ମନୋରଂଜନ

ଷ୍ଟେଜ ଉପରେ ଜବରଦସ୍ତ ଡ୍ୟାନ୍ସ କରୁଥିବାବେଳେ କଚାଡି ହୋଇ ପଡିଲେ ସପନା ଚୌଧୁରୀ, ଯାହାକୁ ଦେଖି ଏମିତି ଦେଲେ ରିଆକସନ୍‌ ଫ୍ୟାନ୍ସ

ହରିୟାଣା ଡ୍ୟାନ୍ସର ସପନା ଚୌଧୁରୀ ସବୁବେଳେ ନିଜ ଜବରଦସ୍ତ ଡ୍ୟାନ୍ସ ପାଇଁ ଚର୍ଚ୍ଚାରେ ରୁହନ୍ତି। ସପନା ଚୌଧୁରୀଙ୍କୁ ନିଜ ଜବରଦସ୍ତ ଡ୍ୟାନ୍ସ ପାଇଁ ପିଲାଠୁ ବଡ ଯାଏଁ ସବୁ ଜାଣିଛନ୍ତି। ତାଙ୍କର ପ୍ରତ୍ୟେକ ଗୀତ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ ଏବଂ ବହୁତ ଶୁଣା ମଧ୍ୟ ଯାଇଥାଏ। ତେବେ ଏହି ସବୁ ମଧ୍ୟରେ ଦେଶୀ କ୍ୱିନ ସପନା ଚୌଧୁରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ସପନା ନାଚୁଥିବାବେଳେ ଜୋରସେ ତଳେ କଚାଡି ହୋଇ ପଡୁଛନ୍ତି।

ସପନା ଚୌଧୁରୀ ହରିୟାଣୀ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାବେଳେ ଦର୍ଶକ ଏକଦମ୍‌ ଉତ୍ସାହିତ ହୋଇପଡନ୍ତି। ତେବେ ଡ୍ୟାନ୍ସ କରୁଥିବା ସମୟରେ ସପନା ଷ୍ଟେଜ ଉପରେ ନିଜ ଫେମସ୍‌ ଡ୍ୟାନ୍ସ ଷ୍ଟେପ କରୁଥିବା ସମୟରେ ହଠାତ୍‌ ତାଙ୍କ ଗୋଡ ମୋଡି ହୋଇଗଲା ଆଉ ସେ ଷ୍ଟେଜ ଉପରେ କଚାଡି ହୋଇ ପଡିଯାଉଛନ୍ତି। ସପନାଙ୍କ ଏହି ଅବସ୍ଥା ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ‘ହରିୟାଣାର ଶାନ୍‌’ କୁହାଯାଉଥିବା ସବୁ ଗୀତ ଖୁବ୍‌ ଭାଇରାଲ ହୋଇଥାଏ। ସେହିପରି ଅନେକ ଥର ସପନାଙ୍କ ସହିତ ଷ୍ଟେଜ ଉପରେ କିଛି ନା କିଛି ଅଘଟଣ ଘଟିଥାଏ କିନ୍ତୁ ନିଜର ଡ୍ୟାନ୍ସକୁ ରୋକନ୍ତି ନାହିଁ ସପନା। କାହିଁକିନା ସେ କେବେବି ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରନ୍ତିନାହିଁ।

Pritiparna

Recent Posts

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

10 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago