ବ୍ୟବସାୟ ଓ ଅର୍ଥନୀତି

ସ୍ଥିର ଅଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜି କେତେ ଅଛି ରେଟ୍

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୮ ପଇସା ହ୍ରାସ ପାଇ ୧୦୩ ଟଙ୍କା ୦୧ ପଇସା ଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୮ ପଇସା ହ୍ରାସ ପାଇ ୯୪ ଟଙ୍କା ୫୮ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୮୦ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୪୦ ପଇସା ରହିଛି।

ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ | ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

ତେବେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

 

 

Niharanjan

Recent Posts

ଅଭିନେତା ଫିରୋଜ ଖାନଙ୍କ ହାର୍ଟଆଟାକରେ ମୃତ୍ୟୁ, ଅମିତାଭ ବଚ୍ଚନଙ୍କ ମିମିକ୍ରି କରି ପାଇଥିଲେ ପରିଚୟ

‘ଭାବିଜୀ ଘର ପର ହୈ’ ଅଭିନେତା ଫିରୋଜ ଖାନଙ୍କ ପରଲୋକ । ଅମିତାଭ ବଚ୍ଚନଙ୍କ ମିମିକ୍ରି ଏବଂ ଅଭିନୟ କରୁଥିବା…

15 mins ago

ଦିଲ୍ଲୀରେ ୨୫ରେ ସାର୍ବଜନିକ ଛୁଟି; ଦୁଇ ଦିନ ବନ୍ଦ ରହିବ ସମସ୍ତ ମଦ ଦୋକାନ, ଭୋର୍‌ ୪ଟାରୁ ଗଡ଼ିବ ମେଟ୍ରୋ

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମେ’ ୨୫ରେ ଦିଲ୍ଲୀରେ ମତଦାନ ହେବ । ମତଦାନକୁ ନେଇ ନିର୍ବାଚନ ଆୟୋଗ ଏବଂ…

19 mins ago

Truecallerରେ ଆସିଲା ଦମଦାର AI ଫିଚର, ଏବେ କ୍ରିଏଟ କରିପାରିବେ ନିଜର ଡିଜିଟାଲ ଭଏସ୍

Truecaller ନିଜର ୟୁଜରମାନଙ୍କ ପାଇଁ ଏକ ଦମଦାର AI ଫିଚର ଆଣିଛି । ଏହି ଫିଚର ମାଧ୍ୟମରେ, ଉପଭୋକ୍ତାମାନେ ସେମାନଙ୍କର…

31 mins ago

ବାପାକୁ ପଛରେ ପକାଇ ପ୍ରଥମେ ଏଭେରେଷ୍ଟର ଶିଖରରେ ପହଞ୍ଚିଲା ଝିଅ, ୧୬ ବର୍ଷ ବୟସରେ ପାଇଲେ ସଫଳତା

ଏଭେରେଷ୍ଟ ଦୁନିଆର ସବୁଠାରୁ ଉଚ୍ଚତମ ଶୃଙ୍ଗ । ଏହି ପର୍ବତ ଉପରେ ଚଢ଼ି ରେକର୍ଡ କରିବା ପାଇଁ ଅନେକ ପର୍ବତାରୋହୀଙ୍କର…

39 mins ago

ଡାଇବେଟିସ୍‌ ରୋଗୀ ଆମ୍ବ ଖାଇବା ଉଚିତ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ବର୍ତ୍ତମାନ ବଜାରରେ ଆମ୍ବ ବିକ୍ରି ହେବାକୁ ଲାଗିଛି । ତେବେ ଆମ୍ବ ଖାଇବାକୁ ପସନ୍ଦ କରୁଥିବା ଲୋକମାନେ ଗ୍ରୀଷ୍ମରେ ଆମ୍ବକୁ…

52 mins ago

ଶୁନଶାନ୍‌ ରାତିରେ ମନ୍ଦିରରେ ଘଣ୍ଟି ବଜାଇଲା ଭାଲୁ

ଜୟପୁର (କେନ୍ୟୁଜ) : ଏତେ ରାତିରେ କିଏ ବଜାଉଥିଲା ଘଣ୍ଟି । ରାତିରେ ନ ଶୋଇ ଏମିତି କିଏ ଘଣ୍ଟି…

2 hours ago