ଟେକ୍

ମାତ୍ର ୬,୪୯୯ ଟଙ୍କାରେ କିଣନ୍ତୁ ଏହି ଜବରଦସ୍ତ ସ୍ମାର୍ଟଫୋନ୍‌, ଡିଜାଇନ୍‌ ଠାରୁ ନେଇ ଫିଚର୍ସ ପର୍ଯ୍ୟନ୍ତ ସବୁକିଛି ବଢ଼ିଆ

ନୂଆବର୍ଷ ପାଖେଇ ଆସିଲାଣି। ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି। ତେବେ ଏମିତିରେ ଗିଫ୍ଟିଙ୍ଗ୍‌ କରିବା ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ। ପୂର୍ବ ତୁଳନାରେ ଏବେ ଅଧିକାଂଶ ଲୋକ ଡିଭାଇସେଜ୍‌ ଗିଫ୍ଟ କରିବାକୁ ବହୁତ ପସନ୍ଦ କରୁଛନ୍ତି। ଯଦିଓ ଲୋକ ବଜେଟ ରେଞ୍ଜ ହିସାବରେ ଅପ୍ସନ ଖୋଜିଥାନ୍ତି। ଏମିତିରେ ଯଦି ଆପଣ ମଧ୍ୟ ନିଜ ବନ୍ଧୁ ପରିଜନଙ୍କୁ ଗିଫ୍ଟ କରିବା ପାଇଁ ଏକ ଦମଦାର ଏବଂ ଜବରଦସ୍ତ ସ୍ମାର୍ଟଫୋନ୍‌ ଖୋଜରେ ଅଛନ୍ତି ତାହେଲେ ଆପଣଙ୍କ ପାଇଁ ବଢ଼ିଆ ସୁଯୋଗ ଆଉ ଭଲ ଅପ୍ସନ ରହିବ। ଯାହା ନା କେବଳ ବଜେଟରେ ଫିଟ୍‌ ହେବ ବରଂ ଏହାର ଡିଜାଇନ ଏବଂ ଏହାର ଫିଚର୍ସ ଏତେ ଜବରଦସ୍ତ ଯେ ଆପଣ ନିଜେ ବି ବିଶ୍ୱାସ କରିପାରିବେନି।

ଯେଉଁ ସ୍ମାର୍ଟଫୋନ୍‌ ବିଷୟରେ ଆମେ ଆପଣଙ୍କୁ କହୁଛୁ ତାର ନାମ ହେଉଛୀ Redmi A1। ଏହି ସ୍ମାର୍ଟଫୋନକୁ ଗ୍ରାହକ ଆମାଜନରେ କିଣିପାରିବେ ଏବଂ ଏହାକୁ ୨୮ପ୍ରତିଶତ ଡିସକାଉଣ୍ଟ ସହିତ ବିକ୍ରି କରାଯାଉଛି। ଯାହାପରେ ଏହାର ଦାମ୍‌ ୬,୪୯୯ ଟଙ୍କା ହୋଇଯିବ। ଏହା ବହୁତ ଶସ୍ତା ଏବଂ ଜବରଦସ୍ତ ସ୍ମାର୍ଟଫୋନ୍‌ କିନ୍ତୁ ଯଦି ଆପଣ ଭାବୁଛନ୍ତି ଏହି ସ୍ମାର୍ଟଫୋନର ଫିଚର୍ସ କମ୍‌ ରହିଛି ସେଥିପାଇଁ ଶସ୍ତା ଦାମ୍‌, ତେବେ ସେମିତି ଭାବିବା ଭୁଲ କାହିଁକିନା ଏମିତି ଜମା ବି ନୁହେଁ। ଏହି ସ୍ମାର୍ଟଫୋନରେ ଫିଚର୍ସ ଏବଂ ସ୍ପେସିଫିକେସନ୍ସ ବହୁତ ଜବରଦସ୍ତ ରହିଛି ଏବଂ ଆପଣଙ୍କୁ ଏହା ବହୁତ ପସନ୍ଦ ଆସିବ।

ଏବେ ଜାଣନ୍ତୁ ଫିଚର୍ସ ଏବଂ ସ୍ପେସିଫିକେସନ୍ସ

ଯଦି କଥା ହେବା ସ୍ପେସିଫିକେସନ୍ସ ଏବଂ ଫିଚର୍ସ ବିଷୟରେ ତେବେ ଏହି ସ୍ମାର୍ଟଫୋନରେ ଆପଣଙ୍କୁ 2GB RAM ଏବଂ 32GB ROM ସହିତ AI Dual Cam ମିଳିବ। କେବଳ ଏତିକି ନୁହେଁ ଗ୍ରାହକଙ୍କୁ ଏହି ସ୍ମାର୍ଟଫୋନ ସହିତ ୫୦୦୦mahର ଜବରଦସ୍ତ ବ୍ୟାଟେରୀ ମିଳିଯିବ। ଏହି ସ୍ମାର୍ଟଫୋନର ରିୟରରେ ଗ୍ରାହକଙ୍କୁ ଲେଦର ଟେକ୍ସଚର ଡିଜାଇନ୍‌ ମିଳିଥାଏ ଏବଂ ଏହା ବହୁତ ଷ୍ଟାଇଲିସ ବି ନଜର ଆସିଥାଏ। ସ୍ମାର୍ଟଫୋନରେ Android 12କୁ ସାମିଲ କରାଯାଇଛି। ମୋଟ ମିଶାଇ ଏକ ଜବରଦସ୍ତ ସ୍ମାର୍ଟଫୋନ ଆପଣ ପାଇବେ ତାହା ପୁଣି ବହୁତ କମ୍‌ ଦାମରେ।

ତେବେ ଆଉ କଣ ଭାବୁଛନ୍ତି ଡେରି କାହଁକି ଜଲଦି ଅଫରର ଲାଭ ଉଠାନ୍ତୁ ଆଉ ବହୁତ ଶସ୍ତା ମୂଲ୍ୟରେ ଜବରଦସ୍ତ ଫୋନ୍‌ କିଣନ୍ତୁ।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago