ସ୍ମାର୍ଟଫୋନ ଏବଂ ଟିଭି ବ୍ରାଣ୍ଡ୍ ମି ଇଣ୍ଡିଆ ନୂଆ ଫ୍ଲାଗସିପରେ ଲଞ୍ଚ କରିଛି ୭୫ ଇଞ୍ଚର କ୍ୟୁଏଲଇଡି ଟିଭି । ଯାହା ୯୭ ପ୍ରତିଶତ ସ୍କ୍ରିନ-ଟୁ-ବଡି ରେସିଓ ସହିତ ୧,୧୯,୯୯୯ ଦାମ୍ରେ ଉପଲବ୍ଧ ହେବ। ଏହି ଟିଭି ମି ଡଟ୍ କମ୍, ମି ହୋମ ଏପ ଫ୍ଲିପକାର୍ଟରେ ୨୭ ଏପ୍ରିଲରୁ ଉପଲବ୍ଧ ହେବ।
ଏହି ଟିଭିରେ ଲେଜର କଟିଂ ସହିତ ଏକ ପ୍ରିମିୟମ ମେଟାଲିକ ଲୁକ୍ ଦେଇଥାଏ। ଏଥିରେ ଡଲବି ଭିଜନ, ଏଚଡିଆର ୧୦ ପ୍ଲସ, ଡଲବି ଅଡିଓ ଏବଂ ଡିଟିଏମ-ଏଚଡି ସପୋର୍ଟ ସହିତ କୋଡେକ ସପୋର୍ଟର ମଧ୍ୟ ସୁବିଧା ରହିଛି। ଟିଭିରେ 4kQLED ପ୍ୟାନେଲ ସହିତ ଦମଦାର କଲର ସ୍ପେକ୍ଟ୍ରମ ରହିଛି।
ଏହି ଟିଭି ଆଣ୍ଡ୍ରଏଡ ଟିଭି ୧୦ ସହିତ ବଜାରକୁ ଆସୁଛି। ଯେଉଁଥିରେ ଗୁଗଲ ପ୍ଲେରୁ ୫୦୦୦ ଅଧିକ ଆପ୍ ଏବଂ ଗେମ୍ ସପୋର୍ଟ କରିବ। ଏହାଛଡା ଏଥିରେ ୟୁଟ୍ୟୁବ, ନେଟଫ୍ଲିକ୍ସ, ଆମାଜନ ଭିଡିଓ, ଡିଜନୀ ପ୍ଲସ ହଟଷ୍ଟାର ସାମିଲ ରହିଛି। ଏହା ବ୍ୟତୀତ QLED ଟିଭିରେ ଗୁଗଲ ଆସିଷ୍ଟାଣ୍ଟ ଏବଂ କ୍ରୋମକାଷ୍ଟ ସହିତ ଲଞ୍ଚ କରାଯାଇଛି। ଟିଭିରେMail G 52, MP2 ଗ୍ରାଫିକ୍ଦ ଏବଂ ୨ ଜିବି ରାମ୍ ଏବଂ ୩୨ ଜିବି ଷ୍ଟୋରେଜ କ୍ଷମତା ରହିଛି।
ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…
ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…
ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…
ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…
କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ…