ମନୋରଂଜନ

‘ବିଗ୍‌ ବସ୍‌ ୧୪’ ସେଟ୍‌ର ଫଟୋ ହେଲା ଲିକ୍‌, ସଲମାନଙ୍କ ସହିତ ନଜର ଆସିଲେ ଏହି ଦୁଇ ନୂଆ ପ୍ରତିଯୋଗୀ

‘ବିଗବସ୍‌ ୧୪’ର ଗ୍ରାଣ୍ଡ ପ୍ରିମିଅରର ପ୍ରାସରଣ ଶନିବାର ରାତି ୯ଟାରୁ ଆରମ୍ଭ ହେବାକୁ ଯାଉଛି। ଗତକାଲିରୁ ସଲମାନ ଏହାର ସୁଟିଂ ମଧ୍ୟ କରୁଛନ୍ତି। ବିଗ୍‌ବସ ସେଟର ଏକ ଫଟୋ ସଲମାନ ଅପଲୋଡ କରିଛନ୍ତି, ଯେଉଁଥିରେ ସେ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି। ଏହି ସମୟରେ ସଲମାନ ବ୍ଲାକ୍‌ ଲୁକ୍‌ରେ ନଜର ଆସିଛନ୍ତି।

ଫଟୋରେ ସଲମାନ ନିଜ ଜବରଦସ୍ତ ଅନ୍ଦାଜରେ ପୋଜ୍‌ ଦେଉଥିବା ନଜର ଆସିଛନ୍ତି। ତା’ ସହିତ ଲେଖିଛନ୍ତି, ‘ ବିଗ୍‌ବସ୍‌ ୧୪ରେ ଆସୁଛି ଏହି ଓ୍ଵିକେଣ୍ଡ। ସଲମାନ ଏହି ଫଟୋ ଛଡା ଆଉ ଏକ ଫଟୋ ଲିକ୍‌ ହୋଇଛି। ଏଥିରେ ସଲମାନଙ୍କ ସହିତ ଅନ୍ୟ ଦୁଇଜଣ ପ୍ରତିଯୋଗୀ ମଧ୍ୟ ନଜର ଆସିଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋରେ ଟିଭି କଳାକାର ରୁବିନା ଦିଲାଏକ ଏବଂ ଅଭିନବ ଶୁକ୍ଲା ମଧ୍ୟ ନଜର ଆସିଛନ୍ତି। ଯେଉଁଥିରେ ରୁବିନା ସଲମାନଙ୍କୁ କିଛି କହୁଥିବାର ନଜର ଆସିଛନ୍ତି। ଖବର ମୁତାବକ, ଶୋରେ ଗୋପୀ ବୋହୂ ଫେମ ଅଭିନେତ୍ରୀ ଜିୟା ମାନେକ ମଧ୍ୟ ସାମିଲ ହେବାରେ ଥିଲେ କିନ୍ତୁ ଶେଷ ସମୟରେ ସେ ଡିଲ ଫାଇନାଲ କରିପାରିଲେ ନାହିଁ। ତେଣୁ ଚ୍ୟାନେଲ ଶେଷ ସମୟରେ ରୁବିନା ଏବଂ ଅଭିନବ ସହିତ କଣ୍ଟାକ୍ଟ କରିଥିଲେ, ଯେଉଁଥିରେ ସେମାନେ ହଁ ଭରିଥିଲେ। ବିଗବସ୍‌ ୧୪ରେ ଏଥର ଜସ୍ମିନ ଭାସିନ, ନିଶିକାନ୍ତ ସିଂହ ମଲକାନୀ, ରାହୁଲ ବୈଦ, ନିକି ତମ୍ବୋଲୀ, ପବିତ୍ର ପୁନିୟା ଇତ୍ୟାଦି ନଜର ଆସିବେ। ଏହାଛଡାପୂର୍ବ ସିଜିନ ଲୋକପ୍ରିୟ ପ୍ରତିଯୋଗୀ ହିନା ଖାନ, ଗୌହ୍ଵର ଖାନ, ସିଦ୍ଧାର୍ଥ ଶୁକ୍ଲା ଦୁଇ ସପ୍ତାହ ପାଇଁ ବିଗ୍‌ବସ୍‌ ହାଉସରେ ରହିବେ।

Swagatika

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

14 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

31 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

44 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

53 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

56 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago