ରାଜ୍ୟ

ଆଜି ଗଜଲକ୍ଷ୍ମୀ ପୂଜା, ଚଳଚଞ୍ଚଳ ଶିଳ୍ପନଗରୀ ଅନୁଗୁଳ ଓ କେନ୍ଦ୍ରାପଡ଼ା ସହର

କେନ୍ୟୁଜ୍: ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା । ଧରାବତରଣ କରିବେ ମାଆ। ଏଥିପାଇଁ ଚଳଚଞ୍ଚଳ ସାରା ଓଡିଶା। ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ଗଜଲକ୍ଷ୍ମୀଙ୍କ ଆବାହନ…

5 years ago

ନୀଳଗିରି: ରାତି ଅଧରେ ଯାତ୍ରୀବାହୀ ବସ୍ ଡ୍ରାଇଭରଙ୍କୁ ମାଡ ମାରି ବନ୍ଧୁକ ମୁନରେ ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର(କେନ୍ୟୁଜ୍) : ଲୁଟେରାଙ୍କ ଟାର୍ଗେଟ୍‌ରେ ନାଇଟକୋଚ୍ ବସ୍‌। ରାତି ଅଧରେ ଯାତ୍ରୀବାହୀ ବସ୍ ଡ୍ରାଇଭରଙ୍କୁ ମାଡ ମାରି ବନ୍ଧୁକ ମୁନରେ ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ନୀଳଗିରି…

5 years ago

ଭିକାରୀମୁକ୍ତ ହେଲା ପୁରୀ ଶ୍ରୀ ମନ୍ଦିର ସିଂହଦ୍ୱାର ଅଞ୍ଚଳ, ୧୯୫ ଜଣଙ୍କୁ କରାଯାଇଛି ସ୍ଥାନାନ୍ତରିତ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଅଞ୍ଚଳ ଏବେ ଭିକାରୀମୁକ୍ତ । ଶ୍ରୀମନ୍ଦିର ପାର୍ଶ୍ୱରୁ ୧୯୫ ଜଣ ଭିକାରୀଙ୍କୁ ସ୍ଥାନାନ୍ତର କରାଯାଇଛି। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ…

5 years ago

ଭଣ୍ଡାରୀପୋଖରୀ ଦମକଳ କେନ୍ଦ୍ର ନିକଟରେ କାର୍‌କୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ, ୫ ଆହତ

ଭଦ୍ରକ(କେନ୍ୟୁଜ୍): କାର୍‌କୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ। ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି। ୧୬ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ନିକଟ ଦମକଳ କେନ୍ଦ୍ର ନିକଟରେ ଗତକାଲି…

5 years ago

ଆଜି କୁମାର ପୂର୍ଣ୍ଣମୀ, ସକାଳୁ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଆଞ୍ଜୁଳି ଟେକିଛନ୍ତି କୁମାରୀମାନେ

ଭୁବନେଶ୍ବର(କେନ୍ୟୁଜ୍): ଆଜି କୁମାର ପୂର୍ଣ୍ଣମୀ। ଭଲ ବରଟିଏ ପାଇଁ ଉପବାସ ରଖିଛନ୍ତି କୁମାରୀ। ସକାଳୁ ସକାଳୁ କୁମାରୀମାନେ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଆଞ୍ଜୁଳି ଟେକିଥିଲେ। ଡାଲାରେ…

5 years ago

ଏଣିକି ଅବହେଳିତ ଚାଷୀଙ୍କୁ ଦିଆଯିବ ଗୁରୁତ୍ୱ, କାର୍ଯ୍ୟକାରୀ ହେବ କୃଷକ କଲ୍ୟାଣ ପାଣ୍ଠି

ଭୁବନେଶ୍ବର(କେନ୍ୟୁଜ୍) : ଏଣିକି ଅବହେଳିତ ଚାଷୀଙ୍କୁ ଦିଆଯିବ ଗୁରୁତ୍ୱ । କାଳିଆ ପରେ ଦୟନୀୟ ସ୍ଥିତିରେ ଥିବା ଚାଷୀଙ୍କୁ ମିଳିବ ସହାୟତା । ସେମାନଙ୍କ ପାଇଁ କାର୍ଯ୍ୟକାରୀ…

5 years ago

ଆଜି ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଉତ୍ସବ

ଭୁବନେଶ୍ବର(କେନ୍ୟୁଜ୍): ଗଣକବି ବୈଷ୍ଣବ ପାଣିଙ୍କ ଆଜି ଜୟନ୍ତୀ ଉତ୍ସବ। ରାଜ୍ୟ ତଥା ରାଜ୍ୟ ବାହାରେ ପାଳନ କରାଯାଉଛି କବିଙ୍କ ଜୟନ୍ତୀ ଉତ୍ସବ । ଏକାଧାରରେ ସେ ଥିଲେ…

5 years ago

ଆସନ୍ତାକାଲିଠାରୁ ଆରମ୍ଭ ହେବ ମହାକାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା

ପୁରୀ(କେନ୍ୟୁଜ୍): ଆସନ୍ତାକାଲିଠାରୁ ଆରମ୍ଭ ହେବ ମହାକାର୍ତ୍ତିକ ବ୍ରତ । ପୁରୀରେ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଚଳିତବର୍ଷ ୩ହଜାରରୁ ଅଧିକ ହବିଷ୍ୟାଳୀଙ୍କ ପାଇଁ…

5 years ago

ଭୁବନେଶ୍ୱର: ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଲେ ଆର ଏସ ଏସ ମୁଖ୍ୟ ମୋହନ ଭାଗବତ, କହିଲେ ସମାଜ ବଦଳିଲେ ଦେଶର ଭାଗ୍ୟ ବଦଳିବ

ଭୁବନେଶ୍ୱର(କେନ୍ୟୁଜ୍):  ସମାଜ ବଦଳିଲେ ଦେଶର ଭାଗ୍ୟ ବଦଳିବ । ସମାଜକୁ ପରିବର୍ତ୍ତନ କରିବା ସମସ୍ତଙ୍କ ଦାୟିତ୍ୱ । ଶ୍ରେଷ୍ଠ ବିଚାରଧାରା ବ୍ୟକ୍ତି ସମାଜ ବଦଳାଇପାରିବେ । ଭୁବନେଶ୍ୱରରେ…

5 years ago

ସେକେଣ୍ଡ ସଟର ଡେ’ରେ ଆରଟିଓ ୱାନ ଅଫିସ ବନ୍ଦ ନୋଟିସ, ପୋଷ୍ଟର ମରାକୁ ନେଇ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା

ଭୁବନେଶ୍ବର(କେନ୍ୟୁଜ୍):   ସେକେଣ୍ଡ ସଟର ଡେ'ରେ ଆରଟିଓ ୱାନ ଅଫିସ ବନ୍ଦ ନେଇ ପୋଷ୍ଟର ମରାରୁ ଉତ୍ତେଜନା। ଭୁବନେଶ୍ୱର ଆଚାଯ୍ୟର୍ବିହାର ଠାରେ ଥିବା ଆରଟିଓ ୱାନ ଅଫିସ ଆଜି…

5 years ago