ଟ୍ଵିଟରରେ ସାଙ୍ଗସାଥୀଙ୍କୁ ଅଧିକ ମେସେଜ୍ ପଠାଇବାକୁ ଚାହୁଁଥିବା ୟୁଜର୍ସଙ୍କ ଲାଗି ଖୁସି ଖବର। ଖୁବ୍ଶୀଘ୍ର ଟ୍ଵିଟ୍ର ନିଜ ମାଇକ୍ରୋ ବ୍ଲଗିଂ ସାଇଟ୍ରେ ୧୦,୦୦୦ ଅକ୍ଷରରେ ଟ୍ଵିଟ୍ କରିବା ସୁବିଧା ଉପଲବ୍ଧ କରିବାକୁ ଯାଉଛି। ସାଧାରଣ ମେସେଜ୍ ଭଳି ଏବେ ଆପଣ ଟ୍ଵିଟରରେ ମଧ୍ୟ କ୍ୟାପସନ୍ ଦେଇପାରିବେ। ଆଉ ସଂଖ୍ୟା ପାଇଁ ଚିନ୍ତା କରିବାକୁ ପଡ଼ିବନାହିଁ। ଏହି ଅପ୍ଡେଟ୍ ଆସିବା ପରେ ବ୍ୟବହାରକାରୀ ସହଜରେ କୌଣସି ପୋଷ୍ଟରେ ବଡ଼ ବଡ଼ କ୍ୟାପସନ୍ ଲେଖିପାରିବେ।
ଏହାସହ ପଢ଼ନ୍ତୁ: ଏଣିକି ଇନ୍ଷ୍ଟାଗ୍ରାମ୍ରୁ ମଧ୍ୟ ଆପଣ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା
ସୂଚନାଯୋଗ୍ୟ ଯେ, ପୂର୍ବରୁ ଟ୍ଵିଟରରେ କେବଳ ୧୪୦ଟି ଅକ୍ଷର ଲେଖିବାର ସୁଯୋଗ ଥିଲା। ଏଣୁ ବ୍ୟବହାରକାରୀ ଯାହା ବି କ୍ୟାପସନ୍ ଲେଖିବାକୁ ଚାହୁଁଥିଲେ, ତାହାକୁ ଛୋଟ କରି ଲେଖୁଥିଲେ। ଫଳରେ ବେଳେବେଳେ ସମ୍ପୂର୍ଣ୍ଣ ବିବରଣୀ ଲେଖିପାରୁନଥିଲେ। କିନ୍ତୁ ବର୍ତ୍ତମାନ ଟ୍ଵିଟର ନୂଆ ଫିଚର ଆଣିବାକୁ ଯାଉଛି। ଏହି ଫିଚର ଅପ୍ଡେଟ୍ ହେବା ପରେ ୟୁଜର୍ସ ୧୦ ହଜାର ଅକ୍ଷର ପର୍ଯ୍ୟନ୍ତ ମେସେଜ୍ ଲେଖିପାରିବେ।
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…
ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍ ଏହା ଉପରେ ମୋହର ମାରିଛି । କଂଗ୍ରେସର…
ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା । ବାଚ୍ନିକ ଭୋଟରେ ନିର୍ବାଚିତ ହେଲେ ଓମ୍ ବିର୍ଲା…
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…