ଟେକ୍

ଆରୋଗ୍ୟ ସେତୁ ଆପକୁ ନେଇ ସରକାର ଜାରି କଲେ ନୂଆ ନିର୍ଦ୍ଦେଶ, ଯାହା ଆପଣ ଜାଣିବା ନିହାତି ଆବଶ୍ୟକ

ନୂଆଦିଲ୍ଲୀ : ଲକଡାଉନର ଚତୁର୍ଥ ପର୍ଯ୍ୟାୟ ନିୟମ ଭିତରେ ସରକାର ଆରୋଗ୍ୟ ସେତୁ ଆପ ସହିତ ଜଡିତ ନିୟମକୁ ମଧ୍ୟ ସରଳ କରିଦେଇଛନ୍ତି। ସରକାର ଏହି ଆପକୁ ବାଧ୍ୟତାମୂଳକ ଡାଉନଲୋଡ଼କୁ ହଟାଇ ଦେଇ ଏହାକୁ ଅପସିନାଲ କରିଦେଇଛନ୍ତି। ଏହି ଆରୋଗ୍ୟ ସେତୁ ଆପକୁ କରୋନା ଭାଇରସ ସଂକ୍ରମଣ ଉପରେ ନଜର ରଖିବା ପାଇଁ ବିକଶିତ କରାଯାଇଥିଲା।

ଗୃହ ମନ୍ତ୍ରାଳୟ ରବିବାର ଜାରୀ କରିଥିବା ନୂଆ ଦିଶାନିର୍ଦ୍ଦେଶରେ ସରକାର ଏହି ଆପର ଫାଇଦା ବିଷୟରେ ବିଶେଷ ଜୋର ଦେଇଛନ୍ତି। ସରକାର ଜଣାଇଛନ୍ତି ଯେ ଏହି ଆପ କରୋନା ଭାଇରସ ସମ୍ଭାବିତ ପୂର୍ବରୁ ହିଁ ଜଣାଇଦେଇଥାଏ। ଏହି ବ୍ୟକ୍ତି ଏବଂ ପୂରା ସମାଜ ପାଇଁ ସୁରକ୍ଷା କବଚ ଭଳି ଅଟେ।

ନୂଆ ନିୟମ ଅନୁଯାୟୀ କାର୍ଯ୍ୟାଳୟ ଏବଂ କାର୍ଯ୍ୟସ୍ଥଳରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସବୁ କର୍ମଚାରୀଙ୍କୁ ମୋବାଇଲରେ ଆରୋଗ୍ୟ ସେତୁ ଆପ ରଖିବାକୁ ସୁନିଶ୍ଚିତ କରିବାକୁ ଚେଷ୍ଟା କରିବା ଉଚିତ। କିନ୍ତୁ ଏହାପୂର୍ବରୁ ମେ ୧ ତାରିଖରେ ଜାରି ହୋଇଥିବା ନିୟମ ଅନୁଯାୟୀ ସରକାର ସମସ୍ତଙ୍କ ପାଇଁ ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ଼ କରିବା ବାଧ୍ୟତାମୂଳକ କରିଥିଲେ।

Pritiparna

Recent Posts

ଆଇଫୋନରେ ମିଳୁଛି ୨୧% ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଯଦି ଆପଣ ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ବର୍ତ୍ତମାନ ଇ-କମର୍ସ…

20 mins ago

ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକ, ବିରୋଧୀ ଦଳ ନେତା ହୋଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଫଳାଫଳ ପରେ ଆଜି ବସିବ କଂଗ୍ରେସ ୱାର୍କିଂ କମିଟି ବୈଠକ । ଏଥିରେ ଦଳର…

48 mins ago

ପୁଣି ଟିଟ୍ବେଣ୍ଟି ବିଶ୍ବକପରେ ବଡ଼ ବିପର୍ଯ୍ୟୟ, ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ

ଟି୨୦ ବିଶ୍ବକପରେ ପୁଣି ବଡ଼ ଓଲଟପାଲଟ । ସର୍ପରାଇଜ୍ ଦେଲା ଆଫଗାନିସ୍ତାନ । ହାରିଲା ନ୍ୟୁଜିଲାଣ୍ଡ । ୧୬୦ ରନର…

57 mins ago

ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ, ୬ ଗୁରୁତର

ଜଳେଶ୍ବର (କେନ୍ୟୁଜ): ପଶ୍ଚିମବଙ୍ଗର ୧୬ ନମ୍ବର ଜାତୀୟ ରାଜପଥ ନାରାୟଣଗଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବିଳମ୍ବିତ…

1 hour ago

ଜଳପ୍ରପାତରେ ଗାଧୋଇବା ପାଇଁ ପ୍ଲାନ୍‌ କରିଥିଲେ ସବୁ ସାଙ୍ଗ, କିନ୍ତୁ ଚାଲିଗଲା ଜଣଙ୍କ ଜୀବନ

ରାୟଗଡ଼ା(କେନ୍ୟୁଜ): ମୃତ୍ୟୁ କେତେବେଳେ ଯେ ଆସେ ତାର ସମୟ ନଥାଏ । ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । କିନ୍ତୁ…

1 hour ago

ପେଟ୍ରୋଲ ଓ ଡିଜେଲ ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଛି ।…

2 hours ago