world news

କତାରରେ ୮ ପୂର୍ବତନ ଭାରତୀୟ ନୌସୈନିକଙ୍କୁ ମୃତ୍ୟୁ ଦଣ୍ଡାଦେଶ, ଆଇନଗତ ବିକଳ୍ପ ଖୋଜୁଛି ଭାରତ

କତାରର ଏକ କୋର୍ଟ ଦେଶରେ ୧ ବର୍ଷରୁ ଅଧିକ ସମୟ ଧରି ବନ୍ଦୀ ରହିଥିବା ୮ ଜଣ ପୂର୍ବତନ ଭାରତୀୟ ନୌସୈନିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଭାରତ ସରକାର…

8 months ago

ଆତଙ୍କବାଦୀ ଦାଉଦ ମଲିକଙ୍କୁ ପାକିସ୍ତାନରେ ହତ୍ୟା, ମୁଖାପିନ୍ଧା ଆକ୍ରମଣକାରୀ ମାରିଲେ ଗୁଳି

‘ଲସ୍କର-ଏ-ଜବାର’ର ସଂସ୍ଥାପକ ଦାଉଦ ମଲିକଙ୍କୁ ହତ୍ୟା କରାଯାଇଛି। ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ କିଛି ଅଜଣା ଆକ୍ରମଣକାରୀ ଦାଉଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କୁହାଯାଉଛି, ଭାରତର ମୋଷ୍ଟ୍‍…

8 months ago

ମେଡିସିନ୍ ପାଇଁ ନୋବେଲ ୨୦୨୩ ଘୋଷଣା; ୨ ବୈଜ୍ଞାନିକ କାଟାଲିନ୍ କାରିକୋ ଓ ଡ୍ରିଉ ୱିଜମ୍ୟାନଙ୍କୁ ମିଳିବ ପୁରସ୍କାର

ମେଡିସିନ୍ ପାଇଁ ନୋବେଲ ଘୋଷଣା। ବର୍ଷ ୨୦୨୩ ପାଇଁ ୨ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍ ପୁରସ୍କାର। ସେମାନେ ହେଲେ ହଙ୍ଗେରୀ-ଆମେରିକାନ୍ ନାଗରିକ କାଟାଲିନ୍ କାରିକୋ ଓ ଆମେରିକା…

9 months ago

ଅତ୍ୟଧିକ ମଦ୍ୟପାନ କରିଥିଲେ ଘରକୁ ଯିବାର ଆଉ ଚିନ୍ତା ନାହିଁ, ନିଶାସକ୍ତଙ୍କୁ ଘରେ ମାଗଣାରେ ଛାଡ଼ିଦେବେ ସରକାର

ଦୁନିଆର ଅନେକ ଦେଶ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। କିଛି ଦେଶ କଠୋର କାର୍ଯ୍ୟାନୁଷ୍ଠାନର ନିୟମ କରିଛନ୍ତି ତ କିଛି ଦେଶ…

11 months ago

‘ଗ୍ଲୋବାଲ୍‌ ୱାର୍ମିଙ୍ଗର ଯୁଗ ଶେଷ, ଆରମ୍ଭ ହୋଇଛି ଗ୍ଲୋବାଲ୍‌ ବୟଲିଙ୍ଗ୍‌ର ଯୁଗ’; ଜଳବାୟୁ ପରିବର୍ତ୍ତନକୁ ନେଇ ଏମିତି ଚେତାବନୀ ଦେଲେ UN ମୁଖ୍ୟ

‘ଗ୍ଲୋବାଲ୍‌ ୱାର୍ମିଙ୍ଗର ଯୁଗ ସମାପ୍ତ ହୋଇଛି ଏବଂ ଆରମ୍ଭ ହୋଇଛି ଗ୍ଲୋବାଲ୍‌ ବୟଲିଙ୍ଗ୍‌ (ଫୁଟିବା)ର ଯୁଗ। ମାନବତା ଇତିହାସର ଏହା ହେଉଛି ସବୁଠାରୁ ଉତ୍ତପ୍ତ ସମୟ। ଉତ୍ତର…

11 months ago

ସମୁଦ୍ର ମଝିରେ କାର୍ଗୋ ଜାହାଜରେ ଲାଗିଲା ଭୀଷଣ ନିଆଁ, ୩୦୦୦ କାର୍‌ ପାଉଁଶ; ଜଣେ ମୃତ

ନେଦରଲ୍ୟାଣ୍ଡରେ ବୁଧବାର ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ୩୦୦୦ କାର୍ ନେଇ ଯାଉଥିବା ଏକ କାର୍ଗୋ ଜାହାଜରେ ହଠାତ୍‌ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ…

11 months ago

ମସ୍କୋର ସପିଂ ମଲ୍‌ରେ ଫାଟିଲା ଗରମ ପାଣିର ପାଇପ୍‌ଲାଇନ, ଫୁଟନ୍ତା ପାଣିରେ ପଡ଼ି ୪ ଜଣଙ୍କ ପ୍ରାଣ ଗଲା

ପଶ୍ଚିମ ମସ୍କୋର ଏକ ସପିଂ ମଲ୍‌ରେ ଗରମ ପାଣିର ପାଇପ୍ ଫାଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ…

11 months ago

ସାଉଦି ପୋଷାକ ପିନ୍ଧି ବିଳାସପୂର୍ଣ୍ଣ କାର୍‌ କିଣିବା ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଏମିରାତି ସମାଜକୁ ଅପମାନିତ କରିବା ଅଭିଯୋଗରେ ଧରିଲା UAE ପୋଲିସ

ନିକଟରେ ସାଉଦି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଏହି ଭିଡିଓରେ ବ୍ୟକ୍ତି ଜଣକ ଶହ ଶହ ବିଡ଼ା…

12 months ago

ପାକିସ୍ତାନ: କାର୍‌ ଭିତରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ; ୭ ମୃତ, ୧୪ ଆହତ

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶନିବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପଞ୍ଜାବର ସରଗୋଧା ଜିଲ୍ଲାର ଭଲୱାଲ ତହସିଲସ୍ଥିତ ସରକାରୀ କଲେଜ ନିକଟରେ ଏହି ଘଟଣା…

12 months ago

ମେଳାରେ ଖରାପ ହେଲା ରୋଲର୍‌ କୋଷ୍ଟର୍‌, ୩ ଘଣ୍ଟା ପବନରେ ତଳକୁ ଝୁଲି ରହିଲେ ପିଲା…ଦେଖନ୍ତୁ ଭିଡିଓ

ଯଦି ଆପଣ ରୋଲର୍‌ କୋଷ୍ଟର ରାଇଡ୍‌ ନେବା କଥା ଭାବୁଛନ୍ତି, ତା’ ହେଲେ ମଜଭୁତ କଲିଜା ଥିବା ଦରକାର। ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

12 months ago

ପାକିସ୍ତାନରେ ଗୋଟିଏ ପରିବାରର ୯ ଜଣଙ୍କୁ ହତ୍ୟା, ବନ୍ଧୁକଧାରୀ ଘର ଭିତରେ ପଶି ମାରିଥିଲେ ଗୁଳି

ପାକିସ୍ତାନର ଖେବର୍‌ ପଖତୁନଖୱା ପ୍ରଦେଶରେ ବୁଧବାର ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। କିଛି ବନ୍ଧୁକଧାରୀ ଅଜଣା ବ୍ୟକ୍ତି ଘର ଭିତରେ ପଶି ଗୋଟିଏ ପରିବାରର ୯ ଜଣଙ୍କୁ…

12 months ago

ପାକିସ୍ତାନ: ଇସ୍‌ଲାମାବାଦ-ଲାହୋର ରାଜପଥରେ ଓଲଟିଲା ବସ୍‌; ୧୩ ଯାତ୍ରୀଙ୍କ ମୃତ୍ୟୁ

ପାକିସ୍ତାନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୨ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ…

1 year ago