ଫେସବୁକ୍ ଏବେ ଅନେକ ବିବାଦକୁ ନେଇ ଚର୍ଚ୍ଚାରେ। ପୁଣି ଥରେ ଫେସବୁକକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଫେସବୁକ୍ରେ ଇନଷ୍ଟାଗ୍ରାମ ୟୁଜର୍ସଙ୍କଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ମାମଲା ଦାଏର କରାଯାଇଛି।
ରିପୋର୍ଟ ମୁତାବକ, ନ୍ୟୁ ଜର୍ସିର ଜଣେ ଇନଷ୍ଟାଗ୍ରାମ ୟୁଜର ଫେସବୁକ ଉପରେ ମାମଲା ଦାଏର କରିଛନ୍ତି। ଆଉ ସେ ତାଙ୍କ ଅଭିଯୋଗରେ କହିଛନ୍ତି, ଫେସବୁକ ବିନା ଅନୁମତିରେ ୟୁଜର୍ସଙ୍କ ଫୋନକୁ ଆକ୍ସେସ କରୁଛି। ଠିକ୍ ସେତିକି ବେଳେ କ୍ୟାମେରାର ବ୍ୟବହାର ୟୁଜର ଦ୍ୱାରା କରାଯାଉନାହିଁ। କମ୍ପାନୀ ଏପରି ଡାଟା ସଂଗ୍ରହ କରିବା ପାଇଁ କରୁଛି। ଏହି ମାମଲା ସାନ ଫ୍ରାନ୍ସସିକୋର ଫେଡରଲ କୋର୍ଟରେ ଦାଖଲ କରାଯାଇଛି।
ଗତ ମାସରେ ଫେସବୁକ ବିରୋଧରେ ଏକ କେସ ଦାଖଲ ହୋଇଥିଲା। ଯେଉଁଥିରେ କମ୍ପାନୀ ୧୦୦ ମିଲିୟନ ଇନଷ୍ଟାଗ୍ରାମ ୟୁଜର୍ସଙ୍କ ବାୟୋମେଟ୍ରିକ ଡାଟାକୁ ଭୁଲଭାବେ ଚୋରି କରିବା ପାଇଁ ଫେଶିଆଲ ରେକଗ୍ନିଜେସନ ଟେକନୋଲଜିର ବ୍ୟବହାର କରିଥିଲା।
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…
ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍ ମାଧ୍ୟମରେ ମିଳିଛି, ଯାହାକୁ…
ଭାରତୀୟ ଟିମ୍ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍ ବ୍ରିଜଟାଉନରେ କଠିନ ଅଭ୍ୟାସ…
ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍ କରିବା ପରେ ମଧ୍ୟ…