ଟେକ୍

ନାବାଳକ ବି ବନାଇପାରିବେ ପାନ୍‌ କାର୍ଡ, ଜାଣନ୍ତୁ କେମିତି ଓ କେଉଁଠି କରିବେ ଆପ୍ଲାଏ

ନାବାଳକ ହେବା ପରେ ଦେଶରେ ରାସନ କାର୍ଡ, ପାନ୍‌ କାର୍ଡ, ଡ୍ରାଇଭିଙ୍ଗ୍‌ ଲାଇସେନ୍ସ, ଭୋଟର ଆଇଡି କାର୍ଡ କିମ୍ବା ଅନେକ ପ୍ରକାରର ସରକାରୀ ଡକ୍ୟୁମେଣ୍ଟ ତିଆରି କରାଯାଏ। କଣ ଆପଣ ଜାଣନ୍ତି କି ଆପଣ ୧୮ ବର୍ଷରୁ କମ୍‌ ବର୍ଷର ପିଲାଙ୍କର ମଧ୍ୟ ପାନ କାର୍ଡ ବନାଇ ପାରିବେ। କିନ୍ତୁ ଥିପାଇଁ କିଛି ସରକାରୀ ସର୍ତ୍ତ ହୋଇଥାଏ ଯାହା ଆପଣଙ୍କୁ ପୂରା କରିବାକୁ ହେବ ଏବଂ ଏହି ସମ୍ପୂର୍ଣ୍ଣ ପ୍ରକ୍ରୀୟା ଏକଦମ୍‌ ଅନଲାଇନ ହିଁ କରାଯିବ।

ଏହି ସମ୍ପୂର୍ଣ୍ଣ ପ୍ରକ୍ରୀୟା ଅନଲାଇନ୍‌ ଦ୍ୱାରା ହିଁ କରାଯିବ। ଏଥିପାଇଁ କୌଣସି ବି ସରକାରୀ ଅଫିସ ଯିବାର ଆବଶ୍ୟକତା ନାହିଁ। ପାନ୍‌ କାର୍ଡ ତିଆରି ହୋଇ ସିଧା ଆପଣଙ୍କ ଘରେ ପହଁଚିଯିବ। ପାନ୍‌ କାର୍ଡ, ଇନକମ୍‌ ଟ୍ୟାକ୍ସ ଫାଇଲ କରିବା ପାଇର୍ ସବୁଠାରୁ ଜରୁରୀ ଡକ୍ୟୁମେଣ୍ଟ। ଏହାର ଫୁଲ୍‌ ଫର୍ମ ହେଉଛି ପରମାନେଣ୍ଟ ଆକାଉଣ୍ଟ ନମ୍ବର। ପାନ୍‌ କାର୍ଡକୁ ଇନକମ୍‌ ଟ୍ୟାକ୍ସ ବିଭାଗ ଜାରି କରିଥାଏ।

ଯେତେବେଳେ କୌଣସି ନାବାଳକଙ୍କ ପାନ୍‌ କାର୍ଡ ବନାଇବାକୁ ହୋଇଥାଏ , ସେତେବେଳେ ସେହି ପାନ୍‌ କାର୍ଡରେ ନାବାଳକଙ୍କ ସାଇନ୍‌ ଏବଂ ଫଟୋ ନଥାଏ। ଯେତେବେଳେ ନାବାଳକ ଜଣଙ୍କର ୧୮ ବର୍ଷ ହୋଇଯିବ ସେତେବେଳେ ସାଇନ୍‌ ଏବଂ ଫଟୋ କାର୍ଡକୁ ଅପଡେଟ କରିବା ପରେ ଆସିବ। ପାନ୍‌ କାର୍ଡ ବନାଇବାର ପ୍ରକ୍ରୀୟାରେ ଅଧିକ ସମୟ ଲାଗିନଥାଏ।

ନୂଆ ପାନ୍‌ କାର୍ଡ ପାଇଁ ଆପ୍ଲାଏ କରିବାକୁ ହେଲେ ଏନସିଡିଏଲର ଅଫିସିଆଲ େଓ୍ଵବସାଇଟକୁ ଯିବାକୁ ହେବ ଏବଂ ଏଠାରେ ୪୯ଏର ଫର୍ମ ଭରିବାକୁ ହେବ। ଏଠାରେ ନାବାଳକଙ୍କର ଅନେକ ଡକ୍ୟୁମେଣ୍ଟସକୁ ଦେବାକୁ କୁହାଯାଏ ଏବଂ ସେହି ଡକ୍ୟୁମେଣ୍ଟସକୁ ଆପଣଙ୍କୁ ଜମା କରିବାକୁ ପଡିଥାଏ। ଏଥିରେ ସବୁଠାରୁ ଜରୁରୀ ହୋଇଥାଏ ଜନ୍ମ ତିଥିର ପ୍ରମାଣ ପତ୍ର। ଏମିତିରେ ନାବାଳକଙ୍କ ପାନ କାର୍ଡ କିଛି ହିଁ ଦିନରେ ତିଆରି ଘରେ ପହଁଚି ଯାଇଥାଏ। ନୂଆ ପାନ୍‌ କାର୍ଡ ବନାଇବାର ଫିସ ୧୦୭ ଟଙ୍କା ।

ଏହାକୁ ବି ଆପଣଙ୍କୁ ଅନଲାଇନ୍‌ ହିଁ ପେ କରିବାକୁ ହେବ। ପାନ୍‌ କାର୍ଡକୁ ପ୍ରାୟ ପ୍ରତ୍ୟେକ ଜାଗାରେ ବ୍ୟବହାର କରାଯାଏ ଯେମିତିକି ଟ୍ୟାକ୍ସ ଭରିବା ପାଇଁ, ଆଇଟିଆର ଭରିବା ପାଇଁ ଏବଂ ଟିଡିଏସ କ୍ଲେମ କରିବା ପାଇଁ। ପାନ କାର୍ଡ ବନାଇବା ପାଇଁ ଯଦି ଆପଣ ନିଜେ ଅନଲାଇନ୍‌ ଆପ୍ଲାଏ କରିପାରିବେନାହିଁ ତାହେଲେ ଅନ୍ୟ କାହାର ସାହାଯ୍ୟ ନେଇ ବି ଅଫଲାଇନ୍‌ ଆବେଦନ କରିପାରିବେ।

Pritiparna

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

32 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

34 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

38 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

43 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

46 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

58 mins ago