ପୂର୍ବତନ ବିଗ୍ବସ୍ ପ୍ରତିଯୋଗୀ ସ୍ୱାମୀ ଓମ୍ଙ୍କ ପରଲୋକ ଘଟିଛି। ସେ ଦୀର୍ଘ କିଛି ମାସ ଧରି ରୋଗାଗ୍ରସ୍ତ ଥିଲେ। ୩ ମାସ ତଳେ ତାଙ୍କୁ କରୋନା ହୋଇଥିଲା। ପରେ ତାଙ୍କର ଚିକିତ୍ସା ଏମ୍ସରେ ଜାରି ରହିଥିଲା। କିଛି ଦିନ ତଳେ ସେ ମେଡିକାଲରୁ ଡିସ୍ଚାର୍ଜ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ। କିଛି ସମୟ ପୂର୍ବରୁ ସେ ଏନ୍ସିଆର ସ୍ଥିତ ଡିଏଲ୍ଏଫ୍ ଅଙ୍କୁର ବିହାରର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଏନେଇ ତାଙ୍କ ବନ୍ଧୁ ମୁକେଶ ଜୈନ୍ଙ୍କ ପୁଅ ଅର୍ଜନ୍ ଜୈନ୍ ସୂଚନା ଦେଇଛନ୍ତି। ଅର୍ଜୁନ୍ କହିଛନ୍ତି, ୧୫ ଦିନ ତଳେ ସ୍ୱାମୀ ଜୀଙ୍କୁ ପାରାଲିସିସ୍ ଆଟାକ୍ ହୋଇଥିଲା। ସେବେ ଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା ଓ ଆଜି ତାଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଦିଲ୍ଲୀର ବୋଧଘାଟରେ ତାଙ୍କ ଅନ୍ତିମ ସଂସ୍କାର ହେବ ବୋଲି ଜଣାଯାଇଛି।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…