ବଲିଉଡ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସାରା ଅଲ୍ଲୀ ଖାନଙ୍କୁ ସବୁବେଳେ ପାରମ୍ପରିକ ଅବତାରରେ ଅଧିକ ପସନ୍ଦ କରିଥାନ୍ତି ଲୋକେ। କୌଣସି ଇଭେଣ୍ଟରେ ହେଉ ଅବା ଶୋରେ ସାରାଙ୍କ ଲୁକ୍ ମଧ୍ୟ ଦର୍ଶକେ ବେଶ୍ ପସନ୍ଦ କରନ୍ତି। ପୁମା ଇଣ୍ଡିଆ ଜରିଆରେ ‘ଗର୍ଲ ପାଓ୍ଵାର’ର ଜବରଦସ୍ତ ସମର୍ଥନ କରି ଏଥୋଲିଜର ଫ୍ୟାଶନ ଦେଖାଇଛନ୍ତି ସାରା।
ସାରାଙ୍କୁ ‘ଅଲ୍ ବ୍ଲାକ ଅବତାର’ରେ କୁଲ୍ ଭାବେ ନଜର ଆସିଛନ୍ତି। ଏହି ଡ୍ରେସ ସାଙ୍ଗକୁ ସାରା ହ୍ଵାଇଟ ଏବଂ ବ୍ଲାକ ସ୍ନିକର ମ୍ୟାଚ କରି ପିନ୍ଧିଥିବାର ନଜର ଆସିଥିଲେ। ସାରାଙ୍କ ହାଲ୍କା ମେକ୍ଅପ୍ ସାଙ୍ଗକୁ ଖୋଲା ହେୟାରଷ୍ଟାଇଲ ସମସ୍ତଙ୍କୁ ଆକର୍ଷଣ କରିଛି। ଏହି ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଯୁବତୀମାନଙ୍କୁ ଭଲ ସନ୍ଦେଶ ଦେଇଛନ୍ତି ସାରା। କିଛି ଦିନ ତଳେ ସାରା ଧଳା ରଙ୍ଗର ପୋଲକା ପ୍ରିଣ୍ଟ ମିନି ଡ୍ରେସରେ ନଜର ଆସିଥିଲେ। ଯାହା ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା।
ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…
ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…
ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…
କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…
ଆନନ୍ଦପୁର(କେନ୍ୟୁଜ୍): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…