Categories: ମନୋରଂଜନ

ନୂଆ ଡ୍ରେସ ବୋଲି ଦେଖେଇ ହେଲେ ଜାହ୍ନବୀ କପୁର, ପ୍ରାଇସ୍ ଟ୍ୟାଗ୍ ନ କାଢ଼ି ଆସିଲେ କ୍ୟାମେରା ସାମ୍ନାକୁ

ବଲିଉଡ୍ କଳାକାରଙ୍କ ଫ୍ୟାସନକୁ ନେଇ ସେମାନଙ୍କ ଫ୍ୟାନ ମାନେ ବହୁତ ପ୍ରଭାବିତ ହୋଇଥାନ୍ତି। ଏମିତିରେ ସବୁବେଳେ ହିରୋଇନଙ୍କର ଅର୍ଥାତ ଉପରେ ଫ୍ୟାନସଙ୍କର ନଜର ରହିଥାଏ। କିନ୍ତୁ ଏବେ ଜାହ୍ନବୀ କପୁର ନିଜର ଆଉଟଫିଟ ପାଇଁ ସୋସିଆଲ ମିଡିଆରେ ମଜାକର କାରଣ ହୋଇଯାଇଛନ୍ତି। ଜାହ୍ନବୀ ପିନ୍ଧିଥିବା ଡ୍ରେସର ଟ୍ୟାଗ୍ କାଢ଼ିବାକୁ ଭୁଲି ଯାଇଛନ୍ତି କିନ୍ତୁ ତାଙ୍କର ଏହି ଭୁଲ କ୍ୟାମେରାରେ କଏଦ ହୋଇଯାଇଛି। ଏହି ଘଟଣା ପରେ ତାଙ୍କର ଖୁବ୍ ମଜାକ ଉଡାଯାଉଛି। କିଛି ଫ୍ୟାନ ମଜାକରେ ଜାହ୍ନବୀଙ୍କୁ କହିଛନ୍ତି ‘ଏ କଣ ! ପ୍ରାଇସ୍ ଟ୍ୟାଗ୍‌, ଏହା ବିନା କପଡା ପୁଣି ଫେରାଇପାରିବେନି, ଏଥିପାଇଁ ପ୍ରାଇସ୍ ଟ୍ୟାଗ୍ ହଟାଯାଇନାହିଁ।

ଜାହ୍ନବୀ କପୁରଙ୍କ ଭିଡିଓ ଫଟୋଗ୍ରାଫର ବିରଳ ଭୟାନୀ ସେୟାର କରିଛନ୍ତି। ଯେଉଁଥିରେ ସେ ହଳଦିଆ ରଙ୍ଗର ସୁଟ ଏବଂ ପାଲାଜୋ ସେଟରେ ନଜର ଆସିଛନ୍ତି। ଜାହ୍ନବୀ ନିଜର ପ୍ଲାଟେ କ୍ଲାସରୁ ବାହାରୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଯେତେବେଳେ ସେ ନିଜ କାର ଆଡକୁ ଆସୁଥିଲେ ସେତେବେଳେ ଜାହ୍ନବୀଙ୍କ ଆଉଟଫିଟରେ ନଜର ଆସିଲା ଟ୍ୟାଗ୍‌। ତାଙ୍କ ଓଢ଼ଣୀରେ ପ୍ରାଇସ୍ ଟ୍ୟାଗ୍ କଢ଼ା ହୋଇନଥିଲା।

ଏହାସହ ପଢନ୍ତୁ : ନେହା କକ୍କରଙ୍କୁ ମଞ୍ଚ ଉପରେ ଜୋର ଜବରଦସ୍ତ କିସ୍ କଲେ ଜଣେ ପ୍ରତିଯୋଗୀ, ଦେଖନ୍ତୁ ଭିଡିଓ

ତେବେ ଏହି ଭିଡିଓକୁ ଦେଖବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରୀୟା ଦେଉଛନ୍ତି, କିଏ କହୁଛି ବାଲା ଏହାକୁ ବିନା ଟ୍ୟାଗରେ ରିଟର୍ଣ୍ଣ ନେବ। ଆପଣ ବି ଦେଖନ୍ତୁ ଭିଡିଓ

ଜାହ୍ନବୀ ନିଜର ଆଗାମୀ ଫିଲ୍ମ ‘ଦୋସ୍ତାନା ୨’ ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ସେ କାତ୍ତିକ ଆର‌୍ୟନଙ୍କ ସହିତ ନଜର ଆସିବେ।

Pritiparna

Recent Posts

ନବୀନ ନିବାସରେ ବିଜେଡିର ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ନିବାସରେ ବିଜେଡିର ବୈଠକ । ନବ ନିର୍ବାଚିତ ବିଜେଡି ବିଧାୟକଙ୍କ ନବୀନ ନିବାସରେ ଭିଡ଼ । ନବୀନ…

17 mins ago

ଏନଡିଏର ପୂର୍ଣ୍ଣ ସମର୍ଥନ, ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ଆଗାମୀ ପ୍ରଧାନମନ୍ତ୍ରୀ । ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାମରେ ମୋହର ବାଜିଛି…

47 mins ago

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ସବୁଠୁ ଦୀର୍ଘ ସମୟ ଧରି ଶାସନ କ୍ଷମତାରେ ରହିଲେ। ୨୪ ବର୍ଷ ୩ ମାସର ଲମ୍ବା ଶାସନ…

52 mins ago

ମଝି ରାସ୍ତାରେ ଯୁବକଙ୍କ ହରକତ୍‌ ଦେଖି ରାଗିକି ପାଚିଗଲା ହାତୀ, ତାପରେ କଣ କଲା ଦେଖନ୍ତୁ

ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଏକ ଛାତି ଥରା ଦୃଶ୍ୟ । ଯାହାକୁ ଯିଏ ଦେଖୁଛି ସେ ଡରିଯାଉଛି…

55 mins ago

ଗୋଟେ କି ଦୁଇଟି ଗାଡି ନୁହେଁ ଏକାଥରେ ୭ଟି ଗାଡି ଦେଇଛନ୍ତି ପରସ୍ପରକୁ ଧକ୍କା

କେନ୍ଦୁଝର (କେନ୍ୟୁଜ) : ରାସ୍ତା ଉପରେ ଏ ଚିତ୍ରକୁ ଯିଏ ଦେଖୁଥିଲା ଲୋମ ଟାଙ୍କୁରୀ ଯାଉଥିଲା ଭୟରେ । କେହି…

1 hour ago

ମହାନଦୀ ସେତୁ ଭିତରକୁ ଛିଟିକି ପଡିଲା ଡିଜେଲ ବୋଝେଇ ଟ୍ରକ

ସୋନପୁର(କେନ୍ୟୁଜ୍‌): ସୋନପୁର ମହାନଦୀ ସେତୁ ଉପରେ ଡିଜେଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଚାଳକ । ଗତକାଲି…

1 hour ago