Below header

ହ୍ଵାଟ୍ସଆପ ବ୍ୟବହାରକାରୀ ସାବଧାନ, ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ କରିପାରନ୍ତି ହ୍ୟାକର୍ସ

ନୂଆଦିଲ୍ଲୀ: ହ୍ଵାଟ୍ସଆପ ବ୍ୟବହାରକାରୀ ସାବଧାନ । ଆପଣଙ୍କ ଫାଇଦା ଉଠାଇପାରନ୍ତି ହ୍ୟାକ୍‌ର୍ସ । ଲୋକଙ୍କୁ ସହଜ ଓ ସରଳ ନିଶାନ କରୁଛନ୍ତି ଏମାନେ । ବ୍ୟାଙ୍କ ଖାତାରୁ ହ୍ୟାକର୍ସମାନେ ଟଙ୍କା ଗାଏବ କରୁଥିବା ଜଣାପଡିଛି । ଏଥିପାଇଁ ଏମାନେ QR କୋର୍ଡର ବ୍ୟବହାର କରୁଛନ୍ତି । ଏହା ମାଧ୍ୟମରେ ଠକମାନେ ଲୋକଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ସବୁ ଖାଲି କରି ନେଉଛନ୍ତି ।

whats appଅନଲାଇନ ଡୋମେନରେ ବିଜ୍ଞାପନ ପୋଷ୍ଟ କରିଥିବା ଲୋକଙ୍କୁ ଏହି ଠକମାନେ ବେଶୀ ଟାର୍ଗେଟ କରୁଛନ୍ତି । ମେସେଜିଂ ପାଇଁ ଅଧିକାଂଶ ଲୋକେ ହ୍ଵାଟ୍‌ସଅପ ବ୍ୟବହାର କରିଥାନ୍ତି । ସାଇବର ଅପରାଧ ବିଶେଷଜ୍ଞଙ୍କ ମତରେ ପ୍ରଥମେ ଠକମାନେ ୟୁଜରଙ୍କୁ କିଛି ଲୋଭ ବା ଲଟେରୀ ସମ୍ପର୍କିତ ମେସେଜ ପଠାଇ ପରେ ଲୁଟ କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.