Categories: ଟେକ୍

ନିଜର ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଲା ଫେସବୁକ୍‌, ଜାଣନ୍ତୁ ଏବେ କି ସୁବିଧା ପାଇବେ ଉପଭୋକ୍ତା

ଫେସବୁକ୍‌ ନିଜର ଭାରତୀୟ ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଇଛି । ଏବେ ଭାରତରେ ମଧ୍ୟ ୟୁଜର୍ସ ନିଜର ଫେସବୁକ୍‌ ଏବଂ ଇଷ୍ଟାଗ୍ରାମ ପ୍ରୋଫାଇଲ୍‌ର ଷ୍ଟୋରିଜ୍‌ ସେକ୍ସନ୍‌ରେ ସଙ୍ଗୀତକୁ ଯୋଡି ପାରିବେ । ଏବେ ଯାଏ ଏହି ସେକ୍ସନରେ ଭିଡିଓ ଏବଂ ଫଟୋକୁ ୨୪ଘଣ୍ଟା ପର୍ଯ୍ୟନ୍ତ ଯୋଡି ହୋଇରହିବାର ସୁବିଧା ୟୁଜର୍ସଙ୍କୁ ମିଳୁଥିଲା ।

ଫେସବୁକ୍‌ ମଙ୍ଗଳବାରକୁ ଜାରି କରିଥିବା ବୟାନରେ କହିଛି କି, ଆମେ ଭାରତରେ ଲୋକଙ୍କୁ ଫେସବୁକ୍‌ ଏବଂ ଇଷ୍ଟାଗ୍ରାମରେ ନିଜର ଭାବନାକୁ ସଙ୍ଗୀତ ମାଧ୍ୟମରେ ପରିପ୍ରକାଶ କରିବାର ନୂଆ ମାଧ୍ୟମ ଦେଇଛୁ। ଏବେ ନିଜର ଷ୍ଟୋରିଜ୍‌ରେ ମ୍ୟୁଜିକ୍‌,ଷ୍ଟିକର୍ସ ଏବଂ ନିଜର ଫେସବୁକ୍‌ ପ୍ରୋଫାଇଲରେ ଅନ୍ୟ କ୍ରିଏଟିଭ୍‌ ଯେମିତିକି ଗୀତ ର ବୋଲ୍‌, ଲିପ୍‌ ସିଙ୍ଗ ଲାଇଭ୍‌ ଏବଂ ମନ ପସନ୍ଦର ଗୀତ ଯୋଡି ପାରିବେ ।

ଏହାସହ ପଢନ୍ତୁ:

ହ୍ଵାଟସଆପ୍‌ ଆଣିଲା ନୂଆ ଫିଚର, ଫିଙ୍ଗରପ୍ରିଣ୍ଟ ସାହାଯ୍ୟରେ କରିପାରିବେ ଲକ୍‌-ଅନଲକ୍‌

ଏହାସହିତ ଫେସବୁକରେ ସଙ୍ଗୀତ ସୁବିଧା ପାଇବା ପାଇଁ ଭାରତ ଦୁନିଆର ୫୫ ତମ ଦେଶ ହୋଇଯାଇଛି । ବର୍ତ୍ତମାନ ୟୁଜର୍ସ ନିଜର ଷ୍ଟୋରିଜରେ ନିକଟରେ ରିଲିଜ୍‌ ହୋଇଥିବା କବୀର ସିଂ ଫିଲ୍ମର ବେଖୟାଲ ଗୀତ ଏବଂ ନବେ ଦଶକର ଆସିକି ଫିଲ୍ମର ବସ୍‌ ଏକ୍‌ ସନମ୍‌ ଚାହିଏ ଗୀତ ଅପଲୋଡ୍‌ କରିପାରିବେ । ବହୁ ଜଲଦି ଅନ୍ୟ ଗୀତ ମଧ୍ୟ ଷ୍ଟୋରିଜ୍‌ ସେକ୍ସନ୍‌ ପାଇଁ ଉପଲବ୍ଧ ହେବ ।

Sonalisa

Recent Posts

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

2 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

16 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

19 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

41 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

54 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୭ବର୍ଷ । ଏହି ୭୭ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

56 mins ago