Categories: ମନୋରଂଜନ

ଓ୍ଵାର୍ଲ୍ଡ ବୁକ୍‌ ଅଫ୍‌ ରେକର୍ଡସରେ ସମ୍ମାନିତ ହେଲେ ଦିଲୀପ କୁମାର

ଲୋକପ୍ରିୟ ଅଭିନେତା ଦିଲୀପ କୁମାର ବଲିଉଡରେ ଅନେକ ବର୍ଷ ହେବ ନିଜର ଅଭିନୟରେ ଲୋକମାନଙ୍କ ମନରେ ରାଜ୍‌ କରିଛନ୍ତି। ବଲିଉଡରେ ନିଜର ଯୋଗ ଦେବା ପାଇଁ ଦିଲୀପ କୁମାରଙ୍କୁ ତାଙ୍କର ୯୭ତମ ଜନ୍ମଦିନରେ ଓ୍ଵାଲର୍ଡ ବୁକ୍‌ ଅଫ୍‌ ରେକର୍ଡସ ଲଣ୍ଡନ ଦ୍ୱାରା ଗୋଲ୍ଡେନ ଏରା ଅଫ୍‌ ବଲିଉଡ୍‌ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି।

ସୂଚନା ମୁତାବକ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ କାଲି ଏହି ଆଓ୍ଵାର୍ଡ ନେବା ପାଇଁ ଉପସ୍ଥିତ ହୋଇପାରିନଥିବାରୁ ତାଙ୍କ ଭାଇ ଅସଲମ ଖାନ୍‌ ଏହି ଆଓ୍ଵାର୍ଡ ଗ୍ରହଣ କରିଛନ୍ତି। ୧୯୯୪ ମସିହାରେ ଦିଲୀପ କୁମାରଙ୍କୁ ଦାଦା ସାହବ ଫାଲକେ ଏବଂ ୨୦୧୫ ରେ ପଦ୍ମ ବିଭୂଷଣ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ ଦିଲୀପ କୁମାରଙ୍କ ଟ୍ଵିଟର ଆକାଉଣ୍ଟ ତାଙ୍କ ପତ୍ନୀ ସାୟରା ବାନୁ ହ୍ୟାଣ୍ଡେଲ କରିଥାନ୍ତି। ସାୟରା ବାନୁ ନିଜର ଜନ୍ମଦିନରେ ଏକ ସୁନ୍ଦର ମେସେଜ୍‌ ଲେଖି ନିଜର ଫ୍ୟାନ୍ସମାନଙ୍କୁ ଭଲ ପାଇବା ଦେଇଥିବାରୁ ଧନ୍ୟବାଦ ଦେଇଥିଲେ।

KNews Bureau

Recent Posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

1 hour ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

2 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

3 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

4 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

4 hours ago

ବିଜୟଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ କରୁଛନ୍ତି ନିବେଦନ

ବୌଦ୍ଧ : ଚାଲିବାକୁ ଏହି ବାଡି ଖଣ୍ଡିକ ହିଁ ସାହାରା । ତଥାପି ପାଖରେ କେହି ଜଣେ ନ ରହିଲେ…

5 hours ago