ଟେକ୍

କେବଳ ଗୋଟିଏ କ୍ଲିକ୍‌ରେ ଲକ୍‌ ହୋଇଯିବ ଫେସ୍‌ବୁକ୍‌ ପ୍ରୋଫାଇଲ୍‌, ଜାଣନ୍ତୁ କେମିତି

ଭାରତୀୟ ୟୁଜରଙ୍କ ପାଇଁ ଫେସ୍‌ବୁକ୍‌ ଏକ ନୂଆ ଫିଚର ଲଞ୍ଚ୍‌ କରିଛି। ଏହି ନୂଆ ଫିଚରରେ ଏବେ କେବଳ ଗୋଟିଏ କ୍ଲିକ୍‌ରେ ଆପଣ ପ୍ରୋଫାଇଲ ଲକ୍‌ କରିପାରିବେ। ଏହି ନୂଆ ଫିଚର ବ୍ୟବହାର କରି ଆପଣ ନିଜ ପ୍ରୋଫାଇଲକୁ ଅପରିଚିତ ଲୋକଙ୍କ ଠାରୁ ସୁରକ୍ଷିତ ରଖିପାରିବେ।

ଏହି ଉପାୟରେ କରନ୍ତୁ ଲକ୍‌:

  • ପ୍ରଥମେ ନିଜ ପ୍ରୋଫାଇଲରେ ଲେଖାଯାଇଥିବା ନାଁ ତଳକୁ ଯାଆନ୍ତୁ।
  • ପ୍ରୋଫାଇଲ୍‌ ଲକ୍‌ ବଟନ୍‌କୁ କ୍ଲିକ୍‌ କରନ୍ତୁ।
  • ଏବେ ଆପଣଙ୍କ ପ୍ରୋଫାଇଲ ଲକ୍‌ ହୋଇଯିବ।

ଏହି ଫିଚରର ଫାଇଦା:

ଏହି ନୂଆ ଫିଚର ଆପଣଙ୍କ ପ୍ରୋଫାଇଲ୍‌କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବ। ଯେଉଁ ମହିଳାଙ୍କୁ ଫେସ୍‌ବୁକ୍‌ରେ କେହି ହଇରାଣ କରୁଥିବେ ସେମାନେ ଏହି ସୁବିଧା ଦ୍ୱାରା ଲାଭବାନ ହୋଇପାରିବେ। ଥରେ ଫେସ୍‌ବୁକ୍‌ ଲକ୍‌ କରିଦେଲେ ଅଜଣା ଲୋକ ନା ଆପଣଙ୍କ ପ୍ରୋଫାଇଲ ଫଟୋକୁ ଜୁମ୍‌ କରିପାରିବ ନା ଡାଉନ୍‌ଲୋଡ୍‌। ପ୍ରୋଫାଇଲ ଫଟୋ ବ୍ୟତୀତ ତାଙ୍କୁ ଆଉ କୌଣସି ଫଟୋ ଦେଖାଇବ ନାହିଁ। ଖାସ୍‌ କରି ଅପରାଧ ରୋକିବା ପାଇଁ ଫେସ୍‌ବୁକ୍‌ ଏଭଳି ପଦକ୍ଷେପ ଗ୍ରହଣ କରିଛି।

WCW 11

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

19 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

22 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

55 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago