Categories: ଟେକ୍

ହ୍ଵାଟସଆପ୍‌ ପୂର୍ବରୁ ଜିମେଲ୍‌ ରେ ଆସିଲା ଖାସ୍‌ ଫିଚର୍‌, ଯାହାକୁ ୟୁଜର୍ସମାନେ କରିଥିଲେ ଅପେକ୍ଷା

ଜିମେଲ୍‌ ବ୍ୟବହାରକାରୀମାନଙ୍କୁ ଏପରି ଏକ ନୂଆ ଫିଚର ଅପଡେଟ୍‌ ମିଳିସାରିଛି, ଯାହାକୁ ଅନେକ ବ୍ୟବହାରକାରୀମାନେ ଅପେକ୍ଷା କରି ରହିଥିଲେ। ଜିମେଲ୍‌ ର IOS ଏବଂ ସ୍ମାର୍ଟ ଫୋନ ଉଭୟ ବ୍ୟବହାରକାରୀମାନଙ୍କ ପାଇଁ ଡାର୍କ ମୋଡ ଫିଚର ରୋଲ ଆଉଟ୍‌ କରାଯାଇଛି।
IOS 13 ଏବଂ IOS 10 ରେ ଚାଲୁଥିବା ସ୍ମାର୍ଟଫୋନ ବିନା କୌଣସି ସେଟିଙ୍ଗରେ ପରିବର୍ତ୍ତନ କରାଯାଇ ଜିମେଲ୍‌ ର ଡାର୍କ ମୋଡ୍‌ ବ୍ୟବହାର କରିପାରିବେ। ଗୁଗଲ୍‌ କହିବା ଅନୁଯାୟୀ ଡାର୍କ ମୋଡ୍‌ ଆପେ ଆପେ ଅପଡେଟ୍‌ ହୋଇପାରିବ। ଗୁଗଲ ଫିକ୍ସଲ ଫୋନରେ ଯଦି ଆପଣ ବ୍ୟାଟେରୀ ସେଭର ଯୋଡିଥାନ୍ତି ତେବେ ଜିମେଲ୍‌ ରେ ଆପେ ଆପେ ଡାର୍କ ମୋଡ୍‌ କୁ ଚାଲିଯିବ।

ରିପୋର୍ଟ ଅନୁଯାୟୀ ଡାର୍କ ମୋଡ୍‌ ଜିମେଲ୍‌ ଆପ୍‌ ର ବ୍ୟାକଗ୍ରାଉଣ୍ଡକୁ ଡାର୍କ ଗ୍ରେ ରେ ବଦଳାଇଥାଏ, ଯେଉଁଥିରେ ଇନବକ୍ସ ଗ୍ରିଲ ସହ ଅଧିକାଂଶ ଇମେଲ୍‌ ସାମିଲ ରହିଛି। ସୂଚନା ଅନୁଯାୟୀ ଡାର୍କ ମୋଡ୍‌ରୁ ଲୋ ଲାଇଟ୍‌ ରେ ଫୋନ ବ୍ୟବହାର କରିବାରେ ଆଖିରେ ବେଶୀ ପ୍ରଭାବ ପଡ଼ିଥାଏ। ଏଥିସହ ଏହି ଫିଚର ସାହାଯ୍ୟରେ ସ୍ମାର୍ଟଫୋନର ବ୍ୟାଟେରୀ ଲାଇଫ୍‌ ବଢିଯାଇଥାଏ। ଏହା ପୂର୍ବରୁ ଗୁଗଲ୍‌ ପେ କୁ ଏହାର ଫିଚର ମିଳିସାରିଥିଲା। ଗୁଗଲ୍‌ ପେ ରେ ଏହି ଫିଚର ସେହି ସ୍ମାର୍ଟ ଫୋନରେ ମିଳିଥାଏ, ଯାହା ଆଣ୍ଡ୍ରୋଏଡ୍‌ ପେ କିମ୍ବା ତା’ଠାରୁ ଉପରକୁ ଅପରେଟିଂଗ ସିଷ୍ଟମରେ କାମ କରିଥାଏ।

ଏହାସହ ପଢନ୍ତୁ: ଫୋନର ବ୍ୟାଟେରୀ ଜଲଦି ହେବ ନାହିଁ ଶେଷ, କେବଳ ଆପଣେଇବାକୁ ହେବ ଏହି ସହଜ ଟିପ୍ସ

ପେଡ୍‌ ଫ୍ରି ଡ୍ରାଇଡ୍‌ ରିପୋର୍ଟ ଅନୁଯାୟୀ ୨.୯୬.୨୬୪୨୩୩୧୭୯ ଭର୍ସନର ପାର୍ଟ। ଯେତେବେଳେ ଆପଣ ଏହି ଆପ୍‌ ର ଲାଟେଷ୍ଟ ଭର୍ସନ ଅପଡେଟ୍‌ କରିବେ ଏବଂ ଆପଣଙ୍କ ସ୍ମାର୍ଟ ଫୋନ ବ୍ୟାଟେରୀ ସେଭିଙ୍ଗ ମୋଡ୍‌ ରେ ରହିବ, ତେବେ ଆପ୍‌ ଟି ଆପେ ଆପେ ଡାର୍କ ମୋଡ୍‌ କୁ ଚାଲିଯିବ।

KNews Bureau

Recent Posts

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

6 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

22 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

42 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

1 hour ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

1 hour ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

9 hours ago