ରାଜ୍ୟ

କୋଭିଡ୍ ସଂକ୍ରମଣକୁ ନେଇ ବାଲୁକା କଳା ମାଧ୍ଯମରେ ୩ ସୁତ୍ରୀ ସଚେତନ ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଦେଶରେ ଏବେ ବି କୋଭିଡ ସଂକ୍ରମଣ ଆଶଙ୍କା କମି ନାହିଁ। ବ୍ରିଟେନରେ ଯେଭଳି ପୁଣି କୋଭିଡ ଭୁତାଣୁ ନୂଆ ଧରଣର ସଂକ୍ରମଣ କରିଛି ଭାରତରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିପାରେ। ଏଥିପାଇଁ ସାରା ଦେଶବାସୀ ସତର୍କ ହେବା ଦରକାର।

ଏନେଇ ଲୋକଙ୍କୁ ବାଲୁକାକଳା ମାଧ୍ୟମରେ ସଚେତନ ବାର୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାରମ୍ବାର ହାତ ଧୋଇବା , ମାସ୍କ ସବୁ ବେଳେ ପନ୍ଧିବା ଏବଂ ପରସ୍ପର ଠାରୁ ସାମାଜିକ ଦୂରତା ବଜାୟ ରଖିବା ଏହି ୩ ସୁତ୍ରୀ ସଚେତନ ବାର୍ତା ରହିଛି ଏହି ବାଲୁକା ଚିତ୍ରକଳାରେ।

Sonalisa

Recent Posts

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଖାଲିପଡିଛି ପଦବୀ, ୧୨ଶ ପାସ୍‌ କରନ୍ତୁ ଆବେଦନ

ICMR ର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଖାଲିପଡିଛି ଅନେକ ପଦବୀ । ଏଠାରେ ଆସିଷ୍ଟାଣ୍ଟ ଗ୍ରୁପ ବି, ଟେକ୍ନିସିଆନ…

16 mins ago

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଗିରଫ

ବଡ଼ଗଡ଼ (କେନ୍ୟୁଜ): ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ତ ।  ଯୁବକଙ୍କୁ ପିଟିପିଟି ହତ୍ୟା ।  ବଡ଼ଗଡ଼ ଥାନା ରୁଗୁମା ପଞ୍ଚାୟତ ଶୁଣ୍ଢିପଲ୍ଲୀ…

38 mins ago

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ : ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ, ଚୀନ, ପାକିସ୍ତାନ ଏବଂ ମାଳଦ୍ୱୀପକୁ ମିଳିନି ନିମନ୍ତ୍ରଣ

ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଏ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବେ । ମୋଦିଙ୍କ ଶପଥ ଗ୍ରହଣ…

39 mins ago

ସାମ୍ନାକୁ ଆସିଲା କୁଶଲ ଟଣ୍ଡନ୍ ଏବଂ ଶିବାଙ୍ଗୀ ଯୋଶୀଙ୍କ ରୋମାଣ୍ଟିକ୍ ଫଟୋ, ରିଲେସନ୍‌ସିପ୍‌କୁ ନେଇ ଚାଲିଛି ଚର୍ଚ୍ଚା

କୁଶଲ ଟଣ୍ଡନ ଓ ଶିବାଙ୍ଗୀ ଯୋଶୀ ସେମାନଙ୍କ ଟିଭି ସିରିଏଲ ‘ବରସାତେ’ ସହିତ ଦର୍ଶକଙ୍କୁ ମନୋରଂଜନ କରିଛନ୍ତି । ଉଭୟ…

47 mins ago

ଖୁବ ଶୀଘ୍ର ଫ୍ଲିପକାର୍ଟରେ କରିପାରିବେ ଅନଲାଇନ ଫୁଡ୍ ଅର୍ଡର, Swiggy Zomatoକୁ ଦେବ କଡା ଟକ୍କର୍

ଇ-କମର୍ସ ସେକ୍ଟରରେ ଫ୍ଲିପକାର୍ଟ ଏକ ବଡ କମ୍ପାନୀ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ଫ୍ଲିପକାର୍ଟ ମାଧ୍ୟମରେ ଫ୍ୟାଶନ୍, ଇଲେକ୍ଟ୍ରୋନିକ୍ସ,…

51 mins ago

ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସୁନୀତା, ସ୍ପେସ୍ ମିଶନରେ ମହାକାଶଯାନ ଉଡ଼ାଇ ରଚିଲେ ଇତିହାସ

ମହାକାଶକୁ ଅନେକ ମହାକାଶଚାରୀ ଯାତ୍ରା କରୁଛନ୍ତି । କିନ୍ତୁ ବର୍ତ୍ତମାନ ଯାତ୍ରା କରିଥିବା ଜଣେ ମହିଳା ମହାକାଶଚାରୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…

1 hour ago