Categories: ଟେକ୍

ମାତ୍ର ୧୭୯୯ ଟଙ୍କାରେ ଲଞ୍ଜ ହେଲା ଏହି ଫୋନ, ଏଥିରେ ଅନ୍ୟ ଫୋନକୁ ମଧ୍ୟ କରିପାରିବେ ଚାର୍ଜ

ଯଦି ଆପଣ ମଧ୍ୟ ସେହି ଫୋନ ଅପେକ୍ଷାରେ ଅଛନ୍ତି ଯେଉଁଥିରେ ଦମଦାର ବ୍ୟାଟେରୀ ମିଳିବା ସହିତ ସେହି ଫୋନ ଦ୍ବାରା ଅନ୍ୟ ଫୋନକୁ ଚାର୍ଜ କରାଇପାରିବେ ତେବେ Jivi  ମୋବାଇଲ ଆପଣଙ୍କ ପାଇଁ ନୂଆ ଫୋନ Jivi N3720 ଲଞ୍ଚ କରିଛି। ଜିଭି ଜଣାଇଛି ଯେ ଏହି ଫୋନରେ ରିଭର୍ସ ଚାର୍ଜି ସପୋର୍ଟ ଦିଆଯାଇଛି। ଯାହା ସାହାଯ୍ୟରେ ଆପଣ ୟୁଏସବି ଜରୀଆରେ ଚାର୍ଜ କରିପାରିବେ। ଜିଭିର ଏହି ଫୋନ ବ୍ଲାକ୍ ଗୋଲ୍ଡ ଏବଂ ବ୍ଲାକ ବ୍ଲୁ କଲର ଭେରିୟଣ୍ଟରେ ମିଳିବ।

Jivi N3720 ସ୍ପେସିଫିକେସନ

ଏହି ଫୋନର ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ସ୍ମାର୍ଟ କନେକ୍ଟ ଫିଚର ରହିଛି ଯାହା ସାହାଯ୍ୟରେ ଆପଣ କୌଣସି ସ୍ମାର୍ଟଫୋନ କିମ୍ବା ଫିଚର ଫୋନରେ ଆପଣଙ୍କ ଫୋନ କନେକ୍ଟ କରିପାରିବେ। ଏହି ଫୋନରେ ବୁମ୍ ସ୍ପିକର ରହିଛି। ଏହାଛଡା ଫୋନରେ ୨.୮ ଇଞ୍ଚର ଡିସପ୍ଲେ ଏବଂ କ୍ବାର୍ଟୀ କିପେଡ୍ ଦିଆଯାଇଛି। ଫୋନରେ 4000mAh ବ୍ୟାଟେରୀ ରହିଛି।

ଏହାଛଡା ଫୋନରେ ଅନ୍ୟ ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ତିନିଟି କାର୍ଡ ସ୍ଲର୍ଟ ମିଳିବ। ଏହାସହିତ ଏଥିରେ ଏଲଇଡି ଫ୍ଲାସ ଲାଇଟ, MP3 ଏବଂ MP4 ପ୍ଲେୟାର ମିଳିବ। ସେହିଭଳି ଫୋନରେ ଓୟାରସେଲ ଏଫଏମ ରେଡିଓ ମିଳିବ। ଏହାଛଡା ଏହି ଫୋନରେ ପାୱାର ସେଭିଂ ମୋଡ୍, ଅଟୋ କଲ୍ ରେକର୍ଡର, ମୋବାଇଲ ଟ୍ରାକର ଏବଂ ୩.୫ ଏମଏମର ହେଡଫୋନ ଜ୍ୟାକ ମିଳିବ। Jivi N3720ରେ ଆପଣଙ୍କୁ ଭିଜିଏ ରିୟର କ୍ୟାମେରା ମଧ୍ୟ ମିଳିବ।

Pritiparna

Recent Posts

iphone ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପ୍‌ ଆଣିଲା ଖାସ୍‌ ଫିଚର, ଜରୁରୀ ଚାଟ ହେବ ଆହୁରି ସୁରକ୍ଷିତ

ଆଇଫୋନ୍ ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପରେ ଏକ ନୂଆ ଫିଚର ଆସିଛି । ୟୁଜରମାନଙ୍କ ଜରୁରୀ ଚାଟ୍‌ ଏବେ ଆହୁରି ସୁରକ୍ଷିତ…

47 seconds ago

ମୂଲ୍ୟବାନ କାଠ ଗଣ୍ଡିକୁ ବେଆଇନ ଭାବରେ ବିକ୍ରି କରିବା ପାଇଁ ଚାଲିଛି କି ଷଡଯନ୍ତ୍ର?

ପାଟଣାଗଡ଼ (କେନ୍ୟୁଜ): ବର୍ତମାନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ବର୍ଷକୁ ବର୍ଷ ତାପମାତ୍ରା ବଢ଼ି ବଢ଼ି ଚାଲିଛି…

5 mins ago

ରାତିସାରା ପାଣିରେ ଭିଜାଇ ଖାଆନ୍ତୁ ଏହିସବୁ ଡ୍ରାଏ ଫ୍ରୁଟସ୍, ମିଳିବ ଅନେକ ସ୍ୱାସ୍ଥ୍ୟ ଲାଭ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ ଖାଦ୍ୟରେ ଡ୍ରାଏ ଫ୍ରୁଟସ୍ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଅନ୍ତି । ଆପଣ ଏହା ମଧ୍ୟ ଜାଣିବା…

15 mins ago

ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: ସେନା ଏବଂ ସିଆରପିଏଫର ୧୧ଟି ଟିମ୍‌ କରୁଛି ସର୍ଚ୍ଚ ଅପରେସନ, କମାଣ୍ଡୋ ଏବଂ ଡ୍ରୋନ ନିୟୋଜିତ

ଜମ୍ମୁ-କଶ୍ମୀରରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣକାରୀଙ୍କୁ ଖୋଜୁଛି ଭାରତୀୟ ସେନା । ସେନା ଏବଂ ସିଆରପିଏଫର ୧୧ଟି ଟିମ୍…

40 mins ago

ମହାବିନାୟକ ମନ୍ଦିରରେ ପାଳିତ ହୋଇଯାଇଛି ଶୀତଳଷଷ୍ଠୀ, ପର୍ବରେ ସାମିଲ ହେଲେ ଶହ ଶହ ଭକ୍ତ

ଯାଯପୁର(କେନ୍ୟୁଜ): ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଶେଷ ହୋଇଛି । ପାଲିଙ୍କି ଉପରେ ବସି…

41 mins ago

ଝାଡ଼ଖଣ୍ଡ: ଘରୁ ମିଳିଥିଲା ଟଙ୍କାର ପାହାଡ଼, ଜେଲ୍‌ରେ ଥିବା ମନ୍ତ୍ରୀ ଆଲମଗିର ଆଲମ୍ ପଦରୁ ଦେଲେ ଇସ୍ତଫା

ପଦରୁ ଇସ୍ତଫା ଦେଇଛନ୍ତି ଝାଡ଼ଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି)ର ନେତା ଆଲମଗିର ଆଲମ…

44 mins ago