ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଟ୍ଵିଟର ନିଜ ଫ୍ଲିଟସ ଫିଚରକୁ ଗ୍ଲୋବାଲି ଲଞ୍ଚ୍ କରିଛି। ଧୀରେ ଧୀରେ ଏହାକୁ ସାରା ବିଶ୍ୱର ୟୁଜରଙ୍କ ପାଇଁ ଉପଲବ୍ଧ କରାଯିବ। ଫ୍ଲିଟ୍ସ ଟ୍ଵିଟର ଆପ୍ରେ ସବୁଠୁ ଉପରେ ହ୍ଵାଟ୍ସ ଆପ୍ ଷ୍ଟୋରେଜ୍ ଭଳି ନଜର ଆସିବ। ଏହି ଫିଚର ମାଧ୍ୟମରେ ୟୁଜର୍ସ ଫଟୋ ଓ ଭିଡିଓ ପୋଷ୍ଟ କରିପାରିବେ, ଯାହା ଆପେ ଆପେ ୨୪ ଘଣ୍ଟା ପରେ ଗାୟବ ହୋଇଯିବ।
Twitter Fleets ର ଗ୍ଲୋବାଲ ଲଞ୍ଚିଂକୁ ନେଇ ଟ୍ଵିଟରର ଡିଜାଇନ୍ ଡାଇରେକ୍ଟର ଜୋସୁଆ ହାରିସ ଏକ ଭର୍ଚୁଆଲ ପ୍ରେସ କନ୍ଫରେନ୍ସରେ କହିଛନ୍ତି ଯେ ‘ଟେଷ୍ଟିଂ ବେଳେ ଆମେ ଦେଖିଲୁ ଯେ ଲୋକମାନେ Fleets ମାଧ୍ୟମରେ ନିଜ ମନ କଥାକୁ ସହଜରେ ଅଭିବ୍ୟକ୍ତ କରିପାରୁଛନ୍ତି।
ସେ କହିଛନ୍ତି ଟ୍ଵିଟର ପାଇଁ ଖୁବ୍ଶୀଘ୍ର ଏକ ଅଡିଓ ସ୍ପେସ୍ ନାମକ ନୂଆ ଫିଚର ମଧ୍ୟ ଜାରି କରାଯିବ ଯାହା ପ୍ରଥମେ ଟେଷ୍ଟିଂ ପାଇଁ ଅଳ୍ପ କିଛି ୟୁଜରଙ୍କ ଲାଗି ରିଲିଜ୍ ହେବ। ଅଡିଓ ସ୍ପେସ୍ ଜରିଆରେ ୟୁଜର୍ସ କୌଣସି କଥାକୁ ନେଇ ଆଲୋଚନା ବି କରିପାରିବେ ବୋଲି ହାରିସ କହିଛନ୍ତି।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…