ନୂଆଦିଲ୍ଲୀ : ସ୍ମାର୍ଟଫୋନର ପ୍ରିମିୟମ୍ ସେଗମେଣ୍ଟରେ ନିଜର ଛାପ ଛାଡିବା ପରେ ଚାଇନା କମ୍ପାନୀ ଓ୍ବାନପ୍ଳସ ଭାରତରେ ସ୍ମାର୍ଟଟିଭି ଲଞ୍ଚ କରିବାକୁ ଯାଉଛି। ତେବେ କମ୍ପାନୀ ଏନେଇ କେବଳ ସୂଚନା ଦେଇଥିବା ବେଳେ ଖୁବ ଶୀଘ୍ର ଏହା ଭାରତରେ ଲଞ୍ଚ କରିବ ବୋଲି ଶୁଣିବାକୁ ମିଳିଛି।
ଆଧିକାରୀକ ଭାବେ କମ୍ପାନୀ ଲଞ୍ଚ ଡେଟର ଘୋଷଣା କରିନାହିଁ। କିନ୍ତୁ କିଛି ବିଶେଷସୂତ୍ରରୁ ଜଣାପଡିଛି, ଓ୍ଵାନପ୍ଳାସ୍ ଟିଭିର ଲଞ୍ଚ ଚଳିତବର୍ଷ ଶେଷ ଅଥବା ୨୦୨୦ ମସିହା ଆରମ୍ଭ ବେଳକୁ ହୋଇପାରେ । କେବଳ ଏହା ଲଞ୍ଚିଂ ଛଡ଼ା କମ୍ପାନୀ ଏନେଇ କୌଣସି ସ୍ପେସିଫିକେସନ୍ ବିଷୟରେ ମଧ୍ୟ ଘୋଷଣା କରିନାହିଁ।
ତେବେ ଓ୍ବାନପ୍ଳସର ଏହି ଟିଭି ଏମଆଇ ଟିଭିକୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି। ତେବେ ଓ୍ଵାନପ୍ଳସ ସ୍ମାର୍ଟଟିଭି ସଂପୂର୍ଣ୍ଣ ଏଚଡି ରହିବ ବୋଲି କୁହାଯାଉଛି ଏଥିସହ ଏହାର ମୂଲ୍ୟ ମଧ୍ୟ ବଜେଟଫ୍ରେଣ୍ଡଲି ରହିବ ବୋଲି ଆଶା କରାଯାଉଛି।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…