Below header
Browsing Tag

uttarakhand

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା; ବେରୋଜଗାର ଯୁବକଙ୍କ ବିକ୍ଷୋଭରେ…

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ସେ ବେକାରୀ ସଂଘର ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିବା ବେଳେ ହଠାତ୍ ବିକ୍ଷୋଭ ସ୍ଥଳରେ ହିଁ ବେହୋସ୍‌ ହୋଇପଡ଼ିଥିଲେ। ରାୱତ ବେହୋସ୍‌ ହେବା କ୍ଷଣି ସମସ୍ତେ ଭୟଭୀତ ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ…

ଜୀବନ ବଞ୍ଚାଇଥିବା ଦୁଇ ଯୁବକଙ୍କ ପାଇଁ ଭାବବିହ୍ଵଳ ପୋଷ୍ଟ କଲେ ରିଷଭ ପନ୍ତ, ‘ତୁମ ପାଖରେ ସବୁବେଳେ ଋଣୀ ରହିବି’

ଟିମ୍‌ ଇଣ୍ଡିଆର ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତ ଏବେ ମୁମ୍ବାଇର କୋକିଲାବେନ ହସପିଟାଲାରେ ଚିକିତ୍ସିତ ହେଉଛନ୍ତି । ରିଷଭଙ୍କ ଡାହାଣ ଗୋଡ ଲିଗାମେଣ୍ଟର ସଫଳ ସର୍ଜରୀ ହୋଇସାରିଛି । ଦୁର୍ଘଟଣା ପରେ ରିଷଭ ଟ୍ଵିଟ୍‌ କରି ସାଥି ଖେଳାଳି, ଡାକ୍ତର ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା…

ଯୋଶୀମଠ ଧସିବା ଘଟଣା : ଘର ଏବଂ ହୋଟେଲ ପରେ ଏବେ ଫାଟିଲାଣି କଲୋନୀ ଘର, ୩୦ରୁ ଅଧିକ ଘରେ ବଡ ବଡ ଫାଟ

ଉତ୍ତରାଖଣ୍ଡର ଯୋଶୀମଠ ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି। ଘର, ହୋଟେଲ ପରେ ଏବେ କଲୋନୀରେ ଫାଟ ଦେଖିବାକୁ ମିଳିଛି । ଏବେ ଏହି କଲୋନୀରେ ଫାଟ ହୋଇଥିବା ଘରକୁ ଭାଙ୍ଗିଦିଆଯିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଯୋଶୀମଠର ଜେପି କଲୋନୀର ନୀରିକ୍ଷଣ ପରେ ଏହା ଜଣାପଡିଛି। ଯେଉଁଥି ପାଇଁ ଅନେକ…

ଦବି ଦବି ଚାଲିଛି ଯୋଶୀମଠ ସହର: ବଢିଚାଲିଛି ଫାଟ..ଢଳିଲାଣି ଘର, ଲୋକେ ଭୟଭୀତ

ତ୍ତରାଖଣ୍ଡର ଯୋଶୀମଠରେ ଭିନ୍ନ ଭିନ୍ନ ସ୍ଥାନରେ ଭୂମି ଦବିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ସହରବାସୀ। ୫୦୦ରୁ ଅଧିକ ଘରେ ଫାଟ ଦେଖାଦେଇଛି । ତେବେ କେତେବେଳେ ଘର ମାଟିରେ ମିଶିଯିବ ତାହାକୁ ନେଇ ଚିନ୍ତାରେ ରହିଛନ୍ତି ସହରବାସୀ । ୯ଟି ଓ୍ଵାର୍ଡରେ ଘର ଏବଂ ରାସ୍ତା ଫାଟୁଛି। ଘଣ୍ଟାକୁ ଘଣ୍ଟା ଫାଟ…

ଝିଅର ସଂଗୀତରେ ନାଚୁଥିବା ବେଳେ ବାପାଙ୍କୁ ଆସିଲା ହାର୍ଟଆଟାକ, ବିଦାଇ ହେବା ପରେ ବାପା ମୃତ ବୋଲି ଜାଣିଲା ଝିଅ

ଝିଅର ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଛି। ଆଉ ସଂଗୀତ ଉତ୍ସବରେ ଡ୍ୟାନ୍ସ କରିବା ପାଇଁ ଗୀତ ବି ରେଡି। ହେଲେ ଈଶ୍ୱରଙ୍କର ଅଜବ ଲୀଳା। ଝିଅର ସଂଗୀତ ଉତ୍ସବରେ ସମସ୍ତେ ଖୁସିରେ ନାଚୁଥିବା ବେଳେ ବାପାକୁ ଆସିଲା ହାର୍ଟ ଆଟାକ। ଆଉ ଖୁସିର ମାହୋଲ ଦୁଃଖରେ ପରିଣତ ହୋଇଗଲା। ତୁରନ୍ତ ତାଙ୍କୁ…

ଝିଅ ବାହାଘରର ୧୦ ଦିନ ପୂର୍ବରୁ ମା’କୁ ଚଢିଲା ପ୍ରେମ ଜ୍ୱର, ସବୁ ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହେଲେ ମହିଳା

କି ଯୁଗ ହେଲା ! ଆଜିକାଲି ଝିଅ ବାହା ହେବ ସମୟରେ ପ୍ରେମିକ ସହିତ ଫେରାର ହେଉଯାଉଛି ମା’। ଏମିତି ଏକ ଘଟଣା ଉତ୍ତରାଖଣ୍ଡର ହରିଦ୍ୱାରରେ ଦେଖିବାକୁ ମିଳିଛି। ଝିଅର ବାହାଘରକୁ ଆଉ ମାତ୍ର ୧୦ ଦିନ ଥିବା ବେଳେ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି ମହିଳା । ମହିଳା ଜଣକ ଝିଅ ବାହାଘର ପାଇଁ…

ରୁର୍‌କୀରେ ଚିତ୍ରାଙ୍କନ ସାମଗ୍ରୀ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୬୫ ବର୍ଷୀୟ ଚୌକିଦାର ଜୀବନ୍ତ ଦଗ୍ଧ

ଉତ୍ତରାଖଣ୍ଡର ରୁର୍‌କୀରେ ବୁଧବାର ବିଳମ୍ବିତ ରାତିରେ ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ କାବୁ କରିଥିଲେ। କିନ୍ତୁ ଏହି ସମୟରେ ନିଆଁ ସଂସ୍ପର୍ଶରେ ଆସି ୬୫ ବର୍ଷୀୟ ଚୌକିଦାର ଆୟୁବ ଜୀବନ୍ତ ଦଗ୍ଧ…

‘ମୋ ଝିଅର ଦେହ ଭଲ ନାହିଁ, ତାର ଯତ୍ନ ନେବ’, କେଦାରନାଥ ହେଲିକପ୍ଟର କ୍ରାସ ପୂର୍ବରୁ ପତ୍ନୀଙ୍କୁ କହିଥିଲେ ପାଇଲଟ

‘ମୋ ଝିଅର ଦେହ ଭଲ ନାହିଁ, ତାର ଯତ୍ନ ନେବ’, କେଦାରନାଥ ହେଲିକପ୍ଟର କ୍ରାସ ପୂର୍ବରୁ ପତ୍ନୀଙ୍କୁ କହିଥିଲେ ପାଇଲଟ । ଗତକାଲି ଉତ୍ତରାଖଣ୍ଡର କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କ୍ରାସ୍‌ରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ପାଇଲଟଙ୍କ ସହିତ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ…

ଉତ୍ତରାଖଣ୍ଡରେ ବଡ ଧରଣର ଦୁର୍ଘଟଣା: ଗଭୀର ଖାଇରେ ଖସିଲା ଯାତ୍ରୀବାହୀ ବସ, ୩୨ ମୃତ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଉତ୍ତରାଖଣ୍ଡରେ ବଡ ଧରଣର ବସ ଦୁର୍ଘଟଣା ଘଟିଛି । ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବରଯାତ୍ରୀ ବସ୍ ସିମଡି ଗ୍ରାମ ନିକଟରେ ଏକ ଗଭୀର ଖାତରେ ଖସି ପଡିଥିଲା । ଫଳରେ ଏଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି । ୨୧ ଜଣ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିବା ବେଳେ…

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ ଯୋଗୁଁ ୨୦ ପର୍ବତାରୋହୀ ମୃତ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସବୁ ସେନା

ଉତ୍ତରାଖଣ୍ଡ ଗରଓ୍ଵାଲରେ ଭୟଙ୍କର ହିମସ୍ଖଳନ। ଏହି ହିମସ୍ଖଳନ ଯୋଗୁଁ ୨୦ ପର୍ବତାରୋହର ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଏକ ପ୍ରତିଷ୍ଠାନରେ ୨୦ ଟ୍ରେନି ପର୍ବତାରୋହୀଙ୍କର ମୃତ ହୋଇଛି। କ୍ୟାମ୍ପରେ ଆଉ କିଛି ଫସି ରହିଥିବା ଆଶଙ୍କା କରାଯାଇଛି।ଉଦ୍ଧାର କାର୍ଯ୍ୟ ପାଇଁ ଘଟଣା ସ୍ଥଳକୁ ସେନା,…

କେଦାରନାଥଙ୍କ ପାଖରେ ଥିବା ବରଫ ପାହାଡ ଧସିଲା, ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ

ଉତ୍ତରାଖଣ୍ଡର ବାବା କୋଦରନାଥଙ୍କ ପାଖରେ ଥିବା ବରଫ ପାହାଡ ଖସିଛି। ଯାହାର ଭିଡିଓ ସାମ୍ନାକୁ ଆସିଛି। ତେବେ ପାହାଡ ଧସିବା ଯୋଗୁଁ ବାବା କେଦାରନାଥ ମନ୍ଦିରର କୌଣସି କ୍ଷତି ହୋଇନାହିଁ। ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ କହିଛନ୍ତି, ହିମାଳୟ କ୍ଷେତ୍ରରେ ଆଜି ସକାଳେ…

ଉତ୍ତରାଖଣ୍ଡର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ରିଷଭ ପନ୍ତ, ବିଧାନସଭାରେ ହେବେ ସମ୍ମାନିତ

ଟିମ୍‌ ଇଣ୍ଡିଆର ଷ୍ଟାର୍ ଓ୍ୱିକେଟକିପର୍ ତଥା ବ୍ୟାଟର ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ସରକାର ରାଜ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହାସହ ପନ୍ତଙ୍କୁ ବିଧାନସଭାରେ ସମ୍ମାନିତ…