ମନୋରଂଜନ

ବଲିଉଡ୍‌ ଆକ୍ଟର ଅର୍ଜୁନ କପୁରଙ୍କୁ କରୋନା, ଅଧାରୁ ବନ୍ଦ କଲେ ସୁଟିଂ

ବଲିଉଡ୍‌ ଅଭିନେତାଙ୍କ କବାଟ ବାଡେଇଲା କରୋନା ଭାଇରସ୍‌। ଆକ୍ଟର ଅର୍ଜୁନ କପୁର ହୋଇଛନ୍ତି କରୋନା ସଂକ୍ରମିତ। ରବିବାର ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଖବର ବିଷୟରେ ଜଣାଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ଏହା ବିଷୟରେ ପୋଷ୍ଟ କରି ଲେଖିଛନ୍ତି, ‘ ମୁଁ ସୁସ୍ଥ ଅନୁଭବ କରୁଛି। ମୋର ରିପୋର୍ଟ ପଜିଟିଭ୍‌ ଆସିବା ପରେ ମୁଁ ଡାକ୍ତରଙ୍କ ପରାମର୍ଶକ୍ରମେ ନିଜକୁ କ୍ୱାରେଣ୍ଟିନ କରି ରଖିଛି।

ଆଜି ସକାଳୁ ହିଁ ତାଙ୍କ କରୋନା ରିପୋର୍ଟ ସାମ୍ନାକୁ ଆସିଲା। ସେହିପରି ଏହାମଧ୍ୟ ଜଣାପଡିଛି ଯେ ତାଙ୍କ ଗାର୍ଲଫ୍ରେଣ୍ଡ ମଲାଇକା ଆରୋରା ମଧ୍ୟ କରୋନା ପଜିଟିଭ୍‌ ହୋଇଛନ୍ତି। କିନ୍ତୁ ଏବେ ପଯ୍ୟର୍ନ୍ତ ମଲାଇକା ପଜିଟିଭ ହୋଇଥିବା କଥା ସ୍ପଷ୍ଟ କରିନାହାନ୍ତି।  ତେବେ ଜଣାପଡିଛି ଯେ ପଜିଟିଭ୍‌ ଜଣାପଡିବା ପରେ ଅଭିନେତ୍ରୀ ରକୁଲ ପ୍ରୀତଙ୍କ ସହିତ ଚାଲିଥିବା ଫିଲ୍ମ ସୁଟିଂକୁ ସେ ଅଧାରୁ ବନ୍ଦ କରିଛନ୍ତି।

Pritiparna

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

32 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

48 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

52 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

1 hour ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago