ରାଜ୍ୟ

ବ୍ରହ୍ମପୁର ଭୀମରାଓପେଟାରେ ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ: ୧୫ ଗିରଫ, ୭ଲକ୍ଷ ୬୮ହଜାର ୭୧୦ଟଙ୍କା ଜବତ

ବ୍ରହ୍ମପୁର: ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ। ବ୍ରହ୍ମପୁର ଟାଉନ ଥାନାର ଭୀମରାଓପେଟା ଠାରେ ଏକ ଘରେ ଜୁଆ ଖେଳ ଚାଲିଥିବା ନେଇ ଗତରାତିରେ ପୋଲିସ…

5 years ago

ବାଲେଶ୍ୱର ଅଚ୍ୟୁତପୁର ୩ମହଲା ବିସ୍ଫୋରଣ ମାମଲା, ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ମହାନ୍ତି ମୟୂରଭଞ୍ଜ ବଡ଼ସାହିରୁ ଗିରଫ

ବାଲେଶ୍ୱର: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ୩ମହଲା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ମହାନ୍ତିକୁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରୁ ଗିରଫ…

5 years ago

୫T ସଚିବଙ୍କ ନବରଙ୍ଗପୁର ଗସ୍ତ ପରେ ନୂଆ ରୂପରେ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବେଶରେ ସୁଧାର

ନବରଙ୍ଗପୁର: ସେପଟେ ୫T ସଚିବଙ୍କ ନବରଙ୍ଗପୁର ଗସ୍ତ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବେଶରେ ସୁଧାର ଆସିଛି। ପରିବେଶ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଆଯାଉଛି। ରୋଗୀ ମାନେ କିଭଳି…

5 years ago

ବିଜେପୁର ଉପନିର୍ବାଚନ ପାଇଁ ବରପାଲିରେ ଗାଡି ଚେକିଂ ବେଳେ ଜବତ ହେଲା ୧୯ଲକ୍ଷ ଟଙ୍କା

ବିଜେପୁର: ବିଜେପୁର ଉପନିର୍ବାଚନ ଆଗରୁ ଟଙ୍କା ଜବତ। ବରପାଲିରେ ଗାଡି ଚେକିଂ ବେଳେ ଜବତ ହେଲା ୧୯ଲକ୍ଷ ଟଙ୍କା । ଚିନାଜୁରି ଚାରିଛକଠାରେ ଧରିଲା ପୋଲିସ। କାର…

5 years ago

ପୁଣି ପୂଜା ପାଇଲେ ବିବାଦୀୟ ସାରଥୀ, ଭଦ୍ରକ ମଠସାହିରେ ପୂଜାର୍ଚ୍ଚନା ବେଳେ ପୋଲିସର ଚଢାଉ

ଭଦ୍ରକ : ସାରଥୀ ରିଟର୍ଣ୍ଣସ୍‌। ପୁଣି ପୂଜା ପାଇଲେ ବିବାଦୀୟ ସାରଥୀ ଓରଫ ସନ୍ତୋଷ ରାଉଳ । ସାରଥୀଙ୍କ ଫୋଟରେ ରଖି ପୂଜାର୍ଚ୍ଚନାରେ ନିମଗ୍ନ ହେଲେ ଭକ୍ତ।…

5 years ago

ପୂଜା ଛୁଟି ସରିବା ପରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ, ଭୋଟରଙ୍କୁ ଆକର୍ଷିତ କରିବାରେ ତିନି ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର

ବିଜେପୁର : ପାଖଉଛି ବିଜେପୁର ଉପନିର୍ବାଚନ । ସେପଟେ ବଢୁଛି ପ୍ରଚାର ତାତି। ଦୂର୍ଗାପୂଜା ଛୁଟି ସରିବା ପରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ…

5 years ago

ମାଲକାନଗିରିରେ ଯୋଗାଣ ବିଭାଗର ଚଢ଼ାଉ, ବିନା ଲାଇସେନ୍ସ ଏବଂ ଅଗ୍ନି ନିର୍ବାପକ ସ୍ୱିକୃତି ପାଇନଥିବାରୁ ଦୁର୍ଗା ଫିଲିଙ୍ଗ ଷ୍ଟେସନ୍‌କୁ କରାଗଲା ସିଲ୍‌

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଯୋଗାଣ ବିଭାଗର ଚଢ଼ାଉ । ବିନା ଲାଇସେନ୍ସ ଏବଂ ଅଗ୍ନି ନିର୍ବାପକ ସ୍ୱିକୃତି ପାଇନଥିବାରୁ ଦୁର୍ଗା ଫିଲିଙ୍ଗ ଷ୍ଟେସନ୍‌କୁ ସିଲ୍‌ କରାଯାଇଛି ।…

5 years ago

ବଙ୍ଗାଳୀ ଯୁବକ କଟକରେ ନିଖୋଜ, ସ୍ବାମୀଙ୍କୁ ଖୋଜି ଆଣିବାକୁ ପତ୍ନୀଙ୍କ କାକୁତି ମିନତୀ

କଟକ: ବଙ୍ଗାଳୀ ଯୁବକ କଟକରେ ନିଖୋଜ । ପତ୍ନୀ ବୁଲୁଛନ୍ତି ଥାନାରୁ ଥାନା। କଟକରୁ କଲିକତା ଯିବାକୁ ବାହାରି ଥିବା ଜଣେ ସୁନା କାରିଗର ଗତ ୫…

5 years ago

ବାଲେଶ୍ୱର: ସୋର ସିନେମା ହଲ ନିକଟ ମା’ମଙ୍ଗଳା ଗହଣା ଦୋକାନୀଙ୍କଠାରୁ ବନ୍ଧୁକ ଦେଖାଇ ଲୁଟି ନେଲେ ଦୁର୍ବୁତ୍ତ

ବାଲେଶ୍ୱର: ବନ୍ଧୁକ ଦେଖାଇ ଲୁଟ୍‌ । ବାଲେଶ୍ୱର ଜିଲ୍ଲା ସୋର ସିନେମା ହଲ ନିକଟ ମା ମଙ୍ଗଳା ଗହଣା ଦୋକାନୀଙ୍କଠାରୁ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି ଦୁର୍ବତ୍ତ…

5 years ago

ବିତିଗଲାଣି ୪୦ ଘଣ୍ଟାରୁ ଅଧିକ ସମୟ, କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିଖୋଜ ଯୁବକ ଦେବବ୍ରତଙ୍କ ମିଳୁନି ସନ୍ଧାନ

କଟକ : ୪୦ ଘଣ୍ଟାରୁ ଅଧିକ ସମୟ ବିତିଲା । ତଥାପି କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିଖୋଜ ଯୁବକ ଦେବବ୍ରତଙ୍କ ସନ୍ଧାନ ମିଳୁନି…

5 years ago