Categories: ଟେକ୍

ଶୀଘ୍ର ଭାରତରେ ଲଞ୍ଜ ହେବ Redmi 7A , ଦାମ୍ ଜାଣିଲେ କିଣିବାକୁ ଚାହିଁବେ

ସାଓମିର ଅନ୍ୟ ଏକ ସ୍ମାର୍ଟଫୋନ Redmi 7A ଭାରତରେ ଲଞ୍ଚ ହେବାର ପ୍ରସ୍ତୁତିରେ। ସାଓମି ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୁ କୁମାର ଜୈନ ଟ୍ବିଟ୍ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ଅବଶ୍ୟ ଲଞ୍ଚର ତାରିଖ ଘୋଷଣା କରିନାହାନ୍ତି। ସେ ସୂଚନା ଦେଇଛନ୍ତି ଯେ ଏପ୍ରିଲ ୨୦୧୯ ପର୍ଯ୍ୟନ୍ତ ଭାରତରେ ରେଡମି ୪ଏ, ରେଡମି ୫ଏ ଏବଂ ରେଡମି ୬ଏ ୨.୩୬ କୋଟି ୟୁନିଟ୍ ବିକ୍ରି ହୋଇଛି। ଜଣାଇବାକୁ ଚାହିଁବୁ ରେଡମି ୭ଏକୁ ଚଳିତ ବର୍ଷ ମଇରେ ଚୀନରେ ଲଞ୍ଚ କରାଯାଇଛି।

ରେଡମି ୭ଏର ସ୍ପେସିଫିକେସନ

ରେଡମି ୭ଏ ଫିଚର୍ସ ବିଷୟରେ କହିଲେ ଏହି ଫୋନରେ ଆପଣଙ୍କୁ ଡୁଆଲ ସିମ୍ ସପୋର୍ଟ ସହିତ ଆଣ୍ଡ୍ରଏଡ୍ ପାଇ ୯.୦ ଆଧାରିତ MIUI ୧୦ ମିଳିବ। ଏହି ଫୋନରେ ବୟଷ୍କ ଏବଂ ପିଲାଙ୍କ ପାଇଁ ଅଲଗା ଏକ ମୋଡ୍ ଦିଆଯାଇଛି। ରେଡମି ୭ଏରେ ୫.୪୫ ଇଞ୍ଚ ଏଚଡି ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ ୭୨୦x୧୪୪୦ ପିକ୍ସେଲ ଏବଂ ଆସପେକ୍ଟ ରେସିଓ ୧୮:୯ ରହିଛି।

ଫୋନର ପ୍ରୋସେସର ବିଷୟରେ କହିବାକୁ ଗଲେ ଏଥିରେ ଆପଣଙ୍କୁ କ୍ବାଲକମର ସ୍ନାପଡ୍ରାଗନ ୪୩୯ ପ୍ରୋସେସର ମିଳିବ ଯାହର କ୍ଲକ ସ୍ପୀଡ୍ ୨.୦GHz ଅଟେ।

ରେଡମି ୭ଏର କ୍ୟାମେରା ଏବଂ କନେକ୍ଟିଭିଟୀ

ରେଡମି ୭ଏରେ ୧୩ ମେଗାପିକ୍ସେଲର ରିୟର କ୍ୟାମେରା ରହିଛି ଏବଂ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଫ୍ରଣ୍ଟ କ୍ୟାମେରା ସହିତ ଆର୍ଟିଫିସିଆଲ ଇନଟେଲିଜେନ୍ସ ଆଧାରିତ ଫେସ୍ ଅନଲକ୍ ସପୋର୍ଟ ମିଳିବ। ରେଡମି ୭ଏର ବ୍ୟାଟେରୀ ଏବଂ କନେକ୍ଟିଭିଟୀ ବିଷୟରେ କହିଲେ ଏଥିରେ ୪୦୦୦ ମାହ ବ୍ୟାଟେରୀ ଦିଆଯାଇଛି। ଏହାସହିତ ଆପଣଙ୍କୁ ୧୦ ୱାଟର ଫାଷ୍ଟ ଚାର୍ଜର ମିଳିବ।

ଏହାଛଡା ଏହି ଫୋନରେ ୩.୫ ଏମଏମ ର ହେଡଫୋନ ଜ୍ୟାକ୍ ମିଳିବ। ଫୋନରେ ମାଇକ୍ରୋ ୟୁଏସବି ଚାର୍ଜି ପୋର୍ଟ ଏବଂ ୪G VoLTE, Wi-Fi, ଏବଂ ବ୍ଲୁଟୁଥ୍ ମଧ୍ୟ ମିଳିବ।

ଦାମ ବିଷୟରେ କହିବାକୁ ଗଲେ ରେଡମି ୭ଏ ର ଦାମ୍ ପ୍ରାୟ ୬ ହଜାର ଟଙ୍କା ହୋଇପାରେ। ଏହି ଫୋନ ଭାରତରେ କେବେ ଲଞ୍ଚ ହେବ ତାହା କମ୍ପାନୀ କୌଣସି ସୂଚନା ଦେଇନାହିଁ।

Pritiparna

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

41 seconds ago

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ମନ ଖୁସି ରହିବ । ବ୍ୟବସାୟରେ ବୃଦ୍ଧି ଘଟିବ । ଅଧିକ ପରିଶ୍ରମୀ ହେବେ । ପୁରୁଣା ବନ୍ଧୁ…

52 seconds ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

8 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

9 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

27 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

52 mins ago