ଆମେରିକାନ ଗାୟିକା ସେଲିନା ଗୋମେଜ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ନିକଟରେ ସେଲିନା PUMA ପାଇଁ ଫଟୋଶୁଟ୍ କରିଛନ୍ତି। ଏହି ଫଟୋଶୁଟ୍ ପାଇଁ ବହି ଉପରେ ଠିଆ ହୋଇ ଫଟୋ ଉଠାଇଛନ୍ତି। ସେଲିନାଙ୍କ ଏପରି ଫଟୋ ଦେଖି ଭାରତୀୟ ଫ୍ୟାନ ନାରାଜ ହୋଇଛନ୍ତି। ସେଲିନାଙ୍କ ଏପରି ଫଟୋଶୁଟ୍କୁ ନେଇ ଏବେ ଚାଲିଛି ଜୋରଦାର ଆଲୋଚନା। ଏହା ସହିତ କିଛି ଲୋକ ସ୍ପୋର୍ଟସ ବ୍ରାଣ୍ଡ୍ PUMA କୁ ବଏକଟ କରିବାକୁ କହିଛନ୍ତି।
ଏହାସହ ପଢ଼ନ୍ତୁ ; ସନିଙ୍କ ସହିତ ଡ୍ୟାନ୍ସ କରି ଧମାଲ ମଚାଇଲେ ବ୍ରାଭୋ, ଚାମ୍ପିୟନ ଗୀତରେ କଲେ ଡ୍ୟାନ୍ସ
ସେଲିନାଙ୍କ ଏହି ଫଟୋକୁ ଜଣେ ଟ୍ଵିଟର ୟୁଜର ସେୟାର କରିଛନ୍ତି। ଯାହାକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ମିଳିଛି। ଏହି ଟ୍ଵିଟ୍କୁ ୬୩ ହଜାର ଲାଇକ୍ ମିଳିଥିବା ବେଳେ ୪୦୦ ଲୋକ କମେଣ୍ଟ ଦେଇସାରିଲେଣି। ଯେଉଁଥିରେ ଅଧିକାଂଶ ଫ୍ୟାନ୍ ଭାରତୀୟ ରହିଛନ୍ତି।
ଜମ୍ମୁ ଅଞ୍ଚଳରେ ନିକଟରେ ହୋଇଥିବା ଆତଙ୍କବାଦ ଘଟଣା ଏବଂ ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ଆଜି ଗୃହ ମନ୍ତ୍ରଣାଳୟରେ ବସୁଛି…
ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଦୁଇଟି ସିଟଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ…
ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଅଣନିଶ୍ୱାସୀ । ପାଟଅଗଣାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ତେବେ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ…
ମୋହନା(କେନ୍ୟୁଜ): ସମ୍ପର୍କୀୟ ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା…
ରେଢାଖୋଲ(କେନ୍ୟୁଜ): ଘର ଭିତରେ ମୃତଦେହ। ଉଦ୍ଧାର ହେଲା କନିଷ୍ଠ କିରାଣିଙ୍କ ମୃତଦେହ । ମୃତକ ରେଢାଖୋଲ ନାକଟିଦେଉଳ ତହସିଲ କାର୍ଯ୍ୟାଳୟରେ…
ରାଉରକେଲା(କେନ୍ୟୁଜ): ଚୋରମାନେ ଘର, ଦୋକାନ, ବଜାର ଓ ମନ୍ଦିରରୁ ଚୋରି କରୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଚୋରମାନେ…