ଟେକ୍

Nothing Phone 1 ସହ ଇୟର ଷ୍ଟିକ୍‌ ବି ଏକଦମ୍‌ ଜବରଦସ୍ତ, ଭାଲେଣ୍ଟାଇନ୍ସ ଡେରେ ଫ୍ଲିପକାର୍ଟ ଦେଉଛି ବମ୍ପର ଅଫର

ଭାଲେଣ୍ଟାଇନ୍ସ ଓ୍ଵିକ ପାଇଁ ଟେକ କମ୍ପାନୀ ନିଜ ପ୍ରଡକ୍ଟସ ଉପରେ ବମ୍ପର ଡିସକାଉଣ୍ଟ ଦେଉଛି । ଇ-କମର୍ସ ପ୍ଲାଟଫର୍ମ୍ସ ଉପରେ ମଧ୍ୟ ବହୁତ ବଢ଼ିଆ ସେଲ ଚାଲୁଛି । ଏହି ମଉକାକୁ ନଜରରେ ରଖି ଟେକ୍‌ କମ୍ପାନୀ ନଥିଙ୍ଗ୍‌ ନିଜ ସ୍ମାର୍ଟଫୋନ୍ସ ଏବଂ ଟିଡବ୍ଲୁଏସ ବଡ୍ସ ଉପରେ ମଧ୍ୟ ଡିସକାଉଣ୍ଟ ଦେବା ପାଇଁ ଘୋଷଣା କରିଛି ।

ନଥିଙ୍ଗ୍‌ ଫୋନ୍‌ (୧)

ଏହା କମ୍ପାନୀର ଏକ ଜବରଦସ୍ତ ସ୍ମାର୍ଟଫୋନ୍‌ ଅଟେ ଏବଂ ମାର୍କେଟକୁ ଆସିବା କ୍ଷଣି ହିଁ ଅନ୍ୟ ଅପ୍ସନକୁ ପଛରେ ପକାଇ ଦେଇଛି । ଏହି ସ୍ମାର୍ଟଫୋନରେ ତ ବମ୍ପର ଡିସକାଉଣ୍ଟ ମିଳୁଛି, ତାସହିତ କମ୍ପାନୀର ଅଫିସିଆଲ ୱେବସାଇଟରୁ ଏହି ଫୋନ କିଣୁଥିବା ଲୋକଙ୍କୁ ନଥିଙ୍ଗ୍‌ ଇୟର (ସ୍ଟିକ) ବଡ୍ସ ମଧ୍ୟ ମାଗଣାରେ ମିଳୁଛି ।

ଫ୍ଲିପକାର୍ଟରେ ନଥିଙ୍ଗ ଫୋନ୍‌ (୧)ର ବେସ୍‌ ବ୍ୟାରିୟଣ୍ଟକୁ ୩୭,୯୯୯ ଟଙ୍କା ବଳଦରେ ୨୬,୯୯୯ ଟଙ୍କାରେ ଆପଣ କିଣିପାରିବେ । ଖାଲି ଏତିକି ନୁହେଁ ଏହାସହିତ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ୍‌, ବ୍ୟାଙ୍କ୍‌ ଅଫ୍‌ ବରୋଦା ଏଂ ଆମେରିକାନ୍‌ ଏକ୍ସପ୍ରେସ କ୍ରେଡିଟ କାର୍ଡ୍ସ ସହିତ ୧୦% ର ଏକ୍ସଟ୍ରା ଡିସକାଉଣ୍ଟ ମଧ୍ୟ ମିଳିପାରିବ ଏଥିରେ ।

୮ଜିବି+୧୨୮ଜିବି ଯୁକ୍ତ ବେସ୍‌ ଭ୍ୟାରିୟଣ୍ଟ ବ୍ୟତୀତ ବାକି ୮ଜିବି+୨୫୬ଜିବି ଏବଂ ୧୨ଜିବି+୨୫୬ ଷ୍ଟୋରେଜ୍‌ ଭ୍ୟାରିୟଣ୍ଟସରଦ ଦାମ କ୍ରମାନୁଯାୟୀ ୨୭,୯୯୯ ଟଙ୍କା ଏବଂ ୨୭,୯୯୯ ଟଙ୍କା ଏବଂ ୩୫,୯୯୯ ଟଙ୍କା ହୋଇଯାଇଛି । ଏହି ଅଫର କେବଳ ଭାଲେଣ୍ଟାଇନ୍‌ ଡେ ପର୍ଯ୍ୟନ୍ତ ଭ୍ୟାଲିଡ୍‌ ରହିଛି । ଏହି ଦମଦାର ଫୋନର ବ୍ୟାକ ପ୍ୟାନେଲରେ ଲାଇଟ୍ସ ବ୍ୟତୀତ ଏଥିରେ କ୍ୱାଲକବ୍‌ ସ୍ନାପଡ୍ରାଗନ ୭୭୮ଜି ପ୍ରୋସେର, ୫୦ ମେଗାପିକ୍ସେଲ ଏବଂ ୪୮୦୦ ମାହ ବ୍ୟବାଟେରୀ ଦିଆଯାଇଛି ।

ନଥିଙ୍ଗ୍‌ ଇୟର (ସ୍ଟୀକ) ଉପରେ ମଧ୍ୟ ବମ୍ପର ଡିସକାଉଣ୍ଟ

କମ୍ପାନୀ ନିଜର ଷ୍ଟାଇଲିସ ଟିଡବ୍ଲୁଏସ ଇୟରବଡ୍ସ ନଥିଙ୍ଗ୍‌ ଇୟର (ସ୍ଟୀକ)କୁ ୮,୪୯୯ ଟଙ୍କା ଦାମରେ ଲଞ୍ଚ୍‌ କରିଥିଲା । କିନ୍ତୁ ଏହାକୁ ସେଲ୍‌ ସମୟରେ ୬,୯୯୯ ଟଙ୍କାରେ କିଣିବାର ମଉକା ମିଳୁଛି । ଆମେରିକାନ୍‌ ଏକ୍ସପ୍ରେସ ଏବଂ ବ୍ୟାଙ୍କ ଅଫ୍‌ ବରୋଦା କ୍ରେଡିଟ୍‌ କାର୍ଡସ ସହିତ ଏହା ଉପରେ ୨ ହଜାର ଟଙ୍କା ପର୍ଯ୍ୟନ୍ତର ଅତିରିକ୍ତ ରିହାତିର ଫାଇଦା ବି ଉଠାଇପାରିବେ ।

ଏହାସହିତ ୟେସ୍‌ ବ୍ୟାଙ୍କ୍‌ କ୍ରେଡିଟ କାର୍ଡରେ ପେମେଣ୍ଟ କରିବା ଦ୍ୱାରା ୧୫୦୦ ଟଙ୍କା ପର୍ଯ୍ୟନ୍ତର ୧୦% ଡିସକାଉଣ୍ଟର ଫାଇଦା ମିଳୁଛି । ଏହି ବଡ୍ସକୁ ମିନ୍ତ୍ରା ଏବଂ ଫ୍ଲିପକାର୍ଟରେ ଏହି ଡିସକାଉଣ୍ଟ ସହିତ ୧୩ ଫେବୃୟାରୀ ପର୍ଯ୍ୟନ୍ତ କିଣିପାରିବେ । ଏଥିରେ ୧୨.୬ଏମଏମ କଷ୍ଟମ ଡ୍ରାଈଭର, ଟେକ୍ନୋଲୋଜି ଏବଂ ୨୯ ଘଣ୍ଟା ପର୍ଯ୍ୟନ୍ତର ବ୍ୟାଟେରୀ ଲାଇଫ୍‌ ଭଳି ଫିଚର୍ସ ମିଳିଥାଏ ।

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

30 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

32 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago