ମୁମ୍ବାଇ:ହାଜର ହେଲେ ଅନୁରାଗ କଶ୍ୟପ। ଅଭିନେତ୍ରୀ ପାୟଲ ଘୋଷଙ୍କ ଅଭିଯୋଗ ପରେ ଅଡୁଆରେ ଫିଲ୍ମ ମେକର ଅନୁରାଗ କଶ୍ୟପ । ମୁମ୍ବାଇ ପୋଲିସ ଅନୁରାଗଙ୍କୁ ସମନ କରିଥିଲା । ଭେରୋସୋଭା ପୋଲିସ ଷ୍ଟେସନରେ ସେ ହାଜର ହେବାକୁ ସମନ ହୋଇଥିଲା । ଏବେ ସେ ହାଜର ହୋଇଛନ୍ତି ।
ଆଜି ପ୍ରଥମ ଥର ଅନୁରାଗ କଶ୍ୟପଙ୍କୁ ପଚରାଉଚରା କରାଯିବ । ଅନୁରାଗ କଶ୍ୟପଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ କରୁନଥିବା କହିଥିଲେ ଅଭିନେତ୍ରୀ ପାୟଲ ଘୋଷ । ଅନୁରାଗଙ୍କ ଗିରଫ ଦାବି କରିଥିଲେ ପାୟଲ ଘୋଷ । ଗିରଫ କରାନଗଲେ ସେ ଅନଶନରେ ବସିବେ ବୋଲି କହିଥିଲେ । ଅନୁରାଗ କଶ୍ୟପ ପାୟଲଙ୍କୁ ଦୁର୍ବ୍ୟବହାର ଓ ମି-ଠୁ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ବଲିଉଡରେ କିଛି ଦିନ ହେଲାଣି ଚର୍ଚ୍ଚା ଜୋର ଧରିଛି ।
ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…
ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…
ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…
କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…
ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…
ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…