ବ୍ୟବସାୟ ଓ ଅର୍ଥନୀତି

ସାଧାରଣ ଜନତାଙ୍କୁ ଲାଗିପାରେ ବଡ ଝଟକା ! ପେଟ୍ରୋଲ ଭରିବା ପୂର୍ବରୁ ୫ ଟଙ୍କା ଅଧିକ ଦେବାକୁ ହୋଇଯାନ୍ତୁ ପ୍ରସ୍ତୁତ

ଏବେ ଆପଣ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଗଲେ ଅଧିକ ଟଙ୍କା ଅର୍ଥାତ ୪ ରୁ ୫ ଟଙ୍କା ଅଧିକ ଦେବାକୁ ପ୍ରସ୍ତୁତ ହୋଇଯାନ୍ତୁ। କାହିଁକିନା ଆଗାମୀ ମାସ ଠାରୁ ସରକାର ତୈଳ ମାର୍କେଟିଂ କମ୍ପାନୀ ପେଟ୍ରୋଲ-ଡିଜେଲର ଦାମ ପ୍ରତିଦିନ ରିଭାଇଜ୍‌ କରିବା ପ୍ରସ୍ତୁତିରେ ଅଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ତେଲ ମାର୍କେଟିଙ୍ଗ କରୁଥିବା ସରକାରୀ କମ୍ପାନୀ କ୍ଷୁଦ୍ର ଇନ୍ଧନକୁ ନେଇ ଗତ ସପ୍ତାହ ଏକ ବୈଠକ ବସିଥିଲା।

ସୂଚନା ଅନୁଯାୟୀ ଏହି ବୈଠକରେ ବର୍ତ୍ତମାନର ଅବସ୍ଥାକୁ ଦେଖି ଲକଡାଉନ ପରର ସ୍ଥିତି ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ଲକଡାଉନ ପରେ ପେଟ୍ରୋଲ-ଡିଜେଲ ଦର ପୂର୍ବଭଳି ପ୍ରତିଦିନ ରିଭାଇଜ୍‌ କରିବାରେ ମଧ୍ୟ ଚର୍ଚ୍ଚା ହୋଇଛି। LOC ୱେବସାଇଟ ଅନୁଯାୟୀ ଦିଆଯାଇଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ଶୁକ୍ରବାର ଦିନ ଏକ ଲିଟର ପେଟ୍ରୋଲର ଦାମ ୭୧.୨୬ ଟଙ୍କା ରହିଛି। ସେହିପରି ଡିଜେଲରେ ଦର ୬୯.୩୯ ଟଙ୍କା ପ୍ରତି ଲିଟର ରହିଛି।

ପଞ୍ଚମ ପର୍ଯ୍ୟାୟ ଲକଡାଉନ ହେବା ପରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ। ସୂଚନା ଅନୁଯାୟୀ ଲକଡାଉନ କାରଣରୁ କରୁରୀ ସେବାକୁ ଛାଡି ଅନ୍ୟ ପ୍ରକାରର ଯାତାୟତ ବନ୍ଦ ଥିଲା। ଏହି କାରଣରୁ ତୈଳ କମ୍ପାନୀକୁ ଗଭୀର କ୍ଷତି ସହିବାକୁ ପଡିଛି।

Pritiparna

Recent Posts

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

18 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

23 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

24 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

30 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

47 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

53 mins ago