Categories: ମନୋରଂଜନ

ସ୍କ୍ରିପ୍ଟ ଭୁଲି ଷ୍ଟେଜରେ ହଠାତ୍ କିସ୍ କରିବାକୁ ଲାଗିଲେ ନାୟକ- ନାୟିକା, ଜାଣନ୍ତୁ କଣ ହେଲା ତା ପରେ

ଫିଲ୍ମରେ କିସ୍ ସିନ୍ ହେବା ଏକ ସାଧାରଣ କଥା । ହେଲେ ଥିଏଟରରେ ଏପରି ସିନ୍ ହେବ ଆଉ ହଙ୍ଗାମା ହେବନି ! ଏଭଳି ଏକ ମାମଲା ଆସିଛି ଭୋପାଳରୁ । ଯେଉଁ ଅଭିନେତା – ଅଭିନେତ୍ରୀ ନିଜ ଭାବନାରେ ଏମିତି ବହି ଯାଇଥିଲେ ଯେ ସମସ୍ତଙ୍କ ସାମ୍ନାରେ ଲିପ୍ ଲକ୍ କରିବାକୁ ପଛାଇନଥିଲେ । ଆଉ ପ୍ଲେ ଶେଷ ହେବା ପରେ ଯେତେବେଳେ ହଙ୍ଗମା ହେଲା ସେତେବେଳେ ଜଣା ପଡିଲା ଏହି ସିନ୍ ନାଟକରେ ହିଁ ନଥିଲା ।

ସିନ୍ ଥିଲା ଯେତେବେଳେ ଜୁଲିଏଟ୍ ନିଜ ପ୍ରେମୀ ରୋମିଓ ସାମ୍ନାରେ ମିଛରେ ବିଷ ପିଇ ମରିବାର ନାଟକ କରୁଛି , ଯାହାକୁ ସତ ଭାବି ନିଜ ଜୀବନ ନେଇ ଯାଉଛି ରୋମିଓ । ଉଠିବା ପରେ ରୋମିଓକୁ ମରିଯାଇଥିବାର ଦେଖି ନିଜ ଜୀବନ ଦେଇ ଦେଉଛି ଜୁଲିଏଟ୍ । ଏହି ନାଟକରେ ରୋମିଓ ଭୂମିକାରେ ନିଶାନ୍ତ ରଘୁବଂଶୀ ଅଭିନୟ କରୁଥିବା ବେଳେ ଜୁଲିଏଟ୍ ହୋଇଥିଲେ ମୃଣାଳି ପାଣ୍ଡେ । ତେବେ ଉଭୟ ନିଜ ଅଭିନୟରେ ଏମିତି ହଜି ଯାଇଥିଲେ ଯେ ସ୍କ୍ରିପ୍ଟରୁ ବାହାରି ମଂଚରେ ଲିପ୍ ଲକ୍ ସିନ୍ କରିଥିଲେ ।

ଜୁଲିଏଟ୍ ମରିଯାଇଥିବା ଭାବି ବିଳାପ ସିନ୍ ସମୟରେ ପ୍ରଥମେ ରୋମିଓ ଚରିତ୍ରରେ ଅଭିନୟ କରୁଥିବା ନିଶାନ୍ତ କିସ୍ କରୁଛନ୍ତି । ଏହା ପରେ ରୋମିଓ ମରିଯିବା ପରେ ଜୁଲିଏଟ୍ ଚରିତ୍ରରେ ଥିବା ମୃଣାଳି ଲିପ୍ ଲକ୍ କରୁଛନ୍ତି । ତେବେ ଖୋଲା ମଂଚରେ ଏଭଳି ସିନ୍ ହୋଇଥିବାରୁ ଖୁବ୍ ହଙ୍ଗାମା ହୋଇଥିଲା ।

KNews Bureau

Recent Posts

ନିର୍ବାଚନ ଜିତିବା ପରେ ପପୁଙ୍କ ନାମରେ ଗୁରୁତର ଅଭିଯୋଗ, ବ୍ୟବସାୟୀଙ୍କୁ ମାଗୁଥିଲେ ୧ କୋଟି ଟଙ୍କା

ବିହାର ପୂର୍ଣ୍ଣିୟାରୁ ନବନିର୍ବାଚିତ ସାଂସଦ ରାଜେଶ ରଂଜନ ଓରଫ ପପୁ ଯାଦବଙ୍କ ପିଛା ଛାଡ଼ୁନି ବିବାଦ । ନିର୍ବାଚନ ଜିତିବାର…

9 mins ago

ଫ୍ୟାକ୍ଟ୍ରିରେ କିପରି ତିଆରି ହୋଇଥାଏ ପନିର? ଜାଣନ୍ତୁ କେଉଁ କେମିକାଲର ବ୍ୟବହାର ହୋଇଥାଏ

ଅଧିକାଂଶ ଲୋକ ପନିର ଖାଇବାକୁ ବହୁତ ଭଲ ପାଆନ୍ତି । ଭେଜ ଖାଉଥିବା ଲୋକମାନେ ପ୍ରାୟତଃ ଘରେ, ପାର୍ଟି ଏବଂ…

19 mins ago

୬ ଲକ୍ଷରେ ମିଳୁଛି ସେଭେନ୍‌ ସିଟର୍‌ କାର୍‌, ଫ୍ୟାମିଲି ପାଇଁ ପୁରା ଫିଟ୍‌

ଯଦି ଆମେ ମାର୍କେଟରେ ସେଭେନ୍‌ ସିଟର କାର୍ (MPV) ବିଷୟରେ କହିବା, ତେବେ ମାରୁତି ସୁଜୁକିର XL6 ଏବଂ Ertigaର…

32 mins ago

ହରଭଜନ, ଅର୍ଶଦୀପ ଏବଂ ଶିଖ ସଂପ୍ରଦାୟକୁ କ୍ଷମା ମାଗିଲେ କାମରନ ଆକମଲ, ଦେଇଥିଲେ ବିବାଦୀୟ କମେଣ୍ଟ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଟି୨୦ ବିଶ୍ୱକପ ମ୍ୟାଚରେ ଭାରତ ମାତ୍ର ୬ ରନରେ ବିଜୟୀ ହୋଇଥିଲା ।…

41 mins ago

ଦିନରେ ଥରେ ଖାଇବା ଏକ ଭଲ ଅଭ୍ୟାସ କି? ଜାଣନ୍ତୁ ଶରୀର ଉପରେ କ’ଣ ପ୍ରଭାବ ପଡିଥାଏ

ଓଜନ ହ୍ରାସ କରିବାକୁ, ଆଜିକାଲି ପ୍ରାୟତଃ ଲୋକମାନେ ଡାଏଟିଂ କରୁଛନ୍ତି । କେହି କେହି ରୁଟି ଖାଇବା ବନ୍ଦ କରିଦିଅନ୍ତି…

46 mins ago

ଟ୍ରେନ୍ ଲାଇନ ନିକଟରେ ପଡ଼ିଛି ଦମ୍ପତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି (କେନ୍ୟୁଜ): ଟ୍ରେନ୍ ଲାଇନ ନିକଟରେ ପଡ଼ିଛି ଦମ୍ପତିଙ୍କ ମୃତଦେହ । ନୂଆପଡା ଟ୍ରେନ ଲାଇନର ତୁରେକେଲା ଷ୍ଟେସନ ନିକଟ…

47 mins ago