ଟେକ୍

ଦରକାର ପଡିବନି Truecaller, ବିନା କୌଣସି ଆପରେ ଏପରି ପତ୍ତା ଲାଗିପାରିବ କିଏ କରୁଛି ଆପଣଙ୍କୁ ଫୋନ୍‌

Truecaller ସବୁଠାରୁ ପପୁଲାର ଆପ୍‌। ପ୍ରାୟ ସମସ୍ତେ ଏହି ଆପର ବ୍ୟବହାର କରୁଛନ୍ତି। କାହିଁକିନା ଏହି ଆପର ଖାସିୟତ୍‌ ହେଉଛି ଏହା ଆପଣଙ୍କୁ ବତାଇଦେବ କିଏ ଆପଣଙ୍କୁ କଲ୍‌ କରୁଛି। ଅଜଣା ଅଚିହ୍ନା ଲୋକଙ୍କର ବି ପୂରା କୁଣ୍ଡଲୀ ଖୋଲି ସ୍କ୍ରୀନ ଉପରେ ଦେଖାଇଦିଏ ଏହି ଆପ୍‌। ଏହା ଜରିଆରେ ସ୍ପାମ୍‌ କଲର ବି ପତ୍ତା ଲାଗିପାରୁଛି। କିନ୍ତୁ ଥରେ ଭାବନ୍ତୁ ଯଦି ଏମିତି କିଛି ହେବ ଯେଉଁଥିରେ ଆପଣ ବିନା କୌଣସି ଆପରେ ଫ୍ରିରେ ପତ୍ତା ଲଗାଇପାରିବେ ଯେ ଆପଣଙ୍କୁ କିଏ ଫୋନ କରୁଛି, ତାହେଲେ ଆପଣ କଣ କହିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଗାମୀ ସମୟରେ ଏକ ଏମିତି ଫିଚର ଆମ ସମସ୍ତଙ୍କ ପାଇଁ ଜାରି କରାଯିବ। ଆଉ ଟ୍ରାଇ ଏହାକୁ ନେଇ ଯୋଜନା ମଧ୍ୟ ଆରମ୍ଭ କରିଦେଲାଣି।

ଟେଲିକମ୍‌ ରେଗୁଲେଟାରୀ ଅଥରିଟୀ ଅଫ୍‌ ଇଣ୍ଡିଆ (TRAI) ଏକ ଏପରି ଫିଚର ଉପରେ କାମ କରୁଛି ଯେଉଁଥିରେ ଦେଶର ସମସ୍ତ ସ୍ମାର୍ଟଫୋନ୍‌ ୟୁଜର୍ସ ସ୍ମାମ୍‌ କଲ୍‌ ଠାରୁ ରକ୍ଷା ପାଇପାରିବେ। TRAIର ଅଧିକାରୀଙ୍କ କହିବା କଥା ଯେ ଟ୍ରାଇ ଏକ ଏମିତି ସିଷ୍ଟମ ବନାଇବାକୁ ଚାହୁଁଛି ଯାହାଦ୍ୱାରା ସର୍ଭିସ ପ୍ରୋଭାଇଡର୍ସଙ୍କୁ ଏହି ଅନୁମତି ଦେଇଦିଆଯିବ ଯେ ସେ ଡିସପ୍ଲେରେ ଶୋ କରନ୍ତୁ ଯେ କିଏ ତାଙ୍କୁ ଫୋନ୍‌ କରୁଛି।

ଟ୍ରାଇ ଯେଉଁ ସିଷ୍ଟମ ଉପରେ କାମ କରିବାକୁ ଯୋଜନା କରୁଛି ତାହା ସ୍ମାର୍ଟଫୋନ୍‌ ୟୁଜର୍ସଙ୍କ କେଓ୍ଵାଇସୀ ଡିଟେଲ୍ସ ଉପରେ ଆଧାରିତ ହେବ। ଏହି ନୂଆ କଲର ଆଇଡି (Caller ID) ଫିଚର ୟୁଜର୍ସଙ୍କ ଅନୁମତିରେ କାମ କରିବ ଏବଂ ଏହା ମାଣ୍ଡାଟରୀ ହେବନାହିଁ। ଟେଲିକମ୍‌ କମ୍ପାନୀର ସବସ୍କ୍ରାଇବର୍ସ ଏହା ଚୟନ କରିପାରିବେ ଯେ ତାଙ୍କୁ ନିଜର ନାମ ଡିସପ୍ଲେ ଉପରେ ଦରକାର ନା ନାହିଁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାକୁ ନେଇ ଟ୍ରାଇ ବହୁତ ଜଲଦି ଏକ କନସଲଟେସନ ପେପର ଜାରି କରିବ ଏବଂ ଏହାପରେ ଏହାର ଫାଇନପ୍ରିଣ୍ଟ ମଧ୍ୟ ବାହାର କରିବ। ଯଦି ଏହି ଫିଚର ଆସିଯାଏ ତାହେଲେ ଟ୍ରୁକଲର ଭଳି ଆପ୍ସର ବ୍ୟବହାର କରିବାକୁ ଆଉ ପଡିବନାହିଁ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago