Categories: ଟେକ୍

ହ୍ଵାଟ୍ସଆପ ବ୍ୟବହାରକାରୀ ସାବଧାନ, ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ କରିପାରନ୍ତି ହ୍ୟାକର୍ସ

ନୂଆଦିଲ୍ଲୀ: ହ୍ଵାଟ୍ସଆପ ବ୍ୟବହାରକାରୀ ସାବଧାନ । ଆପଣଙ୍କ ଫାଇଦା ଉଠାଇପାରନ୍ତି ହ୍ୟାକ୍‌ର୍ସ । ଲୋକଙ୍କୁ ସହଜ ଓ ସରଳ ନିଶାନ କରୁଛନ୍ତି ଏମାନେ । ବ୍ୟାଙ୍କ ଖାତାରୁ ହ୍ୟାକର୍ସମାନେ ଟଙ୍କା ଗାଏବ କରୁଥିବା ଜଣାପଡିଛି । ଏଥିପାଇଁ ଏମାନେ QR କୋର୍ଡର ବ୍ୟବହାର କରୁଛନ୍ତି । ଏହା ମାଧ୍ୟମରେ ଠକମାନେ ଲୋକଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ସବୁ ଖାଲି କରି ନେଉଛନ୍ତି ।

ଅନଲାଇନ ଡୋମେନରେ ବିଜ୍ଞାପନ ପୋଷ୍ଟ କରିଥିବା ଲୋକଙ୍କୁ ଏହି ଠକମାନେ ବେଶୀ ଟାର୍ଗେଟ କରୁଛନ୍ତି । ମେସେଜିଂ ପାଇଁ ଅଧିକାଂଶ ଲୋକେ ହ୍ଵାଟ୍‌ସଅପ ବ୍ୟବହାର କରିଥାନ୍ତି । ସାଇବର ଅପରାଧ ବିଶେଷଜ୍ଞଙ୍କ ମତରେ ପ୍ରଥମେ ଠକମାନେ ୟୁଜରଙ୍କୁ କିଛି ଲୋଭ ବା ଲଟେରୀ ସମ୍ପର୍କିତ ମେସେଜ ପଠାଇ ପରେ ଲୁଟ କରିଥାନ୍ତି ।

 

Sonalisa

Recent Posts

ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ: ୬ ମୃତ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ଖରାପ ହୋଇଛି । ଏଠାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅତିକମରେ…

20 mins ago

ପ୍ରଥମ ରଜରେ ପୋଖରୀରେ ବୁଡି ମା-ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର (କେନ୍ୟୁଜ): ଆଜି ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ନବରଙ୍ଗପୁର…

40 mins ago

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

1 hour ago

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୁନ ୨୦ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ): କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟପାଳ…

1 hour ago

ଆଗକୁ ବଢୁନି ମୌସୁମୀ, ଗରମ ଗୁଳିଗୁଳିରେ କଟିବ ରଜ

ଭୁବନେଶ୍ୱର (କେନ୍ୟୁଜ); ଆଗକୁ ବଢୁନି ମୌସୁମୀ । ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ ।  ତଥାପି…

2 hours ago

ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା, ୩ ଅଟକ

କାମାକ୍ଷାନଗର (କେନ୍ୟୁଜ): ଯୁବକଙ୍କୁ ପିଟି ପିଟି ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ…

2 hours ago