ଟେକ୍

ଓ୍ଵାଟରପ୍ରୁଫ୍‌ ୫ଜି ଫୋନ୍‌ ଆଣୁଛି Nokia, ଚକାଚକ ଫିଚର୍ସ ସହ ଦାମ ବି ବହୁତ କମ୍‌

Nokia ପୁଣି ଭାରତୀୟ ମାର୍କେଟରେ ନିଜର ସ୍ୱତନ୍ତ୍ର ଜାଗା ବନାଇଛି । ମିଡ-ରେଞ୍ଜ୍‌ ଏବଂ ଏଣ୍ଟ୍ରି ଲେବଲ ଫୋନ୍‌ ଆଣିବା ପରେ ଏବେ ନୋକିଆ ବହୁତ ଜଲଦି ଦେଶରେ ନିଜର ସବୁଠାରୁ ପାଓ୍ଵାରଫୁଲ ୫ଜି ଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି । ଯାହାର ନାମ ରହିଛି Nokia X30 5G । ଏହାକୁ ଗତବର୍ଷ ସେପ୍ଟେମ୍ବରରେ ଗ୍ଲୋବାଲ ମାର୍କେଟରେ ଲଞ୍ଚ୍‌ କରାଯାଇଥିଲା ।

ବର୍ତ୍ତମାନ ଏହି ଡିଭାଇସ ବହୁତ ଜଲଦି ଭାରତୀୟ ବଜାରରେ ଆସିବା ପାଇଁ ଏକଦମ୍‌ ପ୍ରସ୍ତୁତ । ଟ୍ଵିଟରରେ ନୋକିଆ ଇଣ୍ଡିଆର ଉପାଧ୍ୟକ୍ଷ ଏହି ସଂକେତ ଦେଇଛନ୍ତି । ସେ କହିଛନ୍ତି X30 5G ବହୁତ ଜଲଦି ଭାରତ ଆସୁଛି । ଯଦିଓ ଲଞ୍ଚ୍‌ ଡେଟର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ ।

Nokia X30 5G Specifications

Nokia X30 5G ଫିଚର୍ସ ସେଇୟା ରହିବ, ଯାହା ସେପ୍ଟେମ୍ବରରେ ଗ୍ଲୋବାଲୀ ଲଞ୍ଚ୍‌ ହୋଇଥିବା ଫୋନରେ ମିଳୁଛି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପରିବେଶକୁ ଅନୁକୂଳ ପାଇଁ ଫୋନକୁ ପ୍ରସ୍ତୁତ କରାଯାଇଛି । ଫୋନ୍‌ ୧୦୦% ରିସାଇକଲଡ ଆଲୁମିନିୟମ ଏବଂ ୬୫ ପ୍ରତିଶତ ପ୍ଲାଷ୍ଟିକ ସହ ବନାଯାଇଛି ।

ଫୋନରେ 90Hz ରିଫେଅସ ରେଟ ଏବଂ ସେଣ୍ଟର-ଆଲାଇନଡ ପଞ୍ଚ୍‌-ହୋଲ କଟଆଉଟ ସହିତ ୬.୪୩ ଇଞ୍ଚର AMOLED ଡିସପ୍ଲେ ମିଳିଥାଏ । ଡିଭାଇସ ଗରିଲ୍ଲା ଗ୍ଲାସ ଦ୍ୱାରା ସୁରକ୍ଷିତ ରହିଛି ଏବଂ ଓ୍ଵାରରପ୍ରୁଫ୍‌ । ଫୋନ୍‌ ସ୍ନାପଡ୍ରାଗନ୍‌ ୬୯୫ ପ୍ରୋସେସର ଦ୍ୱାରା ସଞ୍ଚାଳିତ ହୋଇଥାଏ ।

Nokia X30 5G Camera

Nokia X30 5Gରେ ଡୁଆଲ କ୍ୟାମେରା ସେଟଅପ୍‌ ମିଳିଥାଏ, ଯେଉଁଥିରେ ୫୦ଏମପିର ପ୍ରାଇମେରୀ ଏବଂ ୧୩ଏମପିର ଅଲଟ୍ରା ଓ୍ଵାଇଡ୍‌ ଆଙ୍ଗଲ୍‌ ଲେନ୍ସ ମିଳିଥାଏ । ସେହିପରି ସାମ୍ନା ଆଡକୁ ୧୬ଏମପିର ସେଲଫି ସୁଟର ରହିଛି । ଏହି 6GB + 128GB ଏବଂ 8GB + 256GB ରାମ୍‌ ଏବଂ ଷ୍ଟୋରେଜ୍‌ କନଫିଗେରେସନରେ ଲଞ୍ଚ୍‌ କରାଯାଇଛି । ଫୋନରେ 33W ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ସହିତ 4,200mAh ବ୍ୟାଟେରୀ ମିଳିବ । Nokia X30 5Gର ଦାମ୍‌ ବୈଷିକ ବଜାରରେ ୫୨୯ ଡଲାର ଅର୍ଥାତ୍‌ ଭାରତୀୟ ବଜାରରେ ୪୩,୬୬୩ ଟଙ୍କା ।

Pritiparna

Recent Posts

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

4 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

9 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

12 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

24 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

43 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

46 mins ago