Categories: ଟେକ୍

Youtubeର ଆନଡ଼୍ରୋଏଡ଼୍ ଆପରେ ଏପରି ରଖନ୍ତୁ ନିଜ ସର୍ଚ୍ଚକୁ ସୁରକ୍ଷା

ନୂଆଦିଲ୍ଲୀ  : ଭିଡ଼ିଓ ଷ୍ଟ୍ରିମିଂ ଆପ ମଧ୍ୟରେ Youtube ସବୁଠାରୁ ଲୋକପ୍ରିୟ ଆପ। କିଛି ନୂଆ ଗୀତ ହେଖିବା ହେଉବା ପିଲ୍ମର ଟ୍ରେଲର ପ୍ରଥମେ ଆମେ Youtubeକୁ ଯାଇଥାଉ। ଏପରିକି ଆପଣଙ୍କ ସର୍ଚ୍ଚ ରେଜଲ୍ଟ ହିସାବରେ ସେ ଆପଣଙ୍କୁ ଭିଡ଼ିଓର ଅପସନ ମଧ୍ୟ ଦେଖାଇଥାଏ। ଏହା ଅର୍ଥ Youtube ଆପଣଙ୍କ ସର୍ଚ୍ଚ ହିଷ୍ଟ୍ରିର ହିସାବ ରଖିଥାଏ। ଯଦି ଆପଣ ନିଜର ସମସ୍ତ ସର୍ଚ୍ଚକୁ ସୁରକ୍ଷିତ ରଖିବା ପାଇଁ ଚାହୁଁଛନ୍ତି ଏବଂ ତେବେ ତାହାକୁ ସୁରକ୍ଷିତ ରଖିବେ ଆଜି ଅମେ ବତାଇବାକୁ ଯାଉଛୁ। ତେବେ ଚିନ୍ତା ନାହିଁ ଏହି ସମସ୍ଯାର ସମାଧାନ ଆପଣଙ୍କ ଆପରେ ହିଁ ରହିଛି।

Youtube ଆପରେ incognito ମୋଡ଼ର ଏକ ଫିଚର ରହିଛି। ତେବେ ଏହି ଫିଚରଟି ଏପର୍ଯ୍ଯନ୍ତ କେବଳ youtubeର ଏନଡ଼୍ରୋଏଡ଼୍ ଆପରେ ଉପଲବ୍ଧ ରହିଛି। ଏହି ଫିଚରଟିକୁ ଆଇଏସଓ  ପାଇଁ କେବେ ଲଞ୍ଚ କରାଯିବ ସେନେଇ କୌଣସି ଘୋଷଣା କରାଯାଇ ନାହିଁ।

incognito ମୋଡ଼କୁ ବ୍ଯବହାର କାରିବା ପାଇଁ ସବୁଠାରୁ  ପ୍ରଥମେ youtubeକୁ ଅପଡ଼େଟ କରନ୍ତୁ।  ପରେ ଆପକୁ ଖୋଲି ସର୍ଚ୍ଚ ବାରର ଡ଼ାହାଣରେ ଥିବା ଆଇକନକୁ କ୍ଲିକ୍ କରନ୍ତୁ। ଯଦି ଆପଣ ଲଗଇନ୍ କରିନାହାନ୍ତି, ତେବେ ପ୍ରଥମେ ନିଜ ଇମେଲ ଆଇଡ଼ି ଦ୍ବାରା ଲଗ୍ ଇନ୍ କରନ୍ତୁ। ଏଠାରେ ଦେଖାଯାଇଥିବା ଆଇକନକୁ turn on incognitoର ଅପସନ ରହିଥିବ। ଏହାପରେ ସର୍ଚ୍ଚବାରର ବାମ ପଟେ ଆପଣଙ୍କୁ igcognitoର ଚିହ୍ନ ଦେଖାଯିବ। ଏହା ପରେ ବିନା କୌଣସି ଚିନ୍ତାରେ ଆପଣ କିଛି ମଧ୍ୟ ସର୍ଚ୍ଚ କରି ଦେଖିପାରିବେ। youtube ଆପଣଙ୍କ ହିଷ୍ଟ୍ରିକୁ ସୁରକ୍ଷିତ ରଖିପାରିବେ।

KNews Bureau

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

12 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

14 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

49 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago