ଲଞ୍ଚ ପୂର୍ବରୁ ଲିକ୍‌ ହେଲା ଦୁନିଆର ପ୍ରଥମ ଫ୍ରେମଲେସ୍‌ ଟିଭି, ବହୁତ ଜଲଦି କରିପାରେ ବଜାର ପ୍ରବେଶ

ସାମସଙ୍ଗ୍‌ ଦୁନିଆର ପ୍ରଥମ ଫ୍ରେମଲେସ୍‌ ଟିଭି ଲଞ୍ଚ କରିବାର ପ୍ରସ୍ତୁତିରେ ରହିଛି। କିନ୍ତୁ ଲଞ୍ଚ ପୂର୍ବରୁ ସାମସଙ୍ଗର ଅପକମିଙ୍ଗ୍‌ ଟ୍ରୁ ଭେଜେଲ ଲେସ୍‌ 8K Tvର ଫଟୋ ଲିକ୍‌ ହୋଇଯାଇଛି। ଏହି ଲିକ୍‌ ଫଟୋକୁ ସାମସଙ୍ଗ ଟିଭିର ମାର୍କେଟିଙ୍ଗ୍‌ ମ୍ୟାଟେରିଆଲ ବୋଲି କୁହାଯାଉଛି। ଲିକ ହୋଇଥିବା ଫଟୋରେ ଦେଖାଯାଉଛି ଯେ ଏହି ଟିଭିରେ କୌଣସି ଫ୍ରେମ ଦିଆଯାଇନାହିଁ ଅର୍ଥାତ ଫ୍ରେମଲେସ୍‌ ଟିଭି।

ସୂଚନା ମୁତାବକ ଏହି ଟିଭିର ଅଫିସିଆଲ ନାମ Q900T କିମ୍ବା Q950T ରଖାଯିବ ବୋଲି ଅନୁମାନ କରାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ ସାମସଙ୍ଗର ପ୍ରଥମ true bezel less ରେ ଇନ-ହାଉସ୍‌-ଓ୍ଵାନ କଣ୍ଟାକ୍ଟ ବକ୍ସ ମିଳିବ। ଏଥିରେ କମ୍ପାନୀର ହାଇ-ଆଣ୍ଡ-ଟିଭି ଭଳି ଓ୍ଵାନ୍‌-କଣ୍ଟାକ୍ଟ ଫଙ୍କସନର ସପୋର୍ଟ ମିଳିବ। ଏହାଛଡା ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ CES 2020ରେ ବହୁପ୍ରତିକ୍ଷିତ ଟ୍ରୁ ଭେଜେଲ ଲେସ୍‌ 8K TV ସହିତ 4K TVର ବହୁତ ମଡେଲସ୍‌ ମଧ୍ୟ ଲଞ୍ଚ କରାଯିବ।

Pritiparna

Recent Posts

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

2 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

27 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

38 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

55 mins ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

1 hour ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

1 hour ago