ମନୋରଂଜନ

ହାର୍ଟ ଆଟାକରୁ ଠିକ୍ ହେବା ପରେ ଜିମରେ ୱାର୍କଆଉଟ କଲେ ରେମୋ, ଭାଇରଲ ହେଲା ଭିଡିଓ

ବଲିଉଡର ଜଣାଶୁଣା କୋରିଓଗ୍ରାଫର୍ ଓ ଫିଲ୍ମ ନିର୍ମାତା ରେମୋ ଡିସୁଜା ସୁସ୍ଥ ହୋଇ ମେଡିକାଲ୍ରୁ ଫେରିଛନ୍ତି। ହୃଦ୍ଘାତ ହୋଇଥିବା ରେମୋ ମେଡିକାଲ୍ରୁ ଆସୁ ଆସୁ ବର୍ତ୍ତମାନ  ଫିଟନେସ୍ କୁ ଗୁରୁତ୍ବ ଦେଉଛନ୍ତି। ରେମୋ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଜିମରେ ୱାର୍କଆଉଟ କରୁଥିବା ନଜର ଆସିଛନ୍ତି।

ଭିଡିଓରେ ରେମୋ ୱେଟ ଲିଫ୍ଟିଂ କରୁଛନ୍ତି। ମାସ୍କ ପିନ୍ଧି ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରି ଲେଖିଛନ୍ତି, ‘କମବ୍ଯାକ୍ ସବୁବେଳେ ପଛକୁ ହଟିଲେ ହିଁ ମଜବୁତ ହୋଇଥାଏ ’ ଆଉ ଆଜି ଏହାର ଆରମ୍ଭ ହୋଇଛି। ଧିରେ ଧିରେ କିନ୍ତୁ ନିଶ୍ଚିତ ଭାବେ। ଏହି ଭିଡିଓରେ ରେମୋଙ୍କ ସହିତ ଜଣେ ମେଡିକାଲ ପରାମର୍ଶଦାତା ମଧ୍ୟ ରହିଛନ୍ତି।

ସୂଚନାଯୋଗ୍ଯ, ଡିସେମ୍ବରରେ ରେମୋ ଜିମରେ ୱାର୍କଆଉଟ କରିବା ସମୟରେ ହାର୍ଟଆଟାକରେ ଶିକାର ହୋଇଥିଲେ। ପରେ ତାଙ୍କୁ ମୁମ୍ବାଇର ଏକ ହସପିଟାଲରେ ଆଡମିଟ୍ କରାଯାଇଥିଲା।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago