ଟେକ୍

ଡିସ୍‌ ଟିଭିର ନୂଆ ଧମାକା, ଏବେ ଏକ ମାସ ପାଇବେ ଫ୍ରି ଏଣ୍ଟରଟେନ୍‌ମେଣ୍ଟ

ନୂଆଦିଲ୍ଲୀ : ଡିସ୍‌ ଟିଭି ନିଜର ଗ୍ରାହକଙ୍କ ପାଇଁ ଏକ ସୁନ୍ଦର ଅଫର ଆଣିଛି । ଏବେ ସବୁ ନୁଆ ଓ ପୂରୁଣା ଗ୍ରାହକଙ୍କ ପାଇଁ ଗୋଟିଏ ମାସ ପାଇଁ ଫ୍ରି ସବ୍‌କ୍ରିପ୍‌ସନ୍‌ ଦେଉଛି ଡିସ୍‌ ଟ ିଭି । ଉଠାନ୍ତୁ ଏହାର ଫାଇଦା ।

ଗୋଟିଏ ମାସ ଫ୍ରି ସବ୍‌କ୍ରିପ୍‌ସନ୍‌

ଡିସ୍‌ ଟିଭି ଅନୁଯାୟୀ ଏବେ ସବୁ ଗ୍ରାହକଙ୍କୁ ୧ ମାସ ଫ୍ରି ସବ୍‌କ୍ରିପ୍‌ସନ୍‌ ଦିଆଯାଉଛି । ତେବେ ଏଥିପାଇଁ ଗ୍ରାହକଙ୍କୁ ଗୋଟିଏ ବର୍ଷ ପାଇଁ ରିଚାର୍ଜ କରିବାକୁ ପଡ଼ିବ । ୧୨ ମାସ ସବ୍‌କ୍ରିପ୍‌ସନ୍‌ ନେଲେ ଡିସ୍‌ ଟିଭି ଗୋଟିଏ ମାସ ଫ୍ରି ସବ୍‌କ୍ରିପ୍‌ସନ୍‌ ଦେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଆଉ କେତେକ ଆକର୍ଷକ ଯୋଜନା

ଏହାଛଡ଼ା ଯଦି ୟୁଜର୍ସ ୬ ମାସରୁ ଅଧିକ ରିଚାର୍ଯ କରନ୍ତି ତେବେ ୧୫ ଦିନ ମାଗଣା ସେବା ଦିଆଯିବ । ଏବଂ ୩-୫ ମାସ ପାଇଁ ରିଚାର୍ଜ କଲେ ୭ ଦିନ ପାଇଁ ଫ୍ରି ସବ୍‌କ୍ରିପ୍‌ସନ୍‌ ମିଳିବ ବୋଲି ଡିସ୍‌ ଟିଭି ପକ୍ଷରୁ କୁହାଯାଇଛି ।

WATCHO ପାଇଁ ମଧ୍ୟ ମିଳିବ ଫ୍ରି ସବ୍‌କ୍ରିପ୍‌ସନ୍‌

ଡିସ୍‌ ଟିଭି ନିଜର ଗ୍ରାହକଙ୍କୁ WATCHO ଏପ୍ସ ରେ ମଧ୍ୟ ମାଗଣାରେ ସବ୍‌କ୍ରିପ୍‌ସନ୍‌ ଦେଉଛି । ଏହି ଆପ୍ସରେ ଆପଣ OTT ପ୍ଲାଟଫର୍ମରେ କେତେପ୍ରକାର େଓ୍ଵବ୍‌ ସିରିଜ୍‌ ଓ ଅରିଜିନାଲ୍‌ର ମଜା ନେଇପାରିବେ ।

D2H ଗ୍ରାହକଙ୍କ ପାଇଁ ୫ ବର୍ଷ ଓ୍ଵାରେଣ୍ଟି

ଡିସ୍‌ ଟିଭି ନିଜର D2H ଗ୍ରାହକଙ୍କ ପାଇଁ ଏକ ଖାସ ପ୍ଲାନ ନେଇକରି ଆସୁଛନ୍ତି । କମ୍ପାନୀ ଅନୁସାରେ ଗ୍ରାହକଙ୍କୁ ପୁରା ୫ ବର୍ଷ ପାଇଁ ସେଟ୍‌ ଟପ୍‌ ବକ୍ସ ଉପରେ ଓ୍ଵାରେଣ୍ଟି ଦିଆଯିବ । ପୂର୍ବରୁ ଗ୍ରାହକଙ୍କୁ ସେଟ୍‌ ଟପ୍‌ ବକ୍ସରେ ୩ ବର୍ଷ ପାଇଁ ଓ୍ଵାରେଣ୍ଟି ଦିଆଯାଉଥିଲା ।

Niharanjan

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

57 seconds ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

26 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

35 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago