ ଦିଲ୍ଲୀରେ ୧୬୦ରୁ ୧୮୦ ଟଙ୍କା ମଧ୍ୟରେ ଟମାଟୋ ବଜାରରେ ବିକ୍ରି ହେଉଛି। ସେପଟେ ଉତ୍ତରାଖଣ୍ଡରେ ଟମାଟୋ ମୂଲ୍ୟ ସବୁ ରେକର୍ଡ ଭାଙ୍ଗିଛି। ଏଠାରେ ଏକ ଜିଲ୍ଲାରେ ଟମାଟୋ କିଲୋ ପ୍ରତି ୨୫୦ ଟଙ୍କା…

ଉତ୍ତରାଖଣ୍ଡ: ପିଥୋରାଗଡ଼ରେ ୬୦୦ ମିଟର ଗଭୀର ଖାଇକୁ ଖସିଲା ଜିପ୍‌; ୯ ଜଣଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ପିଥୋରାଗଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଗେଶ୍ୱରର ସାମାରୁ ପିଥୋରାଗଡ ଜିଲ୍ଲାର ମୁନସ୍ୟାରି ବ୍ଲକ ହୋକରା ମନ୍ଦିର ଯାଉଥିବା ଏକ ଜିପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜିପ୍‌ଟି ରାସ୍ତାରୁ ଓଲଟି ରାମଗଙ୍ଗା ନଦୀରେ ଖସିପଡିଛି। ଗାଡିରେ ଥିବା ସମସ୍ତ ୧୦ ଜଣଙ୍କ ମଧ୍ୟରୁ ୯…

କେଦାରନାଥ ରାସ୍ତାରେ ଘୋଡ଼ାକୁ ପିଟିବାକୁ ମନା କଲେ ତୀର୍ଥଯାତ୍ରୀ, ମାଡ଼ ମାରି ଲହୁଲୁହାଣ କରିପକାଇଲେ ଖଚର ସଞ୍ଚାଳକ

ଉତ୍ତରାଖଣ୍ଡରେ ଖଚର ସଞ୍ଚାଳକଙ୍କ ଗୁଣ୍ଡାଗର୍ଦ୍ଦି ମାମଲା ସାମ୍ନାକୁ ଆସିଛି। କେଦାରନାଥ ଯାଉଥିବା ଜଣେ ତୀର୍ଥଯାତ୍ରୀଙ୍କୁ ଏମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ତୀର୍ଥଯାତ୍ରୀ ଘୋଡ଼ାକୁ ପିଟିବାକୁ ମନା କରିଥିଲେ, ତ ସେହି ସମୟରେ ସଞ୍ଚାଳକମାନେ ହଠାତ୍‌ କ୍ରୋଧିତ ହୋଇ…

ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

(କେନ୍ୟୁଜ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ ଦେହରାଦୁନ ଏବଂ ଦିଲ୍ଲୀ ମଧ୍ୟରେ ଚାଲିବ । ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟ୍ରେନର ଉଦଘାଟନ କରିଛନ୍ତି…

କେଦାରନାଥ ଯାତ୍ରା ପୂର୍ବରୁ ଅଘଟଣ, ହେଲିକପ୍ଟର ବ୍ଲେଡରେ କଟିଗଲା ଯୁବକଙ୍କ ବେକ

କେଦାରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଦୁର୍ଘଟଣା । ହେଲିକପ୍ଟର ପଙ୍ଖାରେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ଅମିତ ସୋନି । ଦୁର୍ଘଟଣା ସମୟରେ ଅମିତ କେଦାରନାଥ ହେଲିପ୍ୟାଡ୍‌ର ନୀରିକ୍ଷଣ କରୁଥିଲେ । ସେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ…

ଦୁଇ ଦୁଇଟା ସ୍ନାତକୋତ୍ତର ଡିଗ୍ରୀ ଥାଇ ଯୁବତୀ ସାଜିଛନ୍ତି ଟ୍ୟାକ୍ସି ଡ୍ରାଇଭର, ଉତ୍ତରାଖଣ୍ଡ ପରିବହନ ମନ୍ତ୍ରୀ କଲେ…

ଉତ୍ତରାଖଣ୍ଡ: କଠିନ ପରିସ୍ଥିତିରେ ନହାରି ଜିତିବା ପାଇଁ ଚେଷ୍ଟା କରିଥିବା ମଣିଷକୁ ଯୋଦ୍ଧା କୁହାଯାଏ। ଆଉ ସଂଘର୍ଷମୟ ଜୀବନରେ ପାଇଥିବା ସଫଳତା ଅନ୍ୟମାନଙ୍କ ପାଇଁ ପାଲଟି ଯାଏ ପ୍ରେରଣା। ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ଯଦି ଏହା ହୁଏ ତେବେ ସେମାନଙ୍କ କାହାଣୀ ସମାଜ ପାଇଁ ସାଜେ…

ISRO ଜାରି କଲା ଭୂସ୍ଖଳନ ବିପଦ ତାଲିକା; ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଓ ତିହରୀ ଜିଲ୍ଲା ସବୁଠୁ ସମ୍ବେଦନଶୀଳ

ଉତ୍ତରାଖଣ୍ଡର ଦୁଇ ପାହାଡି ଜିଲ୍ଲା ରୁଦ୍ରପ୍ରୟାଗ ଓ ତିହରୀରେ ଭୂସ୍ଖଳନ ହେବାର ସବୁଠାରୁ ଅଧିକ ଆଶଙ୍କା ରହିଛି। ISROର ହାଇଦ୍ରାବାଦସ୍ଥିତ ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟର (NRSC)ର ସଦ୍ୟତମ 'ଲ୍ୟାଣ୍ଡସ୍ଲାଇଡ୍ ଆଟଲାସ୍' ରିପୋର୍ଟରେ ଏହା ପ୍ରକାଶ ପାଇଛି। ଭୂସ୍ଖଳନ ବିପଦ ତାଲିକାରେ ଏହି…

କନ୍ୟା ଥିଲା ପ୍ରସ୍ତୁତ, ବରଯାତ୍ରୀ କହିଲେ ମନେ ନାହିଁ ବାହା ତାରିଖ

ସଜବାଜ ହୋଇ ବରଯାତ୍ରୀଙ୍କୁ ଅପେକ୍ଷା କରିଥିଲା ଝିଅ । ଫୋନ କରିବାରୁ ପୁଅର ବାପା କହିଲେ, ଆମେ ବାହାଘର ତାରିଖ ଭୁଲିଯାଇଛୁ । ଏମିତି ଏକ ଘଟଣା ଉତ୍ତରାଖଣ୍ଡର ହଲଦଓ୍ଵାନୀରେ ଦେଖିବାକୁ ମିଳିଛି । ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ଖବର ମୁତାବକ, ଉତ୍ତରାଖଣ୍ଡର ହଲଦଓ୍ଵାନୀରେ…

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା; ବେରୋଜଗାର ଯୁବକଙ୍କ ବିକ୍ଷୋଭରେ…

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ସେ ବେକାରୀ ସଂଘର ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିବା ବେଳେ ହଠାତ୍ ବିକ୍ଷୋଭ ସ୍ଥଳରେ ହିଁ ବେହୋସ୍‌ ହୋଇପଡ଼ିଥିଲେ। ରାୱତ ବେହୋସ୍‌ ହେବା କ୍ଷଣି ସମସ୍ତେ ଭୟଭୀତ ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ…

ଜୀବନ ବଞ୍ଚାଇଥିବା ଦୁଇ ଯୁବକଙ୍କ ପାଇଁ ଭାବବିହ୍ଵଳ ପୋଷ୍ଟ କଲେ ରିଷଭ ପନ୍ତ, ‘ତୁମ ପାଖରେ ସବୁବେଳେ ଋଣୀ ରହିବି’

ଟିମ୍‌ ଇଣ୍ଡିଆର ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତ ଏବେ ମୁମ୍ବାଇର କୋକିଲାବେନ ହସପିଟାଲାରେ ଚିକିତ୍ସିତ ହେଉଛନ୍ତି । ରିଷଭଙ୍କ ଡାହାଣ ଗୋଡ ଲିଗାମେଣ୍ଟର ସଫଳ ସର୍ଜରୀ ହୋଇସାରିଛି । ଦୁର୍ଘଟଣା ପରେ ରିଷଭ ଟ୍ଵିଟ୍‌ କରି ସାଥି ଖେଳାଳି, ଡାକ୍ତର ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା…

ଯୋଶୀମଠ ଧସିବା ଘଟଣା : ଘର ଏବଂ ହୋଟେଲ ପରେ ଏବେ ଫାଟିଲାଣି କଲୋନୀ ଘର, ୩୦ରୁ ଅଧିକ ଘରେ ବଡ ବଡ ଫାଟ

ଉତ୍ତରାଖଣ୍ଡର ଯୋଶୀମଠ ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି। ଘର, ହୋଟେଲ ପରେ ଏବେ କଲୋନୀରେ ଫାଟ ଦେଖିବାକୁ ମିଳିଛି । ଏବେ ଏହି କଲୋନୀରେ ଫାଟ ହୋଇଥିବା ଘରକୁ ଭାଙ୍ଗିଦିଆଯିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଯୋଶୀମଠର ଜେପି କଲୋନୀର ନୀରିକ୍ଷଣ ପରେ ଏହା ଜଣାପଡିଛି। ଯେଉଁଥି ପାଇଁ ଅନେକ…